ହଁ ଦର୍ଶକ ବନ୍ଧୁ ଆପଣ ମାନେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବେଳେ ବେଳେ କିଛି ଏଭଳି ଘଟଣା ମାନ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ ବୋଲି କୁହାଯାଉଛି | ଆଉ ଏଠାରେ ଦେଖିବାକୁ ମିଳିଛି କି ପୁଅ ମରିଗଲା ପରେ ବିଧବା ବୋହୂ ଙ୍କୁ ବିବାହ କରିଛନ୍ତି ଶଶୂର | ଆଉ ଦୁଇଜଣ ଙ୍କ ସହମତି ରେ ହୋଇଛି ବାହାଘର |ଯାହାକୁ ନେଇକି ଦୁଇଜଣ ବେଶ ଖୁସି ଥିବା କଥା ମଧ୍ୟ କୁହାଯାଉଛି ଏହି ଭିଡ଼ିଓ ଟିରେ ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ମିଳଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ର ଗୋରଖ ପୁର ରେ | ଆଉ ଯେଉଁଠି ଲୁହଯାଉଛି ସାତ ଜନ୍ମ କୁ ସାଥି ହେବା ପାଇଁ ଆଉ ପରିବାର କୁ ଆଗକୁ ନେବା ପାଇଁ ପୁଅ ର ବିବାହ କୋରାଇଥିଲେ ବାପା | କିନ୍ତୁ ଅଧା ରାସ୍ତାରେ ପୁଅ ବହୁତ ହାତ କୁ ଛାଡି ଦେଲା | ଆଉ ଯେଉଁଥି ପାଇଁ ବୋହୂ ଜଣଙ୍କ ବିଧବା ମଧ୍ୟ ହୋଇ ଯାଇଥିଲେ | ଯାହା ଫଳରେ ଶଶୂର ଜଣଙ୍କ ବୋହୂ ଙ୍କୁ ଅନ୍ୟ ସ୍ଥାନରେ ବିବାହ କରେଇ ଦେଇଥିଲେ | କିନ୍ତୁ ସେଠାରେ ବୋହୂ ଙ୍କୁ ରହିବା ପସନ୍ଦ ଆସିଲା ନାହିଁ, ଆଉ ଯେଉଁଥିପାଇଁ ବୋହୂ ଆସିକି ରହିଥିଲେ ଶଶୂର ଙ୍କ ଘରେ |
ଆଉ ଯାହା କୁହାଯାଉଛି କି ବଢଙ୍ଗଗଞ୍ଜ କୋତୁଆଲି ଅଞ୍ଚଳର 70 ବର୍ଷୀୟ କୌଲାଶ ଯାଦବ ନିଜର 28 ବର୍ଷୀୟ ପୂଜା | ଆଉ ଯାହା କୁହାଯାଉଛି କି କୌଲାଶ ହେଉଛନ୍ତି ବଢଙ୍ଗଗଞ୍ଜ ଥାନା ର ଚୌକିଦାର | ତେବେ ତାଙ୍କର ପତ୍ନୀ ଙ୍କର 14 ବର୍ଷ ହେବ ମୃତ୍ୟୁ ଘଟିଥିଲା, ତାଙ୍କର 4 ଜଣ ପୁଅ ଥିବା ବେଳେ ପୂଜା ହେଉଛନ୍ତି ତାଙ୍କର ତୃତୀୟ ପୁଅ ର ବୋହୂ | ଆଉ ତାଙ୍କର ପୁଅ ଙ୍କର ମୃତ୍ୟୁ ପରେ ବୋହୂ ଏକ ହୋଇ ଯାଇଥିଲା ଆଉ ବିବାହ ପରେ ମଧ୍ୟ ସେ ଆସି ଶଶୂର ଘରେ ରହୁଥିବା ସମୟରେ ଶଶୂର ଆଉ ବୋହୂ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା |
ଆଉ ଯେଉଁଥିପାଇଁ ଦୁଇଜଣ ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ, ଆଉ କୋଟ ର ନିର୍ଦେଶ କ୍ରମେ ସମସ୍ତଙ୍କର ଉପସ୍ଥିତି ରେ ଶଶୂର ଜଣଙ୍କ ବୋହୂ ଙ୍କୁ ବିବାହ କରିଥିଲେ ବୋଲି କୁହାଯାଉଛି |ଆଉ ବର୍ତ୍ତମାନ ସେମାନଙ୍କର ଫୋଟ ବାହାଘର ର ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ବୋଲି ମଧ୍ୟ କୁହାଯାଉଛି |