Odisha News Portal

ବର୍ଷା ଅନୁଭବ ଙ୍କ ପରେ ଏବେ ଅଲଗା ହେଲେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ? କାହିଁକି ଅଲଗା ହେଲେ ଏହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ …..

0 3

ଓଲିଉଡ ଇଣ୍ଡଷ୍ଟ୍ରି ବିଷୟରେ କିଏ ବା ନଜାଣେ । ତାହେଲେ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନଙ୍କୁ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଓଲିଉଡ ଜଗତର କଳାକାର ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଏହି କଳାକାର ମାନଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ ।

ତେବେ ଓଲିଉଡ଼ ଜଗତରେ ଅଭିନେତା ତଥା ଅଭିନେତ୍ରୀମାନେ ନିଜର ଅଭିନୟ ସହିତ ବ୍ୟକ୍ତିଗତ ଜୀବନରେ ଘଟୁଥିବା ଘଟଣା ପାଇଁ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଇଥାନ୍ତି । ତେବେ ଏହି କ୍ରମରେ ବର୍ଷା – ଅନୁଭବ ଙ୍କ ପରି ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ମଧ୍ୟ ବାଦ ପଡ଼ିନାହାନ୍ତି ।


ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡ଼ିର ଫେମସ୍ ଅଭିନେତା ତଥା ରିଏଲ୍ ଲାଇଫ୍ ରେ ଜଣେ ହିରୋ ଭବାରେ ପରିଚିତ ହେଉଛନ୍ତି ସବ୍ୟସାଚୀ ମିଶ୍ର । ଆଉ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମଧ୍ୟ ଜଣେ ଆଗଧାଡ଼ିର ସଫଳ ତଥା ସୁନ୍ଦରୀ ଅଭିନେତ୍ରୀ । ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ବହୁଦିନ ହେଲା ଏକ ଖବର ଭାଇରଲ ହେଉଥିଲା ଯେ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ପରସ୍ପରକୁ ବିବାହ କରିବେ ବୋଲି ।

ମାତ୍ର ଶେଷରେ ମୁହଁ ଖୋଲିଥିଲେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ।ସେମାନଙ୍କ କହିବା ଅନୁସାରେ ସେମାନେ ଦୁଇଜଣ ପରସ୍ପରର ଭଲ ବନ୍ଧୁ ଅଟନ୍ତି । ତାପରେ ସବ୍ୟସାଚୀ ଏବଂଅର୍ଚ୍ଚିତାଙ୍କର କୌଣସି ଚଳଚ୍ଚିତ୍ର ମଧ୍ୟ ଆସୁନାହିଁ ବର୍ତ୍ତମାନ ଆଉ ଏବଂ ତାଙ୍କର କୌଣସି ଖବର ମଧ୍ୟ ଭାଇରାଲ ହେଉନାହିଁ । ତେଣୁ ଏବେ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଦୁଇଜଣ ଯାକ ପରସ୍ପରଠାରୁ ଅଲଗା ହେଇଯାଇଛନ୍ତି ଏବଂ ଦୁଇଜଣଙ୍କ ବନ୍ଧୁତ୍ବରେ ଫାଟ ସୃଷ୍ଟି ହୋଇ ଯାଇଛି । ଏହି ଖବର କୁ ଆଦୌ ବିଶ୍ବାସ କରନ୍ତୁ ନାହିଁ , ଏହା ସଂମ୍ପୂର୍ଣ୍ଣ ଭବାରେ ମିଥ୍ୟା ଖବର ଅଟେ ।

କାହିଁକି ନାଁ ଆପଣଙ୍କ ଅତିପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଆପଣଙ୍କ ଅତିପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପୂର୍ବଭଳି ଅନେକ ନୂଆ ନୂଆ ଚଳଚିତ୍ର ନେଇ ଆସୁଛନ୍ତି ଖାସ୍ ଆପଣ ମାନଙ୍କ ପାଇଁ । ଯାହା ସୂଚନା ମିଳୁଛି ଯେ ସିଦ୍ଧାର୍ଥ ଟିଭି ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏକ ନୂଆ ଫିଲ୍ମ ନେଇ ଆସୁଛନ୍ତି ଏହି ସୁପରହିଟ ଯୋଡି । କିନ୍ତୁ ଫିଲ୍ମର ଟାଇଟଲ ଏବଂ କେବେ ମୁକ୍ତିଲାଭ କରିବ ତଥା ଏହାର କାହାଣୀ କଣ ହେବ ତାହା ଆଗାମୀ ଦିନରେ ହିଁ ଜଣା ପଡିବ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିଷୟରେ କିଛି ଜଣା ପଡିନାହିଁ ।

ସବ୍ୟସାଚୀଙ୍କର ଅଭିନୟ ସହିତ ତାଙ୍କର ଜନସେବାପାଇଁ ମଧ୍ୟ ସେ ସର୍ବଦା ପରିଚିତ । କରୋନା ସମୟରେ ସରକରାଙ୍କ ବିନା ସହାୟତାରେ ଲୋକମାନଙ୍କ ପାଇଁ ସେ ଯେଉଁ ସବୁ କାମ କରୁଛନ୍ତି ଲୋକମାନେ ତାଙ୍କୁ ଭଗବାନ ବୋଲି ମଧ୍ୟ କହୁଛନ୍ତି । ଅର୍ଚ୍ଚିତା ମଧ୍ୟ ନିଜର ଜନ ସେବାପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ମଧ୍ୟ ଅନେକ ଗରିବଲୋକ ମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।