Odisha News Portal

Breking News – ଓଡ଼ିଆ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ହେଲା ଆକସ୍ମିକ ମୃତ୍ୟୁ, ମୁଖ୍ୟମନ୍ତ୍ରୀ କଲେ ଶୋକ ପ୍ରକାଶ….

ଏବେ ଏବେ ଆସିଛି ଏକ ବଡ଼ ଖବର । ଆଖି ବୁଜିଲେ ପ୍ରସିଧ ଓଡ଼ିଶୀ ନୃତ୍ୟ ଶିଳ୍ପୀ ତଥା ସ୍ବର୍ଗତ କେଳୁଚରଣ ମହାପାତ୍ର ଙ୍କ ଧର୍ମ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ର । ସୂଚନା ଅନୁସାରେ ୮୬ ବର୍ଷ ବୟସ ରେ ସେ ପ୍ରାଣ ହରାଇ ଅଛନ୍ତି। ତାଙ୍କର ବିୟୋଗ ରେ ତାଙ୍କ ପରିବାର ସମେତ ସାରା ଓଡ଼ିଶା ରେ ଶୋକ ର ଛାୟା ଖେଳି ଯାଇଛି। ଓଡ଼ିଶୀ ନୃତ୍ୟ ରେ ସେ ଥିଲେ ପାରଙ୍ଗମ ଓ ନିଜର ନୃତ୍ୟ ପ୍ରଦର୍ଶନ କରି ବିଭିନ୍ନ ସ୍ଥାନ ରୁ ଓଡ଼ିଶା ପାଇଁ ଗର୍ବ ଗୌରବ ଆଣିଥିଲେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ତଥା ସ୍ବର୍ଗତ କେଳୁଚରଣ ମହାପାତ୍ର ଙ୍କ ଧର୍ମ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ର।

ଆଜି ସେ ୮୬ ବର୍ଷ ରେ ନିଜ ଇହଧାମ ତ୍ୟାଗ କରିଛନ୍ତି । ସୂଚନା ଅନୁସାରେ ସେ ନିଜ ଘରେ ମୃତ୍ୟୁ ବରଣ କରିଛନ୍ତି। ତେବେ ନିଜ ସ୍ବାମୀ ସ୍ବର୍ଗତ କେଳୁଚରଣ ମହାପାତ୍ର ଙ୍କ ପରି ସେ ବି ମଧ୍ୟ ଜଣେ ପ୍ରସିଧ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଥିଲେ । ନିଜ ସ୍ବାମୀ ଙ୍କ ସହିତ ଅନେକ ଥର ନୃତ୍ୟ ପ୍ରଦର୍ଶନ କରିଛନ୍ତି। ସେ ନିଜର ଓଡ଼ିଶୀ ନୃତ୍ୟ କ୍ୟାରିୟର ପ୍ରଥମେ ପୁରୀ ର ଅନ୍ନପୂର୍ଣ୍ଣା ଥିଏଟର ରୁ ଆରମ୍ଭ କରିଥିଲେ ଓ ଏହା ପରଠାରୁ ସାରା ଓଡ଼ିଶା ରେ ସେ ପ୍ରସିଧ ହୋଇଥିଲେ ନିଜେ ନୃତ୍ୟ ପାଇଁ।

ତାଙ୍କର ବିୟୋଗ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ଆତ୍ମା ର ସଦଗତି ପାର୍ଥନା କରିଛନ୍ତି । ତେବେ ସେ କେବଳ ଜଣେ ପ୍ରସିଧ ଓଡ଼ିଶୀ ନୃତ୍ୟ ଶିଳ୍ପୀ ନଥିଲେ ବରଂ ଅନେକ ଓଡ଼ିଆ ଫିଲ୍ମ୍ ରେ ସେ ଅଭିନୟ କରିଥିବାର ମଧ୍ୟ ନଜର ଆସିଥିଲେ । ସୂଚନା ଅନୁସାରେ ସେ ଚାରୋଟି ଓଡ଼ିଆ ଫିଲ୍ମ୍ ରେ ଅଭିନୟ କରିଥିଲେ ।

ତାଙ୍କର ବିୟୋଗ ରେ ଓଡ଼ିଶୀ ନୃତ୍ୟ ର ଗୋଟିଏ ଯୁଗ ର ଅନ୍ତ ବୋଲି କୁହା ଯାଉଛି। ତାଙ୍କର ବିୟୋଗ ରେ ସମସ୍ତ ଓଡ଼ିଶା ବାସି ଦୁଃଖ ପ୍ରକାଶ କରିଛନ୍ତି। ସେ ପ୍ରଥମ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଥିଲେ ଯିଏକି ଓଡ଼ିଶୀ ନୃତ୍ୟ ର ଆରମ୍ଭ କରିଥିଲେ । ଏହା ପରଠାରୁ ଓଡ଼ିଶୀ ନୃତ୍ୟ ପ୍ରତି ସମସ୍ତଙ୍କ ଉଦବେଗ ବଢିଥିଲା। ତାଙ୍କ ଠାରୁ ଆରମ୍ଭ ହୋଇଥିଲା ଓଡ଼ିଶା ର ପ୍ରସିଧ ନୃତ୍ୟ ଓଡ଼ିଶୀ ନୃତ୍ୟ। ସେ ଏହି ନୃତ୍ୟ ଜରିଆ ରେ ଓଡ଼ିଶା କୁ ପ୍ରସିଦ୍ଧ କରାଇ ଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।