ସୋସିଆଲ ମିଡ଼ିଆରେ ଅନେକ ହିରୋ ଆଉ ହିରୋଇନ ମାନଙ୍କର କଥା ବାର୍ତ୍ତା ଓ ସେମାନଙ୍କର ଲାଇଫ ଷ୍ଟାଇଲ ବିଷୟରେ ଅନେକ କଥା ମାନ ଭାଇରାଲ ହେବାକୁ ଲାଗିଥାଏ | ତେବେ ଆଜି ଆମେ ଯାହାଙ୍କ ବିଷୟରେ କଥା ହେବାକୁ ଯାଉଛୁ ସେ ହେଉଛନ୍ତି ଓଡ଼ିଶାର ଆଲବମ କୁଇନ ଭାବରେ ଓଡ଼ିଆ ସିନେ ଜଗତରେ ପରିଚୟ ସୃଷ୍ଟି କରିଥିବା ହଟ ଆଲବମ କୁଇନ ଆଉ ଯାହାଙ୍କୁ ଆମେ ସେକ୍ସି ବିଲ୍ଲି ଭାବରେ ମଧ୍ୟ ଜାଣିଛୁ ଅଭିନେତ୍ରୀ ବିଦୁସ୍ମିତା ଙ୍କ ବିଷୟରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ବିଦୁସ୍ମିତା କଣ କହିଛନ୍ତି ମିଡ଼ିଆ ସାମ୍ନା ରେ ତାଙ୍କ ବିଷୟରେ ସେ ବିଷୟରେ ଆଲୋଚନା କରିବା |
ତେବେ ବିଦୁସ୍ମିତା ଙ୍କୁ ସମସ୍ତେ ଘରେ ଘରେ ବେଶ ଭଲ ଭାବରେ ଜାଣିଥିବେ | ତେବେ ଅନେକ ଫ୍ଲିମ ରେ କାମ କରିବା ସହିତ, ଆଲବମ ଓ ସିରିଏଲ ରେ ମଧ୍ୟ କାମ କରି ଦର୍ଶକ ମାନଙ୍କର ହୃଦୟରେ ବେଶ ପରିଚୟ ସୃଷ୍ଟି କରିଛନ୍ତି ବିଦୁସ୍ମିତା | ଆଉ ତାହା ସହିତ କୁହାଯାଉଛି କି ବିଦୁସ୍ମିତା ଙ୍କୁ କଂଟ୍ରୋଭେରସୀ କୁଇନ ଭାବରେ ଜାଣନ୍ତି ସମସ୍ତେ | ଆଉ ଯାହା କୁ ନେଇକି କହିଛନ୍ତି ବିଦୁସ୍ମିତା କି ସେ ଯାହା ବି କରନ୍ତି ଭଲ ପାଇଁ ଆଉ ଯଦି ଏମିତି ରେ ଲୋକ ମାନେ ଜାଣୁଛନ୍ତି ତାହେଲେ ଭଲ କଥା ବୋଲି |
ତାହା ବ୍ୟତୀତ ବିଦୁସ୍ମିତା କହିଛନ୍ତି କି ସେ ସ୍ବପ୍ନ ଦେଖିବାକୁ ଭଲ ପାଇଥାନ୍ତି କାରଣ ଯଦି ସେ ସ୍ବପ୍ନ ନ ଦେଖିବେ ତାହେଲେ କିଛି କରିବାର ଇଚ୍ଛା ତାଙ୍କ ମନରେ ସୃଷ୍ଟି ହେବ ନାହିଁ | ଏହା ଛଡା କାଷ୍ଟିଙ୍ଗ କାଉଜ କଥା କୁ ନେଇକି ବିଦୁସ୍ମିତା କହିଛନ୍ତି କି ଆଜି କାଲି ଯିଏ ରାତି ରାତି ଭିତରେ ହିରୋଇନ ହୋଇକି ବାହାରିବ ପାଇଁ ଚାହୁଁଛି ବୋଧେ ସେଥିରେ ଏମିତି କିଛି ହୋଉଛି | କିନ୍ତୁ ତାଙ୍କ ସମୟରେ ତାହା ନ ଥିଲା କାରଣ ତାଙ୍କ ସମୟରେ ହିରୋଇନ ଅଭିନେତା ଅଭିନେତ୍ରୀ ମାନେ ଅଳ୍ପ ଥିଲେ କିନ୍ତୁ କାମ ବେଶୀ ଥିଲା | କିନ୍ତୁ ଆଜିକାଲି କାମ ଅଳ୍ପଆଉ ଅଭିନୟ କରି ପାରୁ ନଥିବା ପୁଅ ଝିଅ ମାନେ ମଧ୍ୟ ଆସି ଯାଉଛନ୍ତି ଅଭିନୟ ପାଇଁ ଯାହା ପାଇଁ ଏମିତି କିଛି ହେଉଛି |
ଆଉ ଡ୍ରେସ କୁ ନେଇକି ଯେଉଁ ବିବାଦ କଥା ଉଠେ ବିଦୁସ୍ମିତା ଙ୍କ ନାଁ ରେ | ସେହି କଥା କୁ ନେଇକି ବିଦୁସ୍ମିତା କହିଛନ୍ତି କି ଯଦି ବଲିଉଡ ରେ ପିନ୍ଧିବାକୁ ଲୋକ ମାନେ ଆମ ଓଡିଶା ରେ ଦେଖୁଛନ୍ତି ତାହେଲେ ଅଲିଉଡ ରେ ପିନ୍ଧିଲେ କଣ ପାଇଁ ଦେଖି ପାରୁ ନାହାନ୍ତି ବୋଲି | ତାହା ସହିତ ସେ କହିଛନ୍ତି କି ଚଳଚିତ୍ର ରେ ସେମାନେ ପିନ୍ଧୁଛନ୍ତି ତାହାର ମାନେ ନୁହଁ କି ରାସ୍ତାରେ ପିନ୍ଧିକି ବୁଲୁଛନ୍ତି ବୋଲି | ଆଉ ବିଦୁସ୍ମିତା ଙ୍କର ଏହି କଥା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।