ଯୁବକ ଦେଲେ କଡା ମନ୍ତବ୍ୟ !ବୋହୁ ଶଶୁରକୁ ମୋବାଇଲ ଦେଇ କହୁଛି ମୋ ରିଲ କର ..ଶଶୁର ଦେଖିଲା ,ଆଉ ତା ପରେ ରାତିରେ …”ଗଜପତି

ଶଶୁର ହେଉଛନ୍ତି ବାପା ସମାନ ଏକଥା ସତ। କିନ୍ତୁ ଗୋଟିଏ ସମୟ ଥିଲା ଯେଉଁଠି ଶଶୁର ବୋହୂକୁ ଝିଅ ଭଳି ଦେଖିଥିଲେ।ଶଶୁର ବୋହୂ ମଧ୍ୟରେ ବାପା ଆଉ ଝିଅର ସମ୍ପର୍କ ରହିଥିଲା। କିନ୍ତୁ ଆଜିର ଦିନରେ ବହୁତ୍ କମ୍ ଲୋକେ ଅଛନ୍ତି ଆଉ ଭଲ ଶଶୁର ଆଜିର ଦିନରେ ଖୁବ୍ କମ୍ ରହିଛନ୍ତି। କିଛି ଶଶୁର ଖୁବ୍ ଭଲ ରହିଛନ୍ତି। ଆଉ କିଛି ଶଶୁର ବହୁତ୍ ଖରାପ୍ ରହିଛନ୍ତି।


କାରଣ ଆଜିର ଆଧୁନିକ ଯୁଗରେ ମଣିଷ କିଛି ବି କରି ପାରେ। ଏଠି ସମ୍ପର୍କର ଆଉ କିଛି ମାନେ ରହୁନି। ପ୍ରତିଦିନ ଏଭଳି ଅନେକ ପ୍ରକାର ଖବର ସୋସିଆଲ ମିଡ଼ିଆ, ଟିଭି ,ଖବର କାଗଜ ଆଦିରେ ପ୍ରକାଶ ପାଉଛି। କେଉଁଠିି ଶଶୁର ବୋହୂ ସହିତ ଅସଦାଚରଣ କରୁଛି ତ ଆଉ ଶଶୁର ସହିତ ବୋହୂ ଫେରାର ହୋଇ ଯାଉଛି ଯାହାକୁ ସହି ନ ପାରି ପୁଅ ଯାଇ ଆତ୍ମହତ୍ୟା କରୁଛି। ତେବେ ଏ ହେଉଛି କଳି ଯୁଗର ସମ୍ପର୍କ। ଆଉ ଏ ସମ୍ପର୍କ ହେଉଛି ପାପ ସମ୍ପର୍କ। ଏକଥା ଆମେ କହୁନୁ ଆଜ୍ଞା ଏକଥା କହିଛନ୍ତି ମିଷ୍ଟର ଗଜପତି।ସେ କହିଛନ୍ତି କି ଏଭଳି ଶଶୁର ମାନଙ୍କର ଶଶୁର ହେବା ତ ଦୂରର କଥା ବାପା ହେବାର ମଧ୍ୟ ଯୋଗ୍ୟତା ନାହିଁ। ଯଦି ଶଶୁର ବୋହୂକୁ ନିଜ ଝିଅ ପରି ନ ଦେଖିବ ତେବେ ତା ମନରେ ଏହିଭଳି ଖରାପ୍ ଚିନ୍ତାଧାରା ସବୁ ଜାଗ୍ରତ ହେବ। ଯଦି ଶଶୁର ବୋହୂକୁ ନିଜ ଝିଅ ପରି ଦେଖିବ ତେବେ ସେମାନଙ୍କ ମନରେ କେବେ ବି ଖରାପ ଭାବନା ଆସିବ ନାହିଁ।

ତେବେ ଏଠାରେ ପ୍ରଶ୍ନ ଉଠିଛି କି ଶଶୁର ବୋହୂ ଉପରେ କାହିଁକି ଖରାପ ନଜର ପକାଏ। ତାର ବହୁତ୍ କାରଣ ରହିଛି କିଛି ବୋହୂ ମାନେ ବି ଏଥିପାଇଁ ଦାୟୀ ଅଟନ୍ତି। ବୋହୂ ଚାଲି ଚଳନି ଯଦି ଠିକ୍ ରହିବନି ଯଦି ସେ ଶଶୁରକୁ ଦେଖିଲେ ମୁଣ୍ଡରେ ଓଢାନି ନ ଦେଇ ଶଶୁର ଆଗରେ ଡ୍ରେସ୍ ଆଉ ନାଇଟି ପିନ୍ଧି ଘୁରିବ ଯଦି ବୋହୂ ଶଶୁରକୁ ସେମିତି ସମ୍ମାନ ଦେବ ନାହିଁ ତେବେ ଶଶୁର ମନରେ ବୋହୂ ପ୍ରତି ଝିଅ ଭାବନା ଆସିବ ନାହିଁ ଆଉ ଶଶୁରର ଖରାପ ବା ପାପ ନଜର ବୋହୂ ଉପରେ ପଡ଼ିବ ଏଥିରେ ସନ୍ଦେହ ନାହିଁ।

ତେଣୁ କରି ସଂପର୍କକୁ ସବୁ ବେଳେ ସମ୍ପର୍କ ଭିତରେ ରଖିବା ପାଇଁ ଚେଷ୍ଟା କରନ୍ତୁ। ବାପା ଘରର ଚାଲି ଚଳଣି ଠାରୁ ଶାଶୁ ଘରର ଚାଲି ଚଳଣି ଟିକେ ଭିନ୍ନ ବିଶେଷ କରି ଆମ ଓଡ଼ିଶାର ସଂସ୍କୃତି ପରମ୍ପରା ସବୁଠାରୁ ନିଆରା। ତେଣୁ ସବୁ ବୋହୂ ମାନେ ନିଜ ଚାଲି ଚଳଣିରେ ପରିବର୍ତ୍ତନ ଆଣନ୍ତୁ।ବୋହୂ ସବୁବେଳେ ନମ୍ର ହେବା ଦରକାର୍। ମୁଣ୍ଡରେ ଓଢଣା ପଡ଼ିଥିବା ଦରକାର, ଶାଢ଼ୀଟା ସବୁବେଳେ ଦେହ ଲୁଚାଇଲା ଭଳି ପିନ୍ଧିବା ଦରକାର୍। ତେବେ ଯାଇ ଶଶୁର ଓ ବୋହୂଙ୍କ ମଧ୍ୟରେ ସମ୍ପର୍କ ଠିକ୍ ରହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment