Odisha News Portal

ହେ ଭଗବାନ ! ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଇସୋଲେସନ ଭର୍ତ୍ତି, ତାଙ୍କର ଅବସ୍ଥା ଅଧିକ ଗୁରୁତର, ତାଙ୍କ ଆରୋଗ୍ୟ କାମନା ପାଇଁ ପ୍ରାଥନା କରନ୍ତୁ…

0 3

ବଲିଉଡରୁ ପୁଣି ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ତେବେ ଆଇସୋଲେଶନରେ ବଲିଉଡର ସୁପରଷ୍ଟାର୍ ସଲମାନ୍ ଖାନ୍ । ଭାଇଯାନ ସଲମାନ୍ ଖାନଙ୍କ ର ପର୍ସନାଲ ଡ୍ରାଇଭର ଏବଂ ଦୁଇ ଜଣ ସହକର୍ମୀ ମହାମାରୀ କରନାରେ ଆକ୍ରାନ୍ତ ହେବା ପରେ ଆଇଶୋଲେଶନରେ ରହି ଅଛନ୍ତି ।ସଲମାନ୍ ଖାନ୍ । ତେବେ ଆସନ୍ତା ମାସ 14 ତାରିଖ ପର୍ଯ୍ୟନ୍ତ ବଲିଉଡ୍ ସୁପର୍ ଷ୍ଟାର୍ ଆଇସୋଲେସନ୍ ରେ ରହିବେ । ତେବେ କେବଳ ସଲମାନ୍ ଖାନ୍ ନୁହଁନ୍ତି ବରଂ ତାଙ୍କ ସହିତ ତାଙ୍କର ଦୁଇ ଜଣ ଭାଇ , ମା ମଧ୍ୟ ଆଈଶୋଲେଶନ ରେ ରହି ଅଛନ୍ତି ।

ତେବେ ଏହି କାରଣରୁ ବଲିଉଡ ସୁପରଷ୍ଟାରସଲମାନ ଖାନ୍ କିଛି ଦିନ ପର୍ଯ୍ୟନ୍ତ ନିଜର ସମସ୍ତ ସୁଟିଂ କୁ ବନ୍ଦ କରିଛନ୍ତି । ଏହାସହିତ କିଛି ଫିଲ୍ମ୍ ସୁଟିଂଏବଂ ଟେଲିଭିଜନ ସୁଟିଂ କୁ ମଧ୍ୟ ସ୍ଥଗିତ ରଖି ଅଛନ୍ତି ।ତେବେ ବଲିଉଡ ସୁପର୍ ଷ୍ଟାର୍ ସଲମାନ୍ ଖାନ୍ ବର୍ତ୍ତମାନ ବିଗ୍ ବସ୍ ସିଜନ୍ 13 ର ସୁଟିଂ କରିଛନ୍ତି ।

ଆଉ ଏହି ସୁଟିଂ ଚାଲି ଥିବା ସମୟରେ ତାଙ୍କର ଦୁଇ ଜଣ ସହକର୍ମୀ ମହାମାରୀ କରୋନା ସଂକ୍ରମଣ ହେବା ପରେ ସଲମାନଙ୍କ ଚିନ୍ତା ଏବେ ବଢ଼ି ଯାଇଛି । ଆଉ ସବୁଠାରୁ ବଡ କଥା ହେଉଛି ସଙ୍ଗରୋଧରେ ଥିବା ସଲମାନ୍ ଖାନ୍ ବର୍ତ୍ତମାନ ବିଗ୍ ବସ୍ ସିଜନ୍ 13ର ସୁଟିଂ ଆଗକୁ କରିବେ ନା ନାହିଁ ସେହି ବିଷୟରେ ସନ୍ଦେହ ରହିଛି । ତେବେ କରନା କଟକଣା ଉଠିବା ପରେ ସଲମାନ୍ ଖାନ୍ ନିଜର ଆଗାମୀ ଫିଲ୍ମ ରାଜି ପାଇଁ ସୁଟିଂ କରୁଥିଲେ । ଏହି ଫିଲ୍ମରେ ସଲମାନଙ୍କ ବିପକ୍ଷରେ ଦିସା ପଟାନି ନଜର ଆସିବେ।


ତେବେ ଏହି ମହାମାରୀ କରୋନା କଟକଣା ପାଇଁ ବଲିଉଡ ଇଣ୍ଡଷ୍ଟ୍ରି ଦୀର୍ଘ 3 ମାସ ଧରି ସୁଟିଂ ସ୍ଥଗିତ ରହିଥିଲା ।ଆଉ ବର୍ତ୍ତମାନ ସମୟରେ ପୁଣି ସୁପରଷ୍ଟାର ସଲମାନ୍ ଖାନଙ୍କ କରନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତା ବଢାଇ ଦେଇଛି । ତେବେ ବର୍ତ୍ତମାନ ସମୟରେ କେବଳ ଭାରତ ନୁହେଁ କି ଓଡିଶା ନୁହେଁ ବରଂ ସାରା ପୃଥୀବର ଲୋକମାନେ ଏହି ମହାମାରୀ କରୋନା ସହିତ ଦିନ ରାତି ଲଢୁଛନ୍ତି । ଆଉ ଏଥିରୁ କେହି ବି ବାଦ ପଡି ନାହାଁନ୍ତି । ଏହା ଦ୍ବାରା ଦେଶର ବହୁ ବିଶିଷ୍ଠ ତଥା ବରିଷ୍ଠ ଲୋକାମାନଙ୍କ ଜୀବନ ଯିବା ସହିତ ସାଧାରଣ ଲୋକାମାନେ ମଧ୍ୟ ବାଦ୍ ପଡି ନାହାଁନ୍ତି ।

ତେବେ ଏହି ଭାଇରସଟି ମାର୍ଚ୍ଚ ମାସ ରୁ ଚିହ୍ନଟ ହେବା ସତ୍ୱେ ମଧ୍ୟ ଆଜି ଯାଏ ଏହାର କୌଣସି ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇ ପାରି ନାହିଁ । ସବୁ ଦେଶର ବୈଜ୍ଞାନିକ ମାନେ ଏହାର କୋଭେକ୍ସିନ ବାହାର କରିବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି କିନ୍ତୁ ତାହା ଏପର୍ଯ୍ୟନ୍ତ ମଧ୍ୟ ସମ୍ଭବ ହୋଇ ପାରୁ ନାହିଁ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସଲମାନ୍ ଖାନ୍ ଙ୍କ କରନା ରିପୋର୍ଟ ଆସି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।