Beuty Tips -ଭିଟାମିନ E କ୍ୟାପସୁଲ ସହ ଏହାକୁ ମିଶାଇ ମୁହଁରେ ଲଗାନ୍ତୁ, ସବୁଦିନ ପାଇଁ ମୁହଁରୁ କଲାପଣ ହାଟନ୍ତୁ ପ୍ରାକୃତିକ ଉପାୟରେ…
ବନ୍ଧୁମାନେ ଶୀତ ଦିନ ଆସିଲା ମାତ୍ରେ ତ୍ୱଚା କୁ ନେଇ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ ।ଆଉ ମୁହଁର ସ୍କିନ କଳା ପଡ଼ିଯାଏ ତ କେତେବେଳେ ଫାଟି ଧଳା ଦେଖା ଗଲାଣି ।ତେବେ ଏହି ସମୟରେ ଆପଣ ନିଜ ଫେସ କୁ କେମିତି ପ୍ରୋଟେକ୍ଟ କରିବେ ତାହାକୁ ନେଇ ଚିନ୍ତାରେ ପଡ଼ି ଯାଆନ୍ତି ।ଏହା ବ୍ୟତୀତ ଆପଣ ଅନେକ ପ୍ରକାରର ବାହାର ପ୍ରଡକ୍ଟ ବି ଆଣି ଫେସ ରେ ଲଗାଇ ଥାନ୍ତି ଶୀତ ରୁ ଫେସ କୁ … Read more