ଦେଖନ୍ତୁ Shocking ଭିଡିଓ – cctv ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି 60 ଲକ୍ଷ ରୁ ଅଧିକ ଲୋକ ଦେଖିସାରିଲେନି…

ସମାଜ ଯେତେ ସଭ୍ୟ ଆଡକୁ ଗତି କରିଲେ ମଧ୍ୟ ବହୁ ଅନ୍ୟାୟ ଓ ଅପରାଧୀ କାର୍ଯ୍ୟ ଦେଖିବା ପାଇଁ ମିଳୁଛି। ସମାଜରେ ଏଭଳି କିଛି ଅସମାଜିକ ଲୋକ ମାନେ ଅଛନ୍ତି ଯେ, କି ସବୁବେଳେ ଗୁଣ୍ଡା ରାଜ କରୁ ଥାଆନ୍ତି ଓ ସବୁବେଳେ ଲୋକ ମାନଙ୍କୁ ଦରେଇ ଧମକେଇ ରଖି ଥାଆନ୍ତି। ସେମାନେ ସବୁବେଳେ ଅନ୍ୟାୟ କାର୍ଯ୍ୟର ଲିପ୍ତ ରହୁ ଥିବାର ଦେଖିବାକୁ ମିଳିଛି ଓ ସେମାନେ ଅତି ନୀଚ୍ଚ କାମ କରୁଛନ୍ତି। ସେମାନେ ବଡ଼ ବଡ଼ ଅପରାଧିକ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପାଇଁ ସମାଜ ଆଜି କଳଙ୍କିତ ହେବାକୁ ଲାଗୁଛି। ସମାଜରେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଲୋକ ମାନଙ୍କ ଉପରେ ଖରାପ ପ୍ରଭାବ ପଡୁଛି। ଏଭଳି କିଛି ଲୋକ ମାନଙ୍କ ପାଇଁ ବଞ୍ଚିବା ବହୁତ କଷ୍ଟକର ହୋଇ ପଡୁଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଆଦି ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା ଅନୁଭବ କରିବେ। ତେବେ ଘଟଣାଟି ହେଉଛି କିଛି ଅସମାଜିକ ବ୍ୟକ୍ତି ନ୍ୟୁଜ ଚ୍ୟାନେଲରେ ତାଣ୍ଡବ କରିଥିଲେ ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଗିରିଡିହର ନଗିନା ସିଂ ରୋଡ଼ରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଦୀପାବଳି ଦିନ ପାଖା ପାଖି ରାତି ୯ ଟା ସମୟରେ କିଛି ଅସମାଜିକ ଦୁର୍ବୁତ୍ତ ମାନେ ନ୍ୟୁଜ ଚ୍ୟାନେଲ ଅଫିସକୁ ଆସି ଗଣ୍ଡଗୋଳ କରିବା ସହିତ କିଛି ଜିନିଷ ଭଙ୍ଗା ରୁଜା କରିଥିଲେ। ନ୍ୟୁଜ ଚ୍ୟାନେଲରେ କାମ କରୁଥିବା ଲୋକ ମାନେ ଆସି ଦୁର୍ବୁତ୍ତଙ୍କୁ ଅଟକାଇ ବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ଅଟକିବାକୁ ପ୍ରସ୍ତୁତ ନଥିଲେ। ସେମିତି ପାଟି ତୁଣ୍ଡ ଓ ମାଡ଼ ପିଟ କରି ଚାଲିଥିଲେ।

ସେହି ଅଫିସସରେ କାମ କରୁଥିବା ପିଏମ ସିଂ ନାମକ ଜଣେ ଗ୍ରାଫିକ ଡିଜାଇନର ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କ ସାର୍ଟ ପକେଟରେ ୪୨୦୦ ଟଙ୍କା ଥିବା ସେହି ଦୁର୍ବୁତ୍ତ ମାନେ ଛଡାଇ ନେଇଥିଲେ। ସେମାନେ ଦୁର୍ବୁତ୍ତ ମାନଙ୍କୁ ପିଛା କରିବାରୁ ସେ ଖସି ପଳାଇ ଯାଇ ଥିଲେ। ଏହି ଘଟଣାଟି ସେଠାରେ ଲାଗି ଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ଏହି ଘଟଣାକୁ ନେଇ ସେମାନେ ନଗର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରି ଦେଇଛି। ତେବେ ଯଥା ଶୀଘ୍ର ପୋଲିସ ଏହି ଘଟଣାକୁ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ଉଚିତ ଦଣ୍ଡ ଦିଆଯାଉ ବୋଲି କୁହା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment