ଆଜିର ଦୁନିଆରେ ଆମ ମାନଙ୍କୁ ଅନେକ ପ୍ରକାର ରୋଗ ହେଉଛି ଏହା ସହିତ ସେହି ରୋଗର ମଧ୍ୟ ମେଡିସିନ ବାହାରିଲାଣି ଯାହା ଦ୍ୱାରା କି ଲୋକମାନେ ସେମାନଙ୍କର ଜୀବନକୁ ବଞ୍ଚି ପାରୁଛନ୍ତି । ମାତ୍ର ଏମିତି କିଛି ରୋଗ ମଧ୍ୟ ରହିଛି ଯାହାର ସଠିକ ପ୍ରତିକାର ଏବେ ପର୍ଯ୍ୟନ୍ତ ବାହାରିନାହିଁ ଯେଉଁଥିପାଇଁ ଅନେକ ଲୋକମାନେ ସେହି ରୋଗରେ ପଡି ମୃତ୍ୟୁବରଣ କରୁଛନ୍ତି । ତାହା ହେୁଛି ଏକ ମାରାତ୍ମକ ରୋଗ , ଯାହା ଠାରୁ ବଞ୍ଚିବା ମନୁଷ୍ୟ ପାଇଁ ବହୁତ କଷ୍ଟକର ଆଟେ । ମାତ୍ର ସେହି ରୋଗ ହେଲେ ଆମେ ମାନେ ପ୍ରଥମେ ସତର୍କତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ ।
ପ୍ରଥମେ ଯେପରି ଆମକୁ ତାହାର କିଛି ଲକ୍ଷଣ ଦେଖାଯିବ ତେବେ ତୁରନ୍ତ ହିଁ ଆମେ ମାନେ ଏହା ବିଷୟରେ ଡାକ୍ତରଙ୍କର ପରାମର୍ଶ ନେବା ନିତାନ୍ତ ଆବଶ୍ୟକ ଅଟେ । ଏପରି କରିବା ଦ୍ୱାରା ଆମ ମାନଙ୍କର ବଞ୍ଚିବା ସମୟ ହୁଏତ ଅଧିକା ହୋଇପାରେ ।
ତେବେ ଆମେ ମାେ ଆପଣ ମାନଙ୍କୁ ଏକ ମାରାତ୍ମକ ରୋଗ କ୍ୟାନସର ବିଷୟରେ କହୁଛି , ଯାହାର ଏବେ ପର୍ଯ୍ୟନ୍ତ ସଟିକ ମେଡିସିନ ବାହାରି ପାରିନାହିଁ । ତେବେ ଯେତେବେଲେ ଆମ ମାନଙ୍କୁ ଏହି ରୋଗ ହେବାର କିଛି ସଂଙ୍କେତ ମିଳୁଛି ତେବେ ପ୍ରଥମେ ଆମେ ମାନେ ସେହି ସମୟରେ ଡାକ୍ତରଙ୍କର ପରାମର୍ଶ ଗ୍ରହଣ କରିବା ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା କ୍ୟାନର କଣ ଲକ୍ଷଣ ରହିଛି ଯାହା ଦ୍ୱାରା ଆମେ ଜାଣିବା ପାରିବା କି ଆମ ମାନଙ୍କୁ କ୍ୟାନସର ହୋଇଛି ବୋଲି ।
1–କ୍ୟାନସରର ପ୍ରଥମ ଲକ୍ଷଣ ହେଉଛି କୋଲର୍ ଏକଟର କ୍ୟାନସର , ଏହା ଶରୀରର ଅନ୍ତରେ ହୋଇଥାଏ । ଯଦି ଆପଣଙ୍କର ଲଗାତାର ଅନ୍ତ ରେ ସମସ୍ୟା ହେଉଛି ତୋ ଏହା କୋଲେନ୍ କିମ୍ବା କୋଲର୍ ଏକଟର କ୍ୟାନସର ର ଲକ୍ଷଣ ହୋଇଥାଏ । ଡାଇରିଆ ଓ ପେଟ ମୋଡା ଏହି ଲକ୍ଷଣ କୁ ଦର୍ଶାଇଥାଏ।ଏହି କାରଣ ରୁ ପେଟ ରେ ଗ୍ୟାସ୍ ଆଊ ପେଟ ରେ ପେନ୍ ମଧ୍ୟ ହୋଇଥାଏ।
2–ୟଦି ଆପଣଙ୍କର ଲଗାତାର ମୂତ୍ରରେ ମୂତ୍ର ସମୟରେ କଷ୍ଟ ହୁଏ ବା ମୂତ୍ର ରେ ରକ୍ତ ପଡୁଛି, ତୋ ଏହା ପ୍ରୋଷ୍ଟେଟ୍ କ୍ୟାନସର ର ଅର୍ଥାତ୍ ଡ୍ଡିମ୍ଵ ଦନ୍ତୀ କ୍ୟାନସର ର ଲକ୍ଷଣ ଅଟେ। ଯଦି କ୍ୟାନସର ହେବାର ସମ୍ଭାବନା ଥିବ ତୋ ଏହାର କାରଣ ରୁ ରକ୍ତ ମାଳାଶୟ ଦ୍ଵାରା ପଡ଼ିଥାଏ
3–ଯଦି ଆପଣଙ୍କର ଶରୀରରେ ଦେହରୁ ଝାଳ ବାହାରୁଛି ତେବେ ତାହା କୌଣସି ମେଡିସିନର ପ୍ରଭାବ କାରଣରୁ ହୋଇପାରେ ମାତ୍ର ସବୁବେଳେ ଏମିତି ହେଉଥିଲେ ତେବେ ତୁରନ୍ତ ୟାଇକରି ଜାକ୍ତରଙ୍କୁ ଦେଖାନ୍ତୁ ।
4–ଯଦି ଲଗାତାର ପିଠି ରେ ପେନ୍ , କମରର ମାଂସ ପେଶୀରେ ପେନ , ବିନା କାରଣ ରେ ଆବଶ୍ୟକତା ରୁ ଅଧିକ ହାଲିଆ ଲାଗୁଛି ତୋ ଏହା ବି କ୍ୟାନସର ର ଲକ୍ଷଣ ହୋଇଥାଏ।
5–ଯଦି ବିନା କିଛି କାରଣ ରେ ଆପଣଙ୍କ ଓଜୋନ କମୁଛି ତୋ ଏହା କ୍ୟାନସର ର ଆରମ୍ଭ ଲକ୍ଷଣ ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।