Odisha News Portal

ବଲିଉ଼ଡ୍ ରୁ ଗାୟବ ହୋଇ ଯାଇଛନ୍ତି ଏହି ହଟ ହିରୋଇନ, ରାସ୍ତା ଉପରେ ଖାଉଥିଲେ ଗୋଲା, କେହି ବି ଚିହ୍ନି ପାରିଲେ ନାହିଁ, ଆପଣ ଚିହ୍ନିପାରିବେ କି ?

ବଲିଉଡରେ ପ୍ରତ୍ୟେକ ଦିନ କିଛି ନାଁ କିଛି ସବୁବେଳେ ଖାସ୍ ଖବର ସାମ୍ନାକୁ ଆସି ଥାଏ । ତେବେ ଆପଣ ମାନେ ତ ନିଶ୍ଚିତ ଭବାରେ ବଲିଉଡ ଅନେକ ଅଭିନେତ୍ରୀ ସମାନଙ୍କୁ ଜାଣିଥିବେ । ବଲିଉଡର ଅଭିନେତ୍ରୀ ମାନେ ସାଧାରଣତଃ ସାମେନଙ୍କର ସୁନ୍ଦରତା ଏବଂ ବୋଲ୍ଡ ସିନ୍ ବହୁତ ପରିଚିତ ହୋଇଥାନ୍ତି । ତେବେ ଆଜି ଆମେ ସେହିପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ବଲିଉଡର ଜଣେ ଜଣାଶୁଣା ଫେମସ୍ ବୋଲ୍ଡ ସିନ୍ ଦେଉଥିବା ଅଭନେତ୍ରୀ କିନ୍ତୁ ତାଙ୍କୁ ଦେଖିବାକୁ ମିଳିଛି ଏକ ରାସ୍ତାକଡର ଦୋକାନରେ ସାଧାରଣ ଦେଶୀଗର୍ଲ ଭାବରେ ଯାହାକୁ ଦେଖିଲେ ଆପଣ ମଧ୍ୟ ଚିହ୍ନି ପାରିବେ ନାହିଁ ।

ତେବେ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହଁନ୍ତି ବରଂ ବଲିଉଡର ସବୁଠୁ ହଟ୍ ଅଭିନେତ୍ରୀ ମଲ୍ଲିକା ଶେହରାବତ । କିନ୍ତୁ ସେ ଆଜିକାଲି ବଲୀଉଡରୁ ଦୂରେଇ ଯାଇଛନ୍ତି । ମଲ୍ଲିକାଙ୍କର ସବୁଠୁ ଅଧିକ ଚର୍ଚା ଫିଲ୍ମ ‘ମର୍ଡର’ରେ ହୋଇଥିଲା । ମଲ୍ଲିକାଙ୍କର ଏହି ଫିଲ୍ମ ସୁପରହିଟ ହୋଇଥିଲା ଏବଂ ଏହି ଫିଲ୍ମ ତାଙ୍କୁ ରାତା ରାତି ସୁପରଷ୍ଟାର ମଧ୍ୟ କରିଦେଇଥିଲା ।ତେବେ ମଲ୍ଲିକା ବଲୀଉଡର ପ୍ରଥମ ଏମିତି ହିରୋଇନ ଥିଲେ ଯିଏକି ବୋଲ୍ଡ ସିନ ଦେଇଥିଲେ ।


ମଲ୍ଲିକା ଶେହରାବତ ମଲ୍ଲିକାଙ୍କର ଅସଲ ନାମ ନୁହେଁ ବରଂ ତାଙ୍କର ଅସଲ ନାମ ରିମା ଲାମ୍ବା । ମଲ୍ଲିକା ହରିୟାଣାର ଗ୍ରାମ ହିସାରର ଏକ ଛୋଟ ଗ୍ରାମ ମୋଥରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କର ଏକ ଫୋଟ ସ୍ପଟ କରାଯାଇଛି । ଆଉ ଏହି ସ୍ପଟ କରାଯାଇଥିବା ଫଟୋରେ ସେ ରାସ୍ତା ନିକଟରେ ବାଇଗଣି ରଙ୍ଗର ସୁଟ ପିନ୍ଧି ଚୁସ୍କି ଖାଉଥିଲେ । କହିବାକୁ ଗଲେ ମଲ୍ଲିକାଙ୍କୁ ସବୁବେଳ ହଟ ଲୁକରେ ଦେଖାଯାଏ କିନ୍ତୁ ତାଙ୍କୁ ଏହିଭଳି ରୂପରେ ଦେଖି ଚିହ୍ନିବା କଷ୍ଟକର ହୋଇଯାଇଥିଲା ।

ତେବେ ଫିଲ୍ମରେ ନ୍ୟୂଡ ସିନ ଦେଇସାରିଥିବା ମଲ୍ଲିକା ସୁଟରେ ପୁରା ସଂସ୍କାରୀ ନଜର ଆସୁଛନ୍ତି । ଏହି ଫଟୋରେ ମଲ୍ଲିକା ଠେଲାବାଲା ପାଖରେ ଚୁସ୍କି କିଣିବା ପାଇଁ ଛିଡା ହୋଇଛନ୍ତି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କର କଥା ଏହା ଅଟେ ଯେ ରାସ୍ତାରେ ଏତେ ବଡ ଷ୍ଟାରଙ୍କ ପାଖରେ କେହି ବି ନଥିଲେ । ତାଙ୍କ ଆଖ ପାଖରେ କେହି ବି ନାହାନ୍ତି । କିଛି ହିଟ ଫିଲ୍ମ କରିବା ପରେ ମଲ୍ଲିକାଙ୍କୁ ଭଲ ଫିଲ୍ମ ମିଳିବା ବନ୍ଦ ହୋଇ ଯାଇଥିଲା । ସେଥିପାଇଁ ଅଭିନେତ୍ରୀ ଛଡା ସେ ଆଇଟମ ଗର୍ଲ ରୂପରେ ବି ନଜର ଆସିଥିଲେ ।


ଫିଲ୍ମରେ ଆସିବା ପୂର୍ବରୁ ମଲ୍ଲିକା ଏକ ଏୟାରଲାଇନ କମ୍ପାନୀ ପାଇଁ ଏୟାର ହୋସ୍ଟେସର କାମ ବି କରୁଥିଲେ । ମଲ୍ଲିକାଙ୍କର ଘରଲୋକ ଚାହୁଁ ନ ଥିଲେ କି ସେ ଅଭିନେତ୍ରୀ ହୁଅନ୍ତୁ । କିନ୍ତୁ ମଲ୍ଲିକା ନିଜର ଘର ଲୋକମାନଙ୍କୁ ମନାଇବାକୁ ଚେଷ୍ଟା କରିଲେ କିନ୍ତୁ ଯେତେବେଳେ ସେମାନେ ମାନିଲେ ନାହିଁ ତେବେ ସେ ଘରୁ କିଛି ଗହଣା ଚୋରୀ କରି ପଳାଇଲେ । ଫିଲ୍ମକୁ ଆସିବା ପୂର୍ବରୁ ସେ ମଡେଲିଙ୍ଗ ବି କରୁଥିଲେ । ତେବେ ମଲ୍ଲିକା କେବଳ ବଲୀଉଡରେ ନୁହେଁ ବରଂ ହଲିଉଡରେ ବି କାମ କରିସାରିଛନ୍ତି ।

post inspire from–hindi.magzian.com

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।