ବନ୍ଧୁଗଣ ଆଜିର ବିଜ୍ଞାନ ଯୁଗରେ ଯଦିଓ ବିଜ୍ଞାନ ଅନେକ କିଛି କଥା ଏବଂ ଅଲୌକିକତା କୁ ବିଶ୍ୱାସ କରି ପାରୁନାହିଁ କିନ୍ତୁ ବାସ୍ତବରେ କିଛି ଏମିତି ଘଟଣା ରହିଛି ଯାହାର ସତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ତେବେ ଆମେ ଅନେକ ସମୟରେ ଅନେକ କିଛି ଘଟଣାର ସଂସ୍ପର୍ଶରେ ଆସିଥାଉ। କିଛି ଘଟଣାର ଭିଡିଓ ଆମକୁ ସାଧାରଣ ଲାଗୁଥିବା ବେଳେ ଆଉ କିଛି ଘଟଣା ଆମକୁ ଅସାଧାରଣ ଲାଗିଥାଏ। ଆଜିବି ଅନେକ ସମୟରେ କିଛି ଏମିତି ଅଲୌକିକ ଘଟଣା ର ଚିତ୍ର ଆମ ସାମ୍ନାକୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ତେବେ ସେହିପରି ଏକ ଘଟଣା ବିଷୟରେ ଆଜି ଆମେ ଜାଣିବା।
ଏହା ସତ ଯେ ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ଏବଂ ଶୁଣିବାକୁ ବି ମିଳିଥାଏ।ଆଉ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ? ଆଜିର ଏହି ବିଜ୍ଞାନ ଯୁଗରେ ଲୋକେ ପ୍ରାୟତଃ ଅନେକ ଘଟଣାକୁ ଶୁଣି ହେୟ ଜ୍ଞାନ କରି ଦିଅନ୍ତି ଏବଂ ଅନେକ ଏପରି ଘଟଣାକୁ ବିଶ୍ୱାସ ମଧ୍ଯ କରି ପାରନ୍ତି ନାହିଁ।
ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଅଲୌକିକ ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ।ଏହା ସମସ୍ତଙ୍କୁ ଚକିତ କରିବା ଭଳି ହୋଇଥାଏ।ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଯେତିକି ବିସ୍ମୟକର ସେତିକି ଭୟାନକ ବି ଲାଗିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ ଏବଂ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ, କଣ ଏମିତି ବି ଘଟିପାରେ।ଏଠାରେ ଏହି ଭିଡିଓ ରେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି।
ଯେଉଁଠି ଦେବୀ ମାଆ ଜଣେ ମହିଳାଙ୍କ ଦେହରେ ଆସି ଲାଗିଛନ୍ତି ଏବଂ ଫଳରେ ଏହି ମହିଳା ଜଣଙ୍କ କିପରି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ତାହା ଦେଖନ୍ତୁ। ତାଙ୍କୁ ମାଆଙ୍କ ଭଳି ସିନ୍ଦୂର, ମାଳ ଆଦି ପକାଇ ପୂଜା କରାଯାଉଛି। ଶଙ୍ଖ ଧ୍ୱନି, ଢାଲି ଆଦିରେ ସେଠାକାର ପରିବେଶ ପ୍ରକମ୍ପିତ ହେଉଛି।ପ୍ରଥମେ ମାଆ ଦେହରେ ଲାଗିବା ପରେ କିଛି ସମୟ ପରେ ସେ ତଳେ ହାତ ମେଲାଇ ପଡ଼ି ଯାଉଛନ୍ତି। ଆଉ ଶେଷରେ ପୁଣି ଉଠି ପଡୁଛନ୍ତି ଏବଂ ତେଜୀୟାନ ହୋଇ ଯାଉଛନ୍ତି। ଶେଷରେ ପୁଣି ମାଆ ଛାଡି ଚାଲି ଯାଉଛନ୍ତି ତାଙ୍କ ଦେହରୁ ଏବଂ ସେ ସାଧାରଣ ମହିଳା ଭାବରେ ମାଆଙ୍କୁ ଜୁହାର ହେଉଥିବା ଦେଖିବାକୁ ମିଳୁଛି।