ବୃଦ୍ଧ ବ୍ୟକ୍ତିଙ୍କୁ ଉଚିତ ଶିକ୍ଷା ଦେଲା ଷଣ୍ଢ, ବିନା କାରଣରେ ଷଣ୍ଢକୁ ବାଡେଇ ବୃଦ୍ଧଙ୍କ ଏପରି ଅବସ୍ଥା… ଦେଖନ୍ତୁ Viral ଭିଡ଼ିଓ

ବିଭିନ୍ନ ସମୟରେ ଏମିତି କିଛି ଘଟଣା ଦେଖିବାକୁ ମିଳିଥାଏ ଯେଉଁଠାରେ ଜୀବ ଜନ୍ତୁ ମାନଙ୍କୁ ଅତ୍ୟାଚାର କରି ଥାଆନ୍ତି। ଆଉ ଏମିତି ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ହେଲେ ଏଠାରେ ସେହି ଘଟଣା ର ଓଲଟା ଘଟିଛି। ଆଉ ବେଳେ ବେଳେ ନିଜର କର୍ମ ପାଇଁ ମଧ୍ୟ ଫଳ ଭୋଗିବାକୁ ପଡିଥାଏ। ଆଉ ବିନା ଦୋଷରେ କେହି କାହାକୁ ମାରି ନଥାନ୍ତି ହେଲେ ଏଠାରେ ଜଣେ ହିଂସ୍ର ଜନ୍ତୁ ଉପରେ ବାର୍ଦ୍ଧକ୍ୟ ଅବସ୍ଥାରେ ଏହିଭକି କାଣ୍ଡ ଘଟାଇଛନ୍ତି। ତେବେ ଏହି ଘଟଣା ରେ ବୃଦ୍ଧା ଟି ରାସ୍ତାରେ ଯିବା ସମୟରେ ଯାହା କରିଛନ୍ତି ତାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ଦେଖିବା ସେହି ଭିଡ଼ିଓ ଟିକୁ ଆଉ ସେ ସମ୍ପର୍କରେ ଜାଣିବା।

ଏହି ସମୟରେ ଏମିତି ଏକ ଭିଡ଼ିଓ ବର୍ତ୍ତମାନ ଦେଖିବାକୁ ମିଳୁଛି ଯେଉଁଠି ଜଣେ ବୃଦ୍ଧା ଅଭୂତ କାମ ଏକ କରିଛନ୍ତି। ଏହିଠାରେ ସେହି ବୃଦ୍ଧା ଟି ଷଣ୍ଢ ପଛରେ ଲାଗିଛନ୍ତି ଆଉ ତା ପରବର୍ତ୍ତୀ ସମୟରେ ଷଣ୍ଢ ଯାହା କରିଛି ତାହାକୁ ଦେଖି ନିକଟରେ ଥିବା ଲୋକ ମାନେ ବହୁତ ହସିଛନ୍ତି ଏବଂ ଏହିଠାରେ କେହି ଜଣେ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଛାଡି ଦେଇଥିଲେ। ଆଉ କୁହାଯାଇ ପରେ ଯେ ଯେସାକୁ ତେଶା ଅର୍ଥାତ ଯିଏ ଯେମିତି କରିବ ସେ ସେମିତି ପାଇବ। ଏଠାରେ ଷଣ୍ଢ ଟି ତାର ଏକା ଠିଆ ହୋଇଛି ହେଲେ ସେଠାରେ ବୃଦ୍ଧା ଜଣଙ୍କ ଯାଉଛନ୍ତି ବାଟରେ ପରବର୍ତ୍ତୀ ଏମିତି ଘଟି ଗଲା ତାହା ଅଭୂତ ଥିଲା।

ଏହି ଘଟଣା ଟିରେ ଯାହା ଘଟିଛି ତାହା ହେବାଟା ଠିକ କାରଣ ଜଣେ ଯଦି ହିଂସ୍ର ଜନ୍ତୁ ଜାଣିକି ବିନା କାରଣ ରେ ଲାଗିବ ତେବେ ଯାହା ହେବା କଥା ତାହା ହେବ। ଆଉ ଏଠାରେ ଠିଆ ହୋଇଥିବା ଷଣ୍ଡ କୁ ଦେଖିବା ପରେ ବାଟ ରେ ଯାଉଥିବା ବୃଦ୍ଧା ଜଣଙ୍କ ତା ପଛ ପଟକୁ ବାଡେଇ ଦେଲେ ଏବଂ ସଂଗେ ସଂଗେ ସେ ବୃଦ୍ଧା ଙ୍କୁ ଶିଙ୍ଗ ରେ ଟେକିକି ଫୋପାଡ଼ି ଦେଇଥିଲେ। ଆଉ ଏହାକୁ ଦେଖି ସେଠାରେ ସମସ୍ତେ ହସିବାକୁ ଲାଗିଲେ।

ଆଉ ଏହି ଘଟଣା ଟି ୨୦୨୦ ମସିହାରେ ଘଟି ଥିଲା ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା। ବୃଦ୍ଧା ଲୋକଟିର ସେହି ସମୟରେ ଏମିତି କିଛି କରିବାର ନ ଥିଲା। ତାଙ୍କର ଏହିଭଳି କର୍ମ ପାଇଁ ସେହିପରି ଫଳ ମଧ୍ୟ ପାଇଛନ୍ତି। ଆଉ ତାଙ୍କର ଏହି ଭିଡ଼ିଓ କୁ ଏବେ IFS ଅଧିକାରୀ ଶୁଶାନ୍ତ ନନ୍ଦ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଶେୟାର କରିଛନ୍ତି ଯାହାକୁ ଦେଖିବା ବହୁତ ସାରା କମେଣ୍ଟ କରିବା ସହିତ ଏବେ ପର୍ଯ୍ୟନ୍ତ ୨୫ ହଜାର ରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି। ଏମିତି ଘଟଣା ଯାହା ଆଗରୁ ଘଟି ଥିଲେ ମଧ୍ୟ ସେହିପରି ତାହା ବିରଳ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment