Odisha News Portal

ଝିମିଟି ଖେଳରୁ -? ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇପାରିବେ ?

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ , ଅର୍ଥାତ ଆପଣଙ୍କୁ ଜଣେଇବୁ ଯାହାକୁ ଆପଣ ଜାଣିଲେ ଆପଣଙ୍କ ଜୀବନରେ ଆଗକୁ ଯାଇ ତାହାର ଉପଯୋଗ କରି ପାରିବେ । ମଣିଷ ପାଖରେ ଯେତେ ବି ଜ୍ଞାନ ଥାଉ ନାଁ କାହିଁକି ମଣିଷ ପାଖରେ ନିହାତି ସାଧାରଣ ଜ୍ଞାନ ରହିବା ଦରକାର ଯାହାକି ବ୍ୟକ୍ତିକୁ ସମ୍ମାନ ପ୍ରାପ୍ତି କରାଇ ଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ଆପଣ ଜାଣିବା ନାହାତି ଆବଶ୍ୟକ । କାହିଁକି ନାଁ ବହୁତ ଲୋକ ଅଛନ୍ତି ଯେଉଁ ମାନେ ନିଜ ପାଖରେ ତ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କ ପାଖରେ ସାଧାରଣ କିଛି ଜ୍ଞାନ ନଥାଏ ।

ଆମେ ଯେତେ ବି ଜ୍ଞାନ ଅର୍ଜନ କରିଲେ ମଧ୍ୟ ବେଳେ ବେଳେ ଏମିତି କିଛି ସାକ୍ଷାତକାର ବା ଇଣ୍ଟରଭ୍ୟୁରେ ଅତି ସାଧାରଣ ପ୍ରଶ୍ନ ର ମଧ୍ୟ ଉତ୍ତର ଦେଇ ପାରିନଥାଏ । ଆଉ ଯେଉଂ କାରଣରୁ ବା କିଛି ସାଧାରଣ ପ୍ରଶ୍ନର ଉତ୍ତର ଦେଇ ପାରିନଥିବାକୁ ଆମର ବହୁତ ବଡ କ୍ଷତି ବି୍ ହୋଇଥାଏ ଏବଂ ଆସୁଥିବା ଚାକିରି ବି ଆମ ହାତରୁ ଚାଲିଯାଇ ଥାଏ ।

ଜ୍ଞାନର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ ।

ଆମ ସମାଜରେ ଦେଶରେ ପ୍ରତିଟି ଜିନିଷ ଉପରେ ଲୋକଙ୍କର ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ,କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମରେ ଆସିବ । ଆଉ ଆମକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ । ତେବେ ଆଜି ଆମେ ପୁରାଣ ସଂମ୍ବନ୍ଧିତ କିଛି ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ ଜାଣିବା ।
1. ଆମ୍ବ୍ୟୁଲେନ୍ସକୁ ଓଡିଆରେ କଣ କୁହାଯାଏ ?
ଉତ୍ତର- ଆପାତ କାଳ ବାହାନ ।

2. ଜେରକ୍ସକୁ ହିନ୍ଦରେ କଣ କୁହାଯାଏ ?
ଉତ୍ତର – ପ୍ରତିଲିପି ।

3. କେଉଁ ଭିଟାମିନ୍ ଅଭାବରୁ ତୁଣ୍ଡ ଘାଆ ହୋଇଥାଏ ?
ଉତ୍ତର – ଭିଟାମିନ୍ ବି 12

4. ଆୟୋଡିନ୍ ଅଭାବରେ କେଉଁ ରୋଗ ହୋଇଥାଏ ?
ଉତ୍ତର – ଗଳଗଣ୍ଡ ରୋଗ ।

5  . ଝିମିଟି ଖେଳରୁ ———— ?

 


ଉତ୍ତର – ମହାଭାରତ ।

 

6. ଓଟ କେଉଁ ଦେଶର ରାଷ୍ଟ୍ରିୟ ପଶୁ ?
ଉତ୍ତର – ସାଉଦିଆରବ ।

7. କେଉଁ ଖାଦ୍ୟ କେବେ ବି ଖରାପ ହୁଏ ନାହିଁ ?
ଉତ୍ତର – ମହୁ ।

8. ଖଟା ମହୁ କେଉଁ ଦେଶରେ ମିଳିଥାଏ ?
ଉତ୍ତର – ବ୍ରାଜିଲ୍ ।

9. ବଜେଟ୍ ଉପସ୍ଥାପନ କରିବା ଆଗରୁ କେଉଁ ମି୍ଠା ଖିଆ ଯାଏ ?
ଉତ୍ତର – ହାଲୁୱା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।