Odisha News Portal

ବୁଧବାର 05 ମଇ 2021 ରାଶିଫଳ – ଆଜି ଏହି ସବୁ ରାଶିଙ୍କ ଭାଗ୍ୟ ଚମକେଇବେ ଶନିଦେବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ର ମାନଙ୍କର ଚଳନର ପରିବର୍ତ୍ତନ ସିଧାସଳଖ ରାଶି ମାନଙ୍କ ଉପରେ ଏହାର ପ୍ରଭାବ ପକାଇଥଏ । କିଛି ରାଶି ମାନଙ୍କ ଉପରେ ଶୁଭ ପ୍ରଭବା ପଡିବା ସହିତ ଆଉ କେତେକ ରାଶି ମାନଙ୍କ ଉପରେ ଅଶୁଭ ପ୍ରଭାବ ପଡିଥାଏ। ତେବେ ଆଜି ଆମେ 5 ମେ 2021 ମସିହାରେ ସମସ୍ତ ରାଶି ମାନଙ୍କ ଉପରେ କି ପ୍ରଭାବ ରହିଛି ତାହା ଜଣାଇବୁ ।

1 ମେଷରାଶି –

ଆଜି ମେଷ ରାଶିର ଲୋକମାନେ ସମସ୍ତ କାର୍ଯ୍ୟ ଯୋଜନା ବୋଧ ଅନୁସାରେ ସମାପ୍ତ କରିବେ ଏବଂ ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ହେବ । ପିତାମାତା ଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ ବ୍ୟବସାୟୀ ମାନେ ଲାଭବାନ ହେବେ ।

2 ବୃଷରାଶି –

ବୃଷ ରାଶିର ଲୋକମାନେ ବ୍ୟବସାୟରେ କୌଣସି ପରିବର୍ତ୍ତନ ନକରିବା ପରମର୍ଶ ଦାୟକ ଅଟେ ଏବଂ ଆପଣଙ୍କ କ୍ରଧ କୁ ନିଜ ଆୟତ୍ତରେ ରଖନ୍ତୁ । ସମାଜରେ ଆପଣ ମାନସମ୍ମାନ ପ୍ରାପ୍ତ କରିବେ ଏବଂ ବିଦ୍ୟାର୍ଥୀ ମାନେ ପଢା କାର୍ଯ୍ୟରେ ମନଲଗାଇବେ ।

3 ମିଥୁନରାଶି –

ଏହି ରାଶି ମାନଙ୍କ ପାଇଁ ଏହି ଦିନଟି ବହୁତ ସୁନ୍ଦର ଅଟେ ଏବଂ ଚାକିରୀ କ୍ଷେତ୍ରରେ ଆପଣଙ୍କୁ ବଡ ଅଧିକାରୀ ମାନଙ୍କ ଠାରୁ ସମର୍ଥନ ମିଳିବ । ଦାମ୍ପତ୍ୟ ଜୀବନରେ ସୁଧାର ଆସିବ ଏବଂ ମାନସିକ ଚିନ୍ତା ମଧ୍ୟ ଦୂର ହେବ ।

4 କର୍କଟରାଶି –

ଏହି ରାଶିର ଆର୍ଥିକ ସ୍ଥିତି ଦୃଢ ରହିବ ଏବଂ କାର୍ଯ୍ୟରେ ନିରନ୍ତର ସଫଳତା ହାସଲ କରିବେ । ଦୀର୍ଘଦିନ ଧରି ଚାକିରୀ ଖୋଜୁଥିଲେ ଭଲ ଚାକିରୀ ପାଇବାର ମଧ୍ୟ ସମ୍ଭାବନା ରହିଛି । ଛାତ୍ର ମାନେ ପଢା କାର୍ଯ୍ୟରେ ଆଗ୍ରହୀ ରହିବେ ।

5 ସିଂହରାଶି –

ଏହି ରାଶିର ଲୋକମାନେ ପରିବାର ସଦସ୍ୟ ସାହାର୍ଯ୍ୟରେ ଆପଣଙ୍କର କୌଣସି ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ ଏବଂ ଆପଣଙ୍କର ଚିନ୍ତାଧାରାକୁ ସକରାତ୍ମକ ରଖିବାକୁ ପଡିବ । ସ୍ୱାମୀ ଓ ସ୍ତ୍ର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯିବ ।

6 କନ୍ୟାରାଶି –

ଏହି ରାଶିର ଲେକମାନେ ସଫଳତାର ନୂତନ ସୁଯୋଗ ପାଇବେ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ । ଘରର ସମସ୍ତ ଅସୁବିଧା ଦୂର ହେବ ଏବଂ ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ ।

7 ତୁଳାରାଶି –

ଏହି ରାସିର ଲୋକମାନଙ୍କ ଉପରେ ଗୁପ୍ତ ଶତ୍ରୁମାନେ କ୍ଷତି କରିବା ପାଇଁ ଚେଷ୍ଟା କରି ପାରନ୍ତି ଏବଂ ଆପଣ ଜୀବନସାଥୀଙ୍କର ପୂର୍ଣ୍ଣ ସାହାର୍ଯ୍ୟ ପାଇବେ ।

8 ବିଛାରାଶି –

ଏହି ରାସିର ଲୋକମାନେ ସମାଜରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହେବେ ଏବଂ ନବାଗତ ମାନଙ୍କ ସହିତ ବନ୍ଧୁତା ହୋଇପାରେ ।

9 ଧନୁରାଶି –

ଏହି ରାଶିର ଲୋକମାନଙ୍କୁ ଚାକିରୀ କ୍ଷେତ୍ରରେ ସାବଧାନ ରୁହନ୍ତୁ କାରଣ କିଛି ଗୁପ୍ତ ଶତ୍ରୁ ଆପଣଙ୍କୁ କ୍ଷତି କରିବା ପାଇଁ ଚେଷ୍ଟା କରିପାରନ୍ତି ।

10 ମକରରାଶି –

ଏହି ରାସିର ବ୍ୟକ୍ତି ମାନଙ୍କର ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ ଏବଂ ଛାତ୍ରମାନେ ଆଧ୍ୟୟନରେ ଆଗ୍ରହୀ ହେବେ । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ।

11 କୁମ୍ଭରାଶି –

ଏହି ରାଶିର ଲୋକମାନେ ସମସ୍ତ ଦାୟିତ୍ୱକୁ ଭଲ ଭାବରେ ପାଳନ କରିବେ ଏବଂ ବିଦେଶୀ କମ୍ପାନୀରେ କାର୍ଯ୍ୟ କରୁଥିବା ଦେଶବାସୀ ଭଲ ଲାଭ ପାଇବେ ।

12 ମୀନରାଶି –

ଏହି ରାଶିର ଲୋକମାନେ ସୃଜନଶୀଳ କାର୍ଯ୍ୟ ପ୍ରତି ବୃଦ୍ଧି ପାଇବ ଏବଂ ଅସହାୟ ଲୋକମାନଙ୍କୁ ସାହାର୍ଯ୍ୟ କରିପାରିବେ ।