Odisha News Portal

ବହୁତ ସୁନ୍ଦର ଏବଂ ହଟ୍ ଦେଖା ଯାଉଥିଲେ ବଲିଉଡ୍ ର ଏହି ଅଭିନେତାଙ୍କର ପ୍ରଥମ ପନ୍ତ୍ରୀ , କିନ୍ତୁ ତାଙ୍କୁ ଛାଡି ପୁଣି କରିନେଲେ 2ୟ ବିବାହ !

ବଲ୍ଉଡର ଅଭିନେତା ମାନେ କେତେକ କାରଣ ପାଇଁ ସର୍ବଦା ସମସ୍ତଙ୍କର ନଜରରେ ରହିଥାନ୍ତି । ତେବେ ସେଥିମଧ୍ୟରୁ ହେଉଛି ଦୁଇଟି ବିବାହ କରିବା । ଆଜି ଆମେ ଆପଣ ମାନଙ୍କୁ କହିବୁ କି ଏମିତି କେଉଁ ଏକ୍ଟର ମାନେ ରହିଛନ୍ତି ୟେଉଂ ମାନେ କି ଦୁଇ କି ତିନି ଥର ବିବାହ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ସଞ୍ଜୟ ଦତ୍ତସଞ୍ଜୟ ଦତ୍ତ ପ୍ରଥମ ବିବାହ କରିଥିଲେ 1987 ରେଥି ଏବଂ ସେ ଯାହାଙ୍କୁ ବିବାହ କରିଥିଲେ ପ୍ରଥମ ଦେଖାରେ ହିଁ ତାଙ୍କୁ ଭଲ ପାଇ ବସିଥିଲେ । ତେବେ ସେ ଝିଅ ହେଉଛନ୍ତି ରିଚା ଶର୍ମା । ଏହି ବିବାହ ବହୁତ ସୁନ୍ଦର ଭାବରେ ହୋଇଥିଲା ମାତ୍ର ଏହା ବେସି ଦିନ ପର୍ଯ୍ୟନ୍ତ ରହିପାରିଲା ନାହିଂ ଷ କାହିଁକିନା ରିଚା ଶର୍ମାଙ୍କୁ ବ୍ରେନ ଟ୍ୟୁମର ହୋଇଥିଲା ଏବଂ ସେ ସେଥିରେ ପ୍ରାଣ ହରାଇଥିଲେ । ତେବେ ତାଙ୍କର ଏକ ଜିଅ ମଧ୍ୟ ରହିଛି । ଏହା ପରେ ସଞ୍ଜୟ ଦତ୍ତ ଅନ୍ୟ ଦୁଇଟି ବିବାହ କରିଥିଲେ ।

2–ଅମିର ଶାନ

ଅମିର ଖାନ ନିଜର ପ୍ରଥମ ବିବାହ କରିଥିଲେ ଯେଉଁ ସମୟରେ ସେ 21 ବର୍ଷର ହୋଇଥିଲେ । ତାଙ୍କର ପ୍ରଥମ ବିବାହ ରିନା ଦତ୍ତାଙ୍କ ସହିତ ହୋଇଥିଲା । ମାତ୍ର ଏହି ବିବାହ ବହୁତ ଦିନ ପର୍ଯ୍ୟନ୍ତ ଚାଲି ପାରିନଥିଲା । କେବଳ 16 ବର୍ଷ ଭିତରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ । ଅମିର ଏବଂ ରିନାଙ୍କର ଦୁଇ ପିଲା ମଧ୍ୟ ରହିଛନ୍ତି । ଏହା ପରେ ସେ କିରଣ ରାଓଙ୍କ ସହିତ ବିବାହ କରିଥିଲେ ଯାହାଙ୍କର ଏକ ପୁଅ ମଧ୍ୟ ରହିଛି ଏବଂ ସେ ଏଥିରେ ବହୁତ ଖୁସିରେ ରହିଛନ୍ତି ।

3–କରନ ସିଂ ଗ୍ରୋୱର


କରନ ସିଂ ଗ୍ରୋୱରଙ୍କର ତିନିଟି ବିବାହ ହୋଇଛି । ତେବେ ସେ ବିବାହ କରିଥିଲେ ଟିଭି ଆକ୍ଟର ଶ୍ରଦ୍ଧା ନିକାରଙ୍କ ସହିତ । ଏହି ବିବାହ ପଞ୍ଜାବୀ ନିତି ନିୟମରେ ହୋଇଥିଲା ଏବଂ ଲଭ ମ୍ୟାରେଜ ମଧ୍ୟ ହୋଇଥିଲା । ମାତ୍ର ବିବାହର କିଛି ବର୍ଷ ପରେ ଏହି ଦୁହେଁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ । ଏହା ପରେ କରନ ଦ୍ୱିତୀୟ ବିବହା କରିଥିଲେ । ମାତ୍ର ତାହା ପରେ ସେ ଡିଭେସ ନେଇଥିଲେ । ତେବେ ଏବେ ସେ ପତି ହେଉଛନ୍ତି ବିପାଶା ବସୁଙ୍କର ଅର୍ଥାତ ବିପାସା ତାଙ୍କର ତୃତୀୟ ପତ୍ନୀ ଅଟନ୍ତି ।

4–ସୈଫ ଅଲ୍ଲୀ ଖାନ

ସୈଫ ଅଲ୍ଲୀ ଖାନ ନିଜ ଠାରୁ 12 ବର୍ଷ ବଡ ହୋଇଥିବା ଆକ୍ଟର ସହିତ ଡେଟ କରିଥିଲେ ଯାହାଙ୍କର ନାମ ଥିଲା ଅମ୍ରିତା ସିଂ । ମାତ୍ର ସେମାନେନିଜ ବୟସକୁ ନଦେଖି ଘର ପରିବାର ବିରୋଧରେ ଯାଇ କରି ବିବାହ କରିଥିଲେ । ମାତ୍ର ଏହା ପରେ ଦୁହିଁଙ୍କ ମଧ୍ୟରେ କିଛି ମନ୍ତାନ୍ତର ସୃଷ୍ଟି ହେଲା । ମାତ୍ର ଏମାନଙ୍କର ଦୁଇଟି ପିଲା ରହିଥିଲା ପ୍ରଥମ ଝିଅ ସାରା ଅଲ୍ଲୀ ଖାନ ଏବଂ ପୁଅ ଇବ୍ରାହିମ ଅଲ୍ଲୀ ଖାନ । ତେବେ ବିବାହର 13 ବର୍ଷ ପରେ ଦୁହେଁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ । ଏହା ପରେ ସେ କରିନା କପୁରଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଏକ ପୁଅ ମଧ୍ୟ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।