Odisha News Portal

ଦେଖନ୍ତୁ ଭିଡ଼ିଓ – ବଲିଉଡ ଅଭିନେତ୍ରୀ Pooja Hegde ଙ୍କ ଏହି ଭିଡ଼ିଓ ଛାଡିବା ମାତ୍ରେ ନିଆଁ ପରି ଭାଇରାଲ ହେଉଛି, ଦେଖିବା ପରେ ନିଜକୁ ସମ୍ଭାଳି ପାରିବେନି ଆପଣ…

0 678

ବନ୍ଧୁଗଣ ମନୋରଞ୍ଜନ ଜଗତରେ ସିନେ ତାରକା ମାନଙ୍କୁ ଅନେକ ଅନୁସରଣ କରୁ ଥିବାର ଦେଖାଯାଏ। ପ୍ରଶଂସକ ମାନେ ସେମାନଙ୍କୁ ଅନେକ କ୍ଷେତ୍ରରେ ମାନିଥାନ୍ତି ଏବଂ ତାଙ୍କ ଭଳି ହେବାକୁ ଚେଷ୍ଟା କରିଥାନ୍ତି। ଏହା ସତ ଯେ ଅଭିନୟ ଜଗତର ଅନ୍ଦାଜ ଟିକେ ଭିନ୍ନ ଧରଣର ଅଟେ।କାରଣ ସବୁବେଳେ କିଛି ନା କିଛି ରହସ୍ୟ ଭରି ରହିଥାଏ ଏହି ଇଣ୍ଡଷ୍ଟ୍ରି ରେ। ଅଭିନୟ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର। ଏମାନଙ୍କ ନିକଟରେ ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା କାହାକୁ ଡେଟ୍ କରିବା ସବୁଥିରେ ଏକ ନିଆରା ଅନୁଭବ ଦେଖିବାକୁ ମିଳିଥାଏ ।

ଆପଣ ଜାଣିଥିବେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଜୀବନରେ ଅନେକ ରୋଚକ ମୋଡ଼ ମଧ୍ୟ ଆସିଥାଏ। ସେମାନଙ୍କ ବ୍ୟକ୍ତିଗତ ଜୀବନ ଶୈଳୀ କୁ ଅନୁସରଣ କରନ୍ତି ସାଧାରଣ ଲୋକେ ଓ ତାଙ୍କର ପ୍ରଶଂସକ ମାନେ। ତେଣୁ ତାଙ୍କର ପ୍ରତିଟି କାର୍ଯ୍ୟ କଲାପ ଉପରେ ପ୍ରାୟତଃ ସମସ୍ତଙ୍କ ନଜର ରହିଥାଏ। ଅନେକ ସମୟରେ ସେମାନେ ସେମାନଙ୍କ ବୋଲ୍ଡ ଅନ୍ଦାଜ ଏବଂ ଆକର୍ଷଣୀୟ ଲୁକିଂ ପାଇଁ ମଧ୍ୟ ଲୋକଙ୍କ ସାମ୍ନାକୁ ଆସି ଥାଆନ୍ତି।

ସେମାନଙ୍କ ବୋଲ୍ଡ ଅନ୍ଦାଜ ର ଫୋଟୋ କୁ ଅନେକ ସମୟରେ ଚର୍ଚ୍ଚା ହେବାରେ ଲାଗିଥାଏ। ଯେମିତି ଏବେ ସାମ୍ନା କୁ ଆସିଛି ଛୋଟ ଆଉ ବଡ ପରଦାରେ ଅଭିନୟ ର ଯାଦୁ ଦେଖାଇ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥିବା ଲୋକପ୍ରିୟ ଅଭିନେତ୍ରୀ ପୂଜା ହେଗଡ଼େ ଙ୍କ ଏକ ଭିଡିଓ।

ଏହା ସତ ଯେ ବଲିଉଡ୍ ଜଗତରେ ଅଭିନେତ୍ରୀ ପୂଜା ହେଗଡ଼େ ଜଣେ ବାସ୍ତବ କଳାକାର ଅଟନ୍ତି। ଫିଲ୍ମ୍ ଜଗତରେ ପାଦ ଦେବା ପରେ ସେ ଅନେକ ସଫଳତା ପାଇଛନ୍ତି।ଆପଣମାନେ ଯଦି ସିନେମା ଦେଖିବାକୁ ଭଲ ପାଉଥିବେ ତେବେ ଟିଭି ରେ ପ୍ରସାରିତ ହେଉଥିବା ଅନେକ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ ବଲିଉଡ୍ ର ଏହି ସୁନ୍ଦରୀ ଅଭିନେତ୍ରୀ ତାଙ୍କର ଚମତ୍କାରିତା ଦେଖାଇଛନ୍ତି। ନିକଟରେ ଏହି ଅଭିନେତ୍ରୀ ଜଣଙ୍କ ବାହାରକୁ ଆସିଥିବା ସମୟରେ ତାଙ୍କର ବୋଲ୍ଡ ଅନ୍ଦାଜ ର ଫଟୋ ଦେଖିବାକୁ ମିଳୁଛି। କ୍ୟାମେରା ପର୍ସନ୍ ମାନେ ଏହାକୁ ମାଗାଜିନ୍ ରେ ପବ୍ଲିଶ କରିବାକୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ଉଠାଇ ଛନ୍ତି।

କେବଳ ଏହି ଅଭିନେତ୍ରୀ ନୁହନ୍ତି ଅନ୍ୟ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳିଛି। ସେମାନେ ମଧ୍ୟ ଏୟାରପୋର୍ଟ ରେ ଯାଉଥିବା ସମୟରେ ସେମାନଙ୍କ ଫଟୋ ଉଠାଇଛନ୍ତି କ୍ୟାମେରା ପର୍ସନ ମାନେ। ଅଭିନେତ୍ରୀ ଜରିନ ଖାନ୍ ଙ୍କୁ ମଧ୍ୟ ଦେଖିବାକୁ ମିଳିଛି ସେଠାରେ।ଏକ ଭିନ୍ନ ଅନ୍ଦାଜ ରେ ଆକର୍ଷଣୀୟ ଲୁକ ରେ ତାଙ୍କୁ ଦେଖିବାକୁ ମିଳିଛି। ମାଷ୍କ ପିନ୍ଧି ସେମାନେ ଏୟାର ପୋର୍ଟ ରେ ଯାଉଥିବା ସମୟରେ ସେମାନଙ୍କ ଫଟୋ ଶୁଟ କରିଛନ୍ତି ମିଡ଼ିଆ ପର୍ସନ।

କରନା ସମୟରେ ସମସ୍ତେ ମାସ୍କ ପିନ୍ଧି କରନା କଟକଣା ମାନୁ ଥିବା ଦେଖିବାକୁ ମିଳିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।