Odisha News Portal

ଦେଖନ୍ତୁ Live ଭିଡିଓ – CCTV ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି 16 ହଜାରରୁ ଅଧିକ ଲେକ ଦେଖିସାରିଲେନି…

ଯଦି ଆମେ ୨୦ ବର୍ଷ ପଛକୁ ଚାଲିଯିବା ତେବେ ବର୍ତ୍ତମାନ ଭଳି ଅପରାଧ ହେଉନଥିଲା। ଲୋକ ମାନଙ୍କ ମଧ୍ୟରେ ଅନ୍ୟ ମାନଙ୍କ ପ୍ରତି ସାହାଯ୍ୟ ସହଯୋଗ ମନବୃତ୍ତି ରହିଥିଲା, ସେ ନିଜର ହେଉ କିମ୍ବା କେହି ଅଜଣା ଲୋକ ହେଉ । କିନ୍ତୁ ବର୍ତ୍ତମାନ ଲୋକ ମାନଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧ କମି ଯାଉଛି, ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଡି ଚାଲିଛି, କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ତେବେ ଏସବୁ ରୋକିବା ପାଇଁ ପୋଲିସ ଥିଲେ ମଧ୍ୟ ଯେଉଁ ମାନେ ଆପରାଧି ସେମାନଙ୍କ ମନ ମଧ୍ୟରେ ଟିକିଏ ହେଲେବି ଡର କିମ୍ବା ଭୟ ନାହିଁ। ପ୍ରତିଦିନ ଏଭଳି ଘଟଣା ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ପାଇଥାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଅମାନବୀୟ ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି, ଏହାକୁ ଆପଣ ମାନେ ଦେଖିଲା ପରେ ଆପଣଙ୍କ ପାଟିରୁ ଗୋଟିଏ ଶବ୍ଦ ବାହାରିବ ଏଭଳି ଲୋକଙ୍କୁ ଆମ ସମାଜରୁ ବାହାର କରିଦେବା ଦରକାର, ଜଣେ ୭୦ ବର୍ଷର ବୃଦ୍ଧା ମହିଳାଙ୍କୁ ଧକ୍କା ମାରି ବେକ ରୁ ଚେନ ଚିଡି ନେଇଗଲା ଜଣେ ଦୁର୍ଭୁତ, କଥାଟି ଯେତିକି ଶୁଣିବା ପାଇଁ ସହଜ ଲାଗୁଥିଲେ ପ୍ରକୃତରେ ସେତିକି ସହଜ ନୁହେଁ, ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିଲେ ବୁଝି ପାରିବେ ଘଟଣା ଟି କେତେ ହୃଦୟ ବିଦାରକ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ବର୍ତ୍ତମାନ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓଟି ଭାଇରାଲ ହେଉଛି, ତାହା ଏକ ସିସି ଟିଭି କ୍ୟାମେରା ରେ ରେକର୍ଡ ହୋଇଛି, ବିଡ଼ିଓରେ ଆପଣ ମାନେ ଦେଖି ପାରୁଥିବେ ଜଣେ ବୁଡ଼ି ମାଉସୀ ମୋବାଇଲ ଫୋନ ରେ କାହା ସହିତ କଥା ହେଉଥିଲେ, ସେହି ସମୟରେ ଜଣେ ଭଦ୍ର ବ୍ୟକ୍ତି ସ୍କୁଟି ଧରି ଆସିଲା ଆଉ ସେହି ବୁଢ଼ୀ ମାଉସୀଙ୍କୁ ରାସ୍ତା ପଚାରୁଥାଏ। ମାଉସୀ ମଧ୍ୟ ନିଜର ମାନବିକତା ଦେଖି ଫୋନ ବନ୍ଦ କରି ତାଙ୍କୁ ରାସ୍ତା କହୁଥିଲା। ଠିକ ସେହି ସମୟରେ ଚର ଜଣଙ୍କ ମାଉସୀ ବେକରେ ପିନ୍ଧି ଥିବା ସୁନା ଚେନ କୁ ଟାଣି ନେଇଗଲା।

ମାଉସୀ ଚୋର କୁ ପଛରେ ଭିଡି ଧରିବାରୁ ଚୋର ଜଣଙ୍କ ମାଉସୀ ଙ୍କୁ ଧକ୍କା ଦେଇ ପଳେଇଲେ ଏବଂ ମାଉସୀ ତଳେ ପଡିଗଲେ , ପୁଣି ଉଠି ଦୌଡ଼ିବାକୁ ଚେଷ୍ଟା କରୁଥିଲେ ବୟସ ହୋଗଲାଣି ଆଉ କଣ ବଳ ପାଉଛି ପୁଣି ତଳେ ପଡିଗଲେ। ସେଠାରେ ମଧ୍ଯ କୌଣସି ଗୋଟିଏ ହେଲେ ଲୋକ ନଥିଲା ତାଙ୍କୁ ସାହାଯ୍ୟ କରିବା ପାଇଁ, ତେବେ ବନ୍ଧୁଗଣ ଆପଣ ମାନେ ହିଁ ବିଚାର କରନ୍ତୁ ମାଉସୀ କଣ ଗୋଟିଏ ଲୋକ ସାହାଯ୍ୟ ମାଗୁଥିଲା ଆଉ ଶେଷରେ ଏପରି କିଛି ଘଟିବ ତାହା କେବେ ଭାବି ଥିଲା। ଏଭଳି ଲୋକଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଯିବା ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।