Odisha News Portal

ଦେଖନ୍ତୁ ଭିଡ଼ିଓ – Bollywood ଅଭିନେତ୍ରୀ Tamanna Bhatia ଙ୍କ ଏହି ଭିଡ଼ିଓ ଛାଡିବା ମାତ୍ରେ ନିଆଁ ପରି ଭାଇରାଲ ହେଉଛି, ଦେଖିବା ପରେ ନିଜକୁ ସମ୍ଭାଳି ପାରିବେନି ଆପଣ…

ବନ୍ଧୁଗଣ ଏହା ସତ ଯେ ଅଭିନୟ ଜଗତର ଅନ୍ଦାଜ ସବୁବେଳେ ଟିକେ ନିଆରା ହୋଇଥାଏ। ଯେଉଁ କାରଣରୁ ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ଅଭିନୟ ପାଇଁ ହେଉ କି ସେମାନଙ୍କ ବୋଲ୍ଡ ଅନ୍ଦାଜ ପାଇଁ ହେଉ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।ଆପଣ ତ ଜାଣିଛନ୍ତି ସେଲେବ୍ରେଟି ମାନଙ୍କର ଜୀବନ ଶୈଳୀ ସାଧାରଣ ଲୋକ ଙ୍କ ଠାରୁ ଟିକେ ଭିନ୍ନ। ସେମାନେ ସବୁ କଥା ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ସେହିଭଳି ଭାବରେ କିଛି ଏମିତି କଳାକାର ଅଛନ୍ତି ସେମାନଙ୍କ ଅଭିନୟ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ। କେବଳ ଅଭିନୟ ନୁହଁ ତାଙ୍କର ସୁନ୍ଦରତା ହିଁ ଅନ୍ୟ ମାନଙ୍କୁ ଦିବାନା କରି ଦେଇଥାଏ। ସମସ୍ତେ ତାଙ୍କ ପାଇଁ ପାଗଳ ହୋଇ ଯାଇଥାନ୍ତି।

ସୋସିଆଲ ମିଡିଆରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସେମାନଙ୍କ ଆକର୍ଷଣୀୟ ଚେହେରା ଏବଂ ବୋଲ୍ଡ ଅନ୍ଦାଜ ପାଇଁ ବେଶ ଚର୍ଚ୍ଚିତ ହୋଇଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନ ଏବଂ ଲାଇଫ ଷ୍ଟାଇଲ ବିଷୟରେ ଆପଣଙ୍କୁ ବହୁତ୍ କିଛି କମ୍ ଜଣା ଅଛି।ସେହିପରି ଆମେ ଆଜି ଆପଣଙ୍କୁ କହୁଛୁ ବଲିଉଡ ତଥା ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ହଟ୍ ଏବଂ ଲୋକପ୍ରିୟ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବିଷୟରେ। ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ତାଙ୍କୁ ଏକ ଭିନ୍ନ ଲୁକ ରେ ଦେଖିବାକୁ ମିଳିଛି। ତଳେ ଧଳା ଜିନ୍ସ ସାଙ୍ଗକୁ ଉପରେ କ୍ରପ୍ ଟପ୍ ସ୍ଟାଇଲିଶ୍ ଡ୍ରେସ୍ ପିନ୍ଧି ସେ ବୋଲ୍ଡ ଅନ୍ଦାଜ ରେ ନଜର ଆସିଛନ୍ତି।

ଏହି ଭିଡିଓ ରେ ଆପଣ ମାନେ ତାଙ୍କର ଏହି ଆକର୍ଷଣୀୟ ଗେଟ୍ ଅପ କୁ ଦେଖି ପାରିବେ।ଅଭିନେତ୍ରୀ ତମନା ଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ ମିଲ୍କ ହ୍ୱାଇଟ ବିଉଟି ନାମରେ।ଯାହାଙ୍କୁ ସୁନ୍ଦରୀ ଚୁଲବୁଲି ନାୟିକା କୁହାଯାଏ। ନିଜକୁ ଅଭିନୟ ଜଗତରେ ସେ ଖୁବ୍ ପ୍ରତିଷ୍ଠିତ କରି ପାରିଛନ୍ତି।ତାଙ୍କର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ହିଁ ସେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି।ତେବେ ତାଙ୍କର ସେହି ସ୍ବତନ୍ତ୍ର ହୃଦୟସ୍ପର୍ଶୀ ଅଭିନୟର ଯାଦୁରେ ଲୋକେ ଝୁମି ଯିବାକୁ ଇଚ୍ଛା କରନ୍ତି ଏବଂ ତାଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ମଧ୍ୟ ଦେଇଥାନ୍ତି। ସେ ହେଉଛନ୍ତି ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଅସୀମ ସୁନ୍ଦରୀ ନାୟିକା। ଅନେକ ଚଳଚ୍ଚିତ୍ର ସହିତ ଲୋକପ୍ରିୟ ଟିଭି ଶୋ ମଧ୍ୟ କରିଚନ୍ତି ସେ।

ଆପଣମାନେ ଜାଣିଛନ୍ତି ଅଭିନେତ୍ରୀ ତମନା ଏକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ବଲିଉଡ୍ ସିନେମା ଜଗତରେ ମଧ୍ୟ। ବଲିଉଡ୍ ର ଏହି ଆଗ ଧାଡ଼ିର ଅଭିନେତ୍ରୀ ତମନା ସୋସିଆଲ ମିଡିଆରେ ଏବଂ ଗଣମାଧ୍ୟମ ରେ ଏକ ଚର୍ଚ୍ଚାରେ ରହି ଥାଆନ୍ତି ତାଙ୍କର ସୁନ୍ଦରତା ପାଇଁ।ତେବେ ତାଙ୍କର ଅଭିନୟର ଯାଦୁ ଏତେ ନିଆରା ଓ ହୃଦସ୍ପର୍ଶୀ ଅଟେ ଯେ ଯିଏ ବି ହେଉନ କାହିଁକି ତାଙ୍କର ପ୍ରଶଂସା କରିବାକୁ ପଚେଇବା ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।