Odisha News Portal

Trending News – ବୟଫ୍ରେଣ୍ଡ ସହ ହୋଟେଲରେ ଖେଳ କରୁଥିଲେ ନୂଆ ବାହା ହୋଇଥିବା ମହିଳା, ହଠାତ୍‌ ପହଞ୍ଚିଗଲେ ସ୍ୱାମୀ ଆଉ ତାପରେ…

ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।କାରଣ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ି କୁ ସ୍ୱୟଂ ଭଗବାନ ବ୍ରହ୍ମା ପୂର୍ବରୁ ତିଆରି କରିଥାନ୍ତି ଏବଂ ପୃଥିବୀ ଲୋକରେ ସେହି ଦୁଇ ଜଣଙ୍କ ମିଳନ କରାନ୍ତି।ତେଣୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଯୋଡ଼ି କୁ ଅନେକ ଚେଷ୍ଟା କରି ମଧ୍ୟ କେହି ଭାଙ୍ଗି ପାରନ୍ତି ନାହିଁ।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ ର ଅର୍ଥ କୁ ବଦଳାଇ ଦେଉଛି।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ପଞ୍ଜାବ ର ଅମୃତସର ରେ ଦେଖିବାକୁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଏକ ହାଇ ଡ୍ରାମା । ଏଠାକାର ଜଣେ ମହିଳା ନିଜ ପ୍ରେମିକା ସହିତ ହୋଟେଲ୍ ରେ ରହିଥିବା ବେଳେ ତାଙ୍କ ସ୍ଵାମୀ ତାଙ୍କୁ ଏହି ବିଷୟ ରେ ସନ୍ଦେହ କରିଥିଲେ ଓ ସେ ତାଙ୍କୁ ସେ ପିଛା କରୁ ଥିଲେ। ମହିଳା ଜଣଙ୍କ ପ୍ରେମିକ ସହିତ ଥିବା ସମୟ ରେ ହଠାତ୍ ତାଙ୍କ ସ୍ବାମୀ ପହଞ୍ଚି ଥିଲେ । ମହିଳା ଯେତେବେଳେ ହୋଟେଲ୍ ରୁମ୍ ରୁ ବାହାରି ଥିଲେ ତାଙ୍କ ସ୍ଵାମୀ ରାଗି ଯାଇ ତାଙ୍କ ଉପରେ ଆକ୍ରମଣ କରିଥିଲେ ଯାହାର ଭିଜୁଆଲ ସିସିଟିଭି ରେ ରେକର୍ଡ ହୋଇଛି । ତେବେ ଏହି ଘଟଣା ବିଷୟ ରେ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା ଓ ଘଟଣା କୁ ଆୟତ କରିଥିଲେ ।

ପୋଲିସ ର ସୂଚନା ଅନୁସାରେ ଏହି ଦୁଇ ଦମ୍ପଦୀ ଙ୍କ ମଧ୍ୟରେ ଦୀର୍ଘ 6 ମାସ ଧରି ଘରୋଇ କଳହ ଲାଗି ରହିଥିଲେ। ଯାହା ଫଳରେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେବା ପାଇଁ ନିଷ୍ପତି ନେଇଥିଲେ । ଦୁହିଙ୍କ ବିବାହ କୁ 6 ବର୍ଷ ବିତି ଯାଇଥିଲା କିନ୍ତୁ ବିବାହ ପରେ ସେମାନେ ସର୍ବଦା କଳି ଝଗଡା ଲାଗୁଥିଲେ ଯେଉଁ କାରଣ ପାଇଁ ସେମାନେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଥିଲେ ଓ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ମଧ୍ୟ ତାଙ୍କର ସବୁବେଳେ ଝଗଡା ଲାଗୁ ରହିଥିଲା।

ମହିଳା ଙ୍କ ସ୍ଵାମୀ ମହିଳା ଙ୍କୁ ସର୍ବଦା ସନ୍ଦେହ କରୁଥିଲେ ଓ ତାଙ୍କ ଉପରେ ନଜର ରଖିଥିଲେ। ତେବେ ମହିଳା ଜଣଙ୍କ ନିଜ ପ୍ରେମିକ କୁ ଦେଖିବା ପାଇଁ ହୋଟେଲ୍ କୁ ଆସିଥିବା ବେଳେ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କ ପଛରେ ଆସିଥିଲେ ଓ ସେ ହୋଟେଲ୍ ରୁମ ରୁ ବାହାରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ହୋଟେଲ୍ ରୁମ୍ ରୁ ବାହାରିବା ପରେ ତାଙ୍କ ସ୍ଵାମୀ ତାଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ର ପୋଲିସ୍ ଏକ ମାମଲା ମଧ୍ୟ ରୁଜ୍ଜୁ କରି ଥିବାର ସୂଚନା ମିଳିଛି ଓ ପ୍ରେମୀ ଯୁଗଳଙ୍କୁ ଗିରଫ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।