Pregnants Tips – ପିଆଜ ଓ ରସୁଣ ରୁ ଜାଣନ୍ତୁ ଗର୍ଭରେ ବଢୁଥିବା ଶିଶୁ ପୁତ୍ର କି କନ୍ୟା ଗ୍ୟାରେଣ୍ଟି….Dr. A Rajitha
ନାରୀ ଟିଏ ଯେତେବେଳେ ଗର୍ଭ ଧାରଣ କରେ ତା ହେବାକୁ ଥିବା ସନ୍ତାନ ଙ୍କୁ ନେଇ ସେ ବହୁତ୍ ସ୍ଵପ୍ନ ଦେଖିଥାଏ। ତା ପିଲା କେମିତି ହେବ ଗୋରା ହେବ ନାଟ କଳା ହେବ ସୁନ୍ଦର୍ ହେବକି ନାହିଁ ଏମିତି ବହୁତ୍ କିଛି ଭାବନା ନାରୀ ମନରେ ଆସିଥାଏ। ବିଶେଷ କରି ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ ତାହା ଜାଣିବା ପାଇଁ ନାରୀ ମାନଙ୍କ ମନରେ ଏକ କୌତୁହଳ ସୃଷ୍ଟି ହୋଇଥାଏ। ଯଦିଓ ଆମ … Read more