Odisha News Portal

Breaking news – ସତ ସାମ୍ନାକୁ ଆସିଲା ! ଅଲଗା ହେଲେ ଓଡିଆ ସିନେ ଜଗତର ବହୁ ଚର୍ଚ୍ଚିତ ଯୋଡି ବବି ମିଶ୍ର ଓ କୋଏଲ୍ ବାନାର୍ଜୀ ! ପ୍ରକୃତ କା୍ରଣ ଜାଣିଲେ ଆପଣ ଆଶ୍ଟର୍ଯ୍ୟ ହୋଇଯିବେ….

ସାଧାରଣତଃ ସେଲିବ୍ରେଟି ମାନଙ୍କ ଜୀବନର ରହଣି ସହଣୀ ଜଣେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ। ସେଲିବ୍ରେଟି ମାନଙ୍କ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରିଥାନ୍ତି। ସେମାନେ ନିଜକୁ ସୁନ୍ଦର ଭାବରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି, କାରଣ ସେମାନଙ୍କ ଠାରୁ ଆଜିର ଯୁବ ପୀଢ଼ି ମାନେ ଅଭିପ୍ରେରିତ ହୋଇଥାନ୍ତି। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି , କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ।

ଅନେକ ସମୟରେ ଆପଣ ମାନେ ଶୁଣିଥିବେ ଅନେକ କଳାକାରଙ୍କ ବିବାହ ବିଚ୍ଛେଦ ବିଷୟରେ, କିନ୍ତୁ ବର୍ତ୍ତମାନ ସମୟରେ ଶୁଣିବାକୁ ମିଳିଛି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ିର କଳାକାର ବବି ମିଶ୍ର ଅଭିନେତ୍ରୀ କଏଲ ମିଶ୍ରଙ୍କୁ ଛାଡପତ୍ର ଦେବା ଭଳି ଖବର ଶୁଣିବା ପରେ ସେମାନଙ୍କ ଫ୍ୟାନ ମାନେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଅଭିନେତା ବବି ମିଶ୍ର ଏବଂ କଏଲ ମଧ୍ୟରେ କଣ ଏମିତି ଘଟିଲା ଯାହା ଫଳରେ ସେମାନେ ଅଲଗା ହୋଇଗଲେ ;

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତା ବବିମିଶ୍ର ଓ ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କୁ। ସେ ଓଲିଉଡ଼ର ଲୋକପ୍ରିୟ ଯୋଡି ଭାବେ ବେଶ ଜଣା ଶୁଣା। ସେ ଦୁହେଁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହେଇଥିଲେ। ଦୁହେଁ ତାଙ୍କ ବୈବାହିକ ଜୀବନ ଭିତରେ ବେଶ ଖୁସିରେ ରହୁଥିଲେ । ସେ ଦୁହେଁ ବିବାହ ପୂର୍ଵରୁ ଅନେକ ଫିଲ୍ମରେ ଅଭିନୟ କରିବା ସଙ୍ଗେ ସଙ୍ଗେ ବିବାହ ପରେ ମଧ୍ୟ ଅନେକ ସିନେମାରେ ଅଭିନୟ କରିଛନ୍ତି। ଅଭିନେତା ବବି ମିଶ୍ର ଓଡ଼ିଆ ହୋଇଥିବା ବେଳେ କୋଏଲ ଜଣେ ବେଙ୍ଗାଳି ଝିଅ, ସେ ବହୁତ ବଙ୍ଗଳା ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି।

କୋଏଲ ବାନାର୍ଜୀ ତିନି ମାସ ପାଇଁ ଓଡ଼ିଆ ସିରିଏଲ କରିବା ପାଇଁ ଓଡିଶା ଆସିଥିଲେ ଏବଂ କିଛି ବ୍ୟକ୍ତିଗତ କାରଣ ଯୋଗୁ ତାଙ୍କୁ ଓଡ଼ିଆ ସିରିଏଲ ଛାଡିବାକୁ ପଡିଥିଲା। କିନ୍ତୁ ଏହା ପୂର୍ବରୁ ସେ ଵବି ମିଶ୍ର ଙ୍କ ଠାରୁ ଅଲଗା ରହୁଥିଲେ। କୋଏଲ ବାନାର୍ଜୀ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଯେ ଆମେ ଦୁହେଁ ୨୦୧୮ ମସିହା ନଭେମ୍ବର ମାସ ଠାରୁ ଅଲଗା ହୋଇ ରହୁଛୁ। ଆମ ବୈବାହିକ ଜୀବନ ଆଗକୁ ଅଧିକ ଦିନ ଯାଇ ପାରିଲା ନାହିଁ। ଯାହାକି ଆମେ ଦୁହେଁ ଆଇନ ଗତ ଦୃଷ୍ଟିରୁ ଅଲଗା ହୋଇ ରହୁଛୁ। ଉଭୟ ଏପରି ଭାବରେ ଅଲଗା ହୋଇ ଯିବେ କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ।

ତେବେ ତାଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ପୋଷ୍ଟ ଟି ଭଲ ଲାଗିଲେ like କରନ୍ତୁ କମେଣ୍ଟ କରି ଆପଣଙ୍କ ମତା ମତ ଜଣାନ୍ତୁ ସେୟାର କରିବାକୁ ଭୁଲିବେନି । ଦୈନଦିନ ଖବର ର update ପାଇବା ପାଇଁ like କରନ୍ତୁ ।