Odisha News Portal

ପୁଣି ଲଜ୍ୟା ! ବୁଲିବାକୁ କହି ମୁସଲମାନ ମହିଳା ତାଙ୍କ ଦିଅରଙ୍କ ସହ ପଳାଇ ଯାଇଥିଲେ, ସ୍ଵାମୀ ଜାଣିବା ପରେ….

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି କିପରି ଭାବରେ ଅନୈତିକ କାର୍ଯ୍ୟ କଲାପ ଆଜିର ସମାଜରେ ଦିନକୁ ଦିନ ବୃଦ୍ଧି ପାଉଛି। ଆଉ ସେସବୁ ଘଟଣା କୁ ଅନୁଧ୍ୟାନ କଲେ ଆପଣ ଆପାତତଃ ଏତିକି ନିଶ୍ଚିତ ହୋଇ ଜାଉଥିବେ ଯେ ସମ୍ପର୍କ ର ଗୁରୁତ୍ଵ ଆଜିର ମଣିଷ ପାଖରେ ପ୍ରାୟତଃ କିଛି ରହୁନାହିଁ। ଶାଶୁ ବୋହୁ, ଶଶୁର ବୋହୂ,ଭାଇ ଭଉଣୀ,ବାପା ପୁଅ, ଆଦି ଅନେକ ସମ୍ପର୍କ କଳୁଷିତ ହେବାରେ ଲାଗିଛି। ଯେଉଁଠି କେହି କାହାକୁ ସମ୍ମାନ ଦେଉ ନାହାନ୍ତି କି ସମ୍ମାନ ଜଣାଉ ନାହାନ୍ତି। ସେମାନଙ୍କ ପାଇଁ ଅନୈତିକ ସମ୍ପର୍କ ଏବଂ କାମନା ବାସନା ର ଇଚ୍ଛା ଅଧିକ ହୋଇ ଯାଉଛି।ଆଉ ଏହାର ବିପରୀତ ପ୍ରତିକ୍ରିୟା କଣ ରହିବ ସେଥିପ୍ରତି କାହାର ଦୃଷ୍ଟି ନାହିଁ କହିଲେ ଚଳେ।

ପବିତ୍ର ସମ୍ପର୍କ ଓ ସଂସ୍କାରକୁ ଗୁରୁତ୍ଵ ନଦେଇ ନିଜର କାମ ବାସନା କୁ ପୂର୍ଣ୍ଣ କରିବା ପାଇଁ ସେମାନେ ଯାହା ଇଚ୍ଛା କରୁଛନ୍ତି। ନିଜ ସମ୍ପର୍କ କୁ ନମାନି ସେମାନେ ନିଜ ସମ୍ପର୍କୀୟଙ୍କ ସହିତ ଏଭଳି ସମ୍ପର୍କ ସ୍ଥାପନ କରୁଛନ୍ତି ଓ କାଣ୍ଡ ଘଟାଉଛନ୍ତି ଯାହା ସାଧାରଣରେ ନିନ୍ଦନୀୟ ଏବଂ ଅପ୍ରୀତିକର ଅଟେ। ସେହିଭଳି ଏକ ଲଜ୍ୟା ଜନକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ବି ଲଜ୍ୟାରେ ତଳକୁ ହୋଇଯିବ।ତେବେ ନିଜର ଯୌନ ଲାଳସା କୁ ମେଣ୍ଟାଇବା ପାଇଁ ଆଜିର ଅନେକ ଝିଅ ବୋହୁ ମାନେ ଅନ୍ୟ ପୁରୁଷ ସହ ଯେମିତି ସମ୍ପର୍କ ରଖୁଛନ୍ତି ଏହି ପରି ଘଟଣା ସମାଜକୁ କଳୁଷିତ କରିବାରେ ଲାଗିଛି।

ସେହିପରି ଏକ ସମାନ ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲି ଅଞ୍ଚଳରେ। ଯେଉଁଠାରେ ଜଣେ ବିବାହିତା ପତ୍ନୀ ନିଜ ସ୍ୱାମୀଙ୍କୁ ଛାଡ଼ି ଦିଅର ସହ ପଳାଇ ଯାଇଥିଲେ। ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ସେମାନେ ଏଭଳି ନିଷ୍ପତ୍ତି ନେଇଥିଲେ ଏବଂ ବାହାରେ ଘରଭଡ଼ା ନେଇ ମଧ୍ୟ ରହିବାକୁ ଲାଗିଲେ।

ଆଉ ପରେ ଏକଥା ଜଣା ପଡ଼ିବା ପରେ କିଛିଦିନ ପରେ ସ୍ବାମୀ ଜଣଙ୍କ ଅନ୍ୟତ୍ର ବିବାହ କରିଥିଲେ। କିଛିଦିନ ପରେ କୌଣସି କାରଣରୁ ସ୍ତ୍ରୀ ପୁଣି ସ୍ବାମୀ ପାଖକୁ ଫେରି ଆସିଥିଲେ ଏବଂ ସେ ତାଙ୍କର ଅଧିକାର ସାବସ୍ତ୍ୟ କରିବାକୁ ଲାଗିଲେ। କିନ୍ତୁ ଶଶୁର ଘର ଆଉ ତାଙ୍କୁ ଗ୍ରହଣ କରିବାକୁ ମନା କରିଦେଲେ। ତାଙ୍କୁ ଘରେ ପଶାଇ ଦେବେନି ବୋଲି କହିଲେ।

ସ୍ତ୍ରୀ ଜଣଙ୍କ ଏକଥା ଜାଣିବାକୁ ପାଇଲେ ଯେ ତାଙ୍କ ସ୍ବାମୀ ଦ୍ଵିତୀୟ ବିବାହ କରିଛନ୍ତି। ଏଥିରେ ସେ ଉତ୍ତ୍ୟକ୍ତ ହୋଇ ପାଟିତୁଣ୍ଡ କରିଥିଲେ ଏବଂ ନିକଟସ୍ଥ ପୋଲିସ୍ ଷ୍ଟେସନ ଯାଇ ତାଙ୍କ ଶଶୁର ଘର ଲୋକଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଥିଲେ।ପରେ ଉକ୍ତ ଘଟଣାରେ ସ୍ବାମୀ ମଧ୍ୟ ତାଙ୍କର ପକ୍ଷ ରଖିଥିଲେ ଏବଂ ସେ ତାଙ୍କ ସହିତ ରହିବା ପାଇଁ ଚାହାନ୍ତି ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।