Odisha News Portal

ଦେଖନ୍ତୁ ଭିଡ଼ିଓ – Bollywood ସୁପରଷ୍ଟାର ଗୋବିନ୍ଦା ଙ୍କ ସହ ଓଡ଼ିଆ ହିରୋ ଏବଂ ହିରୋଇନ ମାନେ କଲେ ଜବରଦସ୍ତ ଡ୍ୟାନ୍ସ ମସ୍ତି…

ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ବଲିଉଡ୍ ସୁପର୍ ଷ୍ଟାର୍ ଗୋବିନ୍ଦା କିଛି ଦିନ ପାଇଁ ଓଡ଼ିଶା ବୁଲିବାକୁ ଆସିଛନ୍ତି। ଓଡ଼ିଶା ଆସିବା ପରେ ସେ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ର ହିରୋ ହିରୋଇନ୍ ମାନଙ୍କ ସହିତ ମଧ୍ୟ ସାକ୍ଷାତ୍ କରିଥିଲେ ।ତେବେ ତରଙ୍ଗ ସିନେ ପ୍ରଡକ୍ସନ ନିକଟ ରେ ତରଙ୍ଗ ଉତ୍ସବ ପାଳନ କରିଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୋବିନ୍ଦା କୁ ନିମନ୍ତ୍ରଣ କରାଯାଇ ଥିଲା ।ତେବେ ସେଠାରେ ସ୍ବରାଜ ବାରିକ ଗୁରୁ ଗୋବିନ୍ଦା କୁ ଦେଖି ଭାବ ବିହୋଳ ହୋଇ ଯାଇଥିଲେ ଆଉ ତାଙ୍କୁ ଦେଖି ଅନ୍ଥୋଈ ଯାଇଥିଲେ ଓ ଗୋଡ଼ ମଧ୍ୟ ଧରି ପକାଇ ଥିଲେ।

ଗୋବିନ୍ଦା କୁ ଦେଖିବା ପାଇଁ କେବଳ ସ୍ବରାଜ ବାରିକ ନୁହେଁ ଏଲିନା ସାମନ୍ତରାୟ ଙ୍କ ସହିତ ଅନ୍ୟ ବଡ଼ ବଡ଼ କଳାକାର ମାନେ ମଧ୍ୟ ଆସିଥିଲେ । ଆଉ ଗୋବିନ୍ଦା ଙ୍କୁ ଦେଖି ତାଙ୍କ ସହିତ ବହୁତ୍ ସାରା ସେଲ୍ଫି ଉଠାଇ ଥିଲେ ।

ଗତ କାଲି ଏଲିନା ସାମନ୍ତରାୟ ମଧ୍ୟ ତାଙ୍କର ଏହି ଫଟୋ ଟିକୁ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଥିଲେ । ଏହା ସହିତ ଭୂମିକା ମଧ୍ୟ ତାଙ୍କର ଗୋବିନ୍ଦା ଙ୍କ ସହିତ ଫଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଥିଲେ । ତେବେ ଏହା ପୂର୍ବରୁ ନବ ବିବାହିତ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ମଧ୍ୟ ବଲିଉଡ୍ ଅଭିନେତା ଗୋବିନ୍ଦା ଭେଟି ଥିଲେ ଓ ତାଙ୍କୁ ତାଙ୍କର ବାହାଘର ପାଇଁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଘରେ ଲଞ୍ଚ କରିବାର ମଧ୍ୟ କରିଥିଲେ । ଗୋବିନ୍ଦା ତରଙ୍ଗ ସିନେ ପ୍ରଡକ୍ସନ ର ତରଙ୍ଗ ଉତ୍ସବ ରେ ଯୋଗ ଦେଇଥିଲେ।

ସେ ନିଜ ସ୍ତ୍ରୀ ସହିତ ଏହି ଆୱାର୍ଡ଼ ସୋ ରେ ଯୋଗ ଦେଇଥିବା ର ନଜର ଆସିଥିଲେ । ଗୋବିନ୍ଦା ଙ୍କ ପାଇଁ ଏହି ସୋ ର ଝଲକ ଦୁଇ ଗୁଣ ହୋଇ ଯାଇଥିଲା। ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସମସ୍ତ କଳାକାର ମାନେ ତାଙ୍କୁ ଦେଖି ଖୁବ୍ ଖୁସି ହୋଇଥିଲେ ଓ ତାଙ୍କ ସହିତ ଫଟୋ ଉଠାଇ ଥିଲେ। ତେବେ ଏହି ତରଙ୍ଗ ସିନେ ପ୍ରଡକ୍ସନ ର ତରଙ୍ଗ ଉତ୍ସବ ରେ ଗୋବିନ୍ଦା ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କ ସହିତ ଦ୍ୟନ୍ସ କରିବାର ମଧ୍ୟ ନଜର ଆସିଛନ୍ତି।

ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କଳାକାର ଅର୍ଚ୍ଚିତା , ସବ୍ୟସାଚୀ , ସ୍ବରାଜ , ବୁଦ୍ଧାଦିତ୍ୟ ଙ୍କ ସମେତ ଅନ୍ୟ କଳାକାର ମାନଙ୍କ ସହିତ ଗୋବିନ୍ଦା ନିଜ ଫିଲ୍ମ୍ ଗୀତ ରେ ଦ୍ୟାନ୍ସ କରିଥିଲେ । ସମସ୍ତ କଳାକାର ମାନେ ତାଙ୍କ ସହିତ ଖୁସି ରେ ଯୋଗ ଦେଇଥିଲେ। ତରଙ୍ଗ ସିନେ ପ୍ରଡକ୍ସନ ର ତରଙ୍ଗ ଉତ୍ସବ ରେ ଏକ ଖୁସି ର ସମାରୋହ ଦେଖିବା ପାଇଁ ମିଳିଥିଲା। ଗୋବିନ୍ଦା ତାଙ୍କର ହିଟ୍ ଗୀତ” କିଶି ଦିସ୍କୋ ମେ ଯାଏଁ ” ଗୀତ ରେ ସମସ୍ତଙ୍କ ସହିତ ଖୁବ୍ ଖୁସି ରେ ନାଚି ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।