Odisha News Portal

ହଟାତ୍ କାରରୁ ଶୁଭୁଥିଲା ଅଜବ ଶଦ୍ଧ ଏବଂ ଚିତ୍କାର ଲୋକେ ଯ।ଇ ଦେଖିବା ପରେ ସେଥିରୁ ଯାହା ମିଳିଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ……

0 51

ସନ୍ଧ୍ୟା ସମୟରେ ଏକ ନିଛାଟିଆ ଜାଗାରେ ନେସନାଲ ହାଇୱେ ଉପରେ ଏକ କାରଟି ଛିଡା ହୋଇଛି । କାର ଗୋଟିଏ ପାଖରେ ଥିଲା ଏବଂ କିଛି ଲୋକମାନେ ଅନ୍ୟ ପାଖରେ ଚା ପିଉଥିଲେ । ତେବେ ସେହି ସମୟରେ ସେ ଲୋକମାନଙ୍କୁ କାର ଭିତରୁ ଚିକ୍ତାର ଶୁଭିଲା ତାହା ଶୁଣି କରି ସେମାନେ ବେଶି ଧ୍ୟାନ ଦେଲେ ନାହିଁ ମାତ୍ର ଚିକ୍ତାରଟି ଯେତେବେଳେ ବହୁତ ଜୋର ଶୁଭିଲା ସେହି ସମୟରେ ସେ ଲୋକମାନେ କାରର ପାଖକୁ ଗଲେ ଏବଂ ଯାହା ଦେଲେ ଦେଖିକରି ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ କହିବୁ କି ସେ ଲୋକମାନେ କାରରେ କଣ ଦେଖିଲେ ।

ଲୋକମାନେ ଯେତେବେଳେ କାର ପାଖକୁ ଯାଇତିଲେ ତେବେ ଦେଖିଲେ କି ସେହି କାର ଭିତରେ ଡ୍ରାଇଭରଟି ନାହିଁ । ତେବେ ସେହି କାରର ଡ୍ରାଇଭରଟି ହୋଟେଳ ଭିତରେ ଖାଇବା ଖାଉଥିଲା ଡ୍ରାଇଭର ଯେତେବେଳେ ଦେଖିଲା କି ତାର କାର ପାଖରେ ଅନେକ ଲୋକ ଜମା ହୋଇଛନ୍ତି ସେ ତାର କାର ପାଖକୁ ଆସିଲା ଏବଂ ପଚାରିଲା କି କଣ ହୋଇଛି ଆପଣ ମାନେ ମୋ କାର ପାଖରେ କଣ ପାଇଁ ଚିଡା ହୋଇଛନ୍ତି ।

ତେବେ ସେହି ଲୋକମାନେ କହିଲେ କି ଆପଣଙ୍କ କାରକୁ ଏକ ପ୍ରକାର ଶବ୍ଦ ବାହାରୁଛି ଆପଣ କଣ ତାହାକୁ ଶୁଣିପାରୁନାହାନ୍ତି । ତେବେ ଡ୍ରାଇଭରଟି ଯେତେବେଳେ ତାହାକୁ ଧ୍ୟାନ ଦେଇ ଶୁଣିଲା ତ ତାହାକୁ ମଧ୍ୟ ସେହି ପ୍ରକାର ଶବ୍ଧ ଶୁଭିଲା । ତେବେ ସେହି ଡ୍ରାଇଭର ଏବଂ ଲୋକମାନେ କାରର ସମସ୍ତ କୋଣ ଦେଖିଲେ । କାରଣ ଭିତରେ , କାରର ଡିଗି ସମସ୍ତ ଖୋଲି ଦେଖିଲେ ମାତ୍ର କିଛି ହେଲେ ମଧ୍ୟ ପାଇଲେ ନାହିଁ ।

ତେବେ ସେହି ସମୟରେ ଡ୍ରାଇଭରଟି ଅନୁମାନରୁ ଜାଣିଲା କି ଏହି ଶବ୍ଦଟି କାରର ଇଞ୍ଜିନରୁ ଆସୁଛି ବୋଲି । ଏହା ପରେ ସେ ସେହି ଲୋକମାନଙ୍କୁ ଏହି କଥା କହିଲା । ତାହା ପରେ ସେହି ଲୋକମାନଙ୍କର ଭିତରେ ବେଣୁଧର ନାମକ ଏକ ବ୍ୟକ୍ତି ଯେତେବେଳେ ସେହି କାର ଇ଼ଞ୍ଜିନ ଖୋଲିଲେ ତେବେ ତାଙ୍କୁ ପ୍ରକାର କିଛି ପବନ ବାହାରୁଥିବାର ଜମା ପଡିଲା । ତାହା ପରେ ସେ ପୂରା ଡରିଗଲେ ଏବଂ ସମସ୍ତଙ୍କୁ କଥା କହିଲେ ।

 ବେଣୁଧର ବାବୁଙ୍କର ଏପରି ଏକ କଥା ଶୁଣିକରି ଦୁଇ ଦୁଇ ଜଣ ତାହାର ଇ଼ଞ୍ଜିନ ଆଗ ଖୋଲିବା ପାଇଁ ଚେଷ୍ଟା କଲେ । ତେବେ ଖୋଲିଲା ପରେ ସେମାନେ ଯାହା ଦେଖିଲେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସେହି ଇଞ୍ଜିନ ଭିତରେ ଏକ ସାପ ରହିଥିଲା । ଏହା ପରେ ସେହି ଚା ଦୋକାନୀ ସେଟାକୁ ଆସିଲା ଏବଂ କହିଲା କି ସେ ଏକ ଲୋକଙ୍କୁ ଜାଣିଛି ସେ କି ଏପରି ସାପକୁ ନିଜର ବଶରେ କରିପାରିବେ ।

ତାହା ପରେ ସେମାନେ ସାପ ଧରିବା ଲୋକଙ୍କୁ ଡାକିଲେ । ସେମାନ ଯେଉଁ ଲୋକଙ୍କୁ ଡାକିଲେ ସେ ଥିଲା ଏକ ମହିଳା ତାଙ୍କର ନାମ ଥିଲା ସରିତା ଦେବା । ସେ ନିଜ ହାତରେ ଗ୍ଲୋବ ପିନ୍ଧି ଅତି ସହଜରେ ସାପକୁ ବାହାର କରିଥିଲେ । ତାଙ୍କର ସାହସ ଦେଖି ସମସ୍ତେ ଖୁସି ହୋଇ ଯାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।