Odisha News Portal

ଦେଖନ୍ତୁ Shocking ଭିଡ଼ିଓ : ବୁଡ଼ିଲା ରାଜଧାନୀ ଭୁବନେଶ୍ୱର…

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏପରି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ଜାଣିପାରିବେ କି ସ୍ମାର୍ଟ ସିଟି ଭୁବନେଶ୍ୱର ଉପରେ ବର୍ଷା ଯୋଗୁଁ କିଭଳି ପରିସ୍ଥିତି ସୃଷ୍ଟି ହେଇଛି | ତେବେ ଆପଣ ମାନେ ଜାଣିଥିବେ କି ଗତ କିଛି ଦିନ ହେଲା ଲଗାତାର ଭାବରେ ଓଡିଶା ରେ ବର୍ଷା ଲାଗି ରହିଛି | ଆଉ ଯାହାର ପ୍ରଭାବରେ ପ୍ରବଳ ରୁ ଅତି ପ୍ରବଳ ଧରଣର ବର୍ଷା ଆମ ଓଡିଶା ରେ ଦେଖା ଦେଇଛି | ଆଉ ଯେଉଁ ବର୍ଷା ଯୋଗୁଁ ରାସ୍ତା ଘାଟ ଚାରିଆଡେ ମଧ୍ୟ ପାଣି ଜମିକି ରହିଛି | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଇଛି ତାହା ହେଉଛି ଭୁବନେଶ୍ୱର ର ରାସ୍ତା ଉପରର ଦୃଶ୍ୟ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭୁବନେଶ୍ୱର ର ରାସ୍ତାର ପରିସ୍ଥିତି ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଭାଇରାଲ ହେଉଥିବା ଏହି ଭିଡିଓ ଟି ହେଉଛି ଭୁବନେଶ୍ୱର ର ରାଜ ରାସ୍ତା ର, ଆଉ ଏହି ଭିଡିଓରେ ଯାହା ଦେଖା ଯାଉଛି କି ରାସ୍ତା ଉପରେ ଜମିଛି ଅଣ୍ଟାଏ ଦରର ପାଣି | ଆଉ ରାସ୍ତା ଘାଟ ଚାରି ଆଡ଼େ ଘେରି ରହିଛି ପାଣି | ଯାହାକୁ ଦେଖିକି ଲାଗୁଛି ସତେ ଯେମିତି ରାସ୍ତା ନୁହଁ ତ ତାହା ହେଉଛି ଗୋଟିଏ ସମୁଦ୍ର | ତେବେ ଭୁବନେଶ୍ୱର ର ରାସ୍ତା ଉପରେ ଏତେ ପାଣି ଜମିଛିକି ଲୋକ ମାନେ ଯିବ ତ ଦୂରର କଥା ଗାଡି ମଟର ଯିବ ମଧ୍ୟ କଷ୍ଟ କର ହେଇପଡିଛି ସେହି ରାସ୍ତାରେ |

ତେବେ ଆହୁରି ମଧ୍ୟ ସେହି ଭିଡିଓରେ ଦେଖା ଦେଇଛି କି ଘର ଭିତରକୁ ଯେମିତି ପାଣି ପଶି ଯାଇଛି, ଆଉ ଗୋଟିଏ ଟ୍ରାକ୍ଟର ମଧ୍ୟ ସେହି ପାଣି ରେ ରାସ୍ତା ରେ ଯାଇ ପାରୁନି | ତେବେ ସ୍ମାର୍ଟ ସିଟି ଭୁବନେଶ୍ୱର ରେ ଏହି ଭଳି ଘଟଣା ସମସ୍ତଙ୍କୁ ଚିନ୍ତା ରେ ପକାଇଛି | କାରଣ ଏହି ରାସ୍ତା ଉପର ଦେଇ ହଜାର ହଜାର ଲୋକ ଯାଉଥିବା ବେଳେ ବର୍ଷା ଯୋଗୁଁ ଏପରି ଅବସ୍ଥା ରାସ୍ତାର ହେଇଛି କି ସ୍ଥିତି ଅସମ୍ଭବ ହେବାରେ ଲାଗିଲାଣି | ତେବେ ଯାହା ଜଣା ପଡୁଛି କି ଯଦି ଆଉ କିଛି ଦିନ ଲଗାତାର ଭାବରେ ବର୍ଷା ଲାଗି ରହିବ ତ ପରିସ୍ଥିତି କୁ ସମ୍ଭାଳିବା ଅସମ୍ଭାଳ ହେଇ ପଡିବ |

ତେବେ ବର୍ତ୍ତମାନ ଗୋଟିଏ ପ୍ରଶ୍ନ ଉଠୁଛି ସମସ୍ତଙ୍କ ମନରେ କି ସରକାର କରୁଛନ୍ତି କଣ | ଯଦି ଭୁବନେଶ୍ୱର ଭଳି ସ୍ମାର୍ଟ ସିଟି ଉପରେ ରାସ୍ତା ଉପରେ ଏମିତି ପାଣି ଜମିବ ଆଉ ଲୋକ ମାନେ ଏତେ ପରିମାଣ ରେ ଅସୁବିଧା ଭୋଗୁଛନ୍ତି ଯାତାୟାତ ରେ ଯାହାକୁ ଆପଣ ମାନେ ଏହି ଭିଡିଓ କୁ ଦେଖିକି ଜାଣି ପାରୁଥିବେ |ତେବେ ଏହି ଘଟଣା କୁ ନେଇକି ଆମ ଓଡିଶା ସରକାର ନିହାତି ସତର୍କ ହେବା ଆବଶ୍ୟକ ଓ ଲୋକ ମାନଙ୍କର ଏହି ପ୍ରକାରର ଅସୁବିଧା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମଧ୍ୟ ଜରୁରୀ | ଯାହା ଏବେ ସେସିଆଲ ମିଡ଼ିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।