Odisha News Portal

ବୟସର କୁଆଁରୀ ଅବସ୍ଥାରେ ହିଁ ମା’ ହୋଇ ଯାଇଥିଲେ Bollywood ର ଏହି ସୁନ୍ଦରୀ ଅଭିନେତ୍ରୀ ଗଣ ! ଜଣେ ତ ନିଜର ସବୁ ସୀମା କ୍ରସ କରି ଏମିତି କିଛି କରିଦେଲେ…..

0 2

ବଲିଉଡ ଜଗତରୁ ପ୍ରତିଦିନ ଏପରି କିଛି ଖବର ଆସିଥାଏ ଯାହା ବେଳେବେଳେ ଶୁଣିଲେ ବହୁତ ଦୁଃଖ ତଥା କଷ୍ଟ ହୋଇଥାଏ ଏବଂ ବେଳେ ବେଳେ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ । ତେବେ ବଲିଉଡରେ ପ୍ରତ୍ୟେକ ଦିନ କିଛି ନାଁ କିଛି ସବୁବେଳେ ଖାସ୍ ଖବର ସାମ୍ନାକୁ ଆସି ଥାଏ । ତେବେ ଆପଣ ମାନେ ତ ନିଶ୍ଚିତ ଭାବରେ ବଲିଉଡ ଅନେକ ଅଭିନେତ୍ରୀ ସମାନଙ୍କୁ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବହୁତ କମ ବର୍ଷ ବୟସ ତଥା ନାବାଳିକ ଥିବା ସମୟରେ ମାଁ ହୋଇଯାଇଥିଲେ ।ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।

1. ଭାଗ୍ୟଶ୍ରୀ –

ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଭାଗ୍ୟଶ୍ରୀ । ତେବେ ଭାଗ୍ୟଶ୍ରୀ 90 ଦଶକର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ସେ ବଲିଉଡର ଦିଗଜ ଅଭିନେତା ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ସହିତ ଅଭିନୟ କରିଛନ୍ତି । ଆଉ ଭାଗ୍ୟଶ୍ରୀଙ୍କର ପ୍ରଥମ ଫିଲ୍ମ ଥିଲା ‘ମେନେ ପ୍ୟାର କିଆ’ । ତେବେ ସେହି ସମୟରେ ଅଭିନେତ୍ରୀ ଭାଗ୍ୟଶ୍ରୀ କେବଳ 17 ବର୍ଷ ବୟସର ଥିଲେ । ସେ 1990 ମସିହାରେ ହିମାଳୟ ଦଶାନୀଙ୍କ ସହ ବିବାହ କରିଥିଲେ ।

ଆଉ ମାତ୍ର 17 ବର୍ଷ ବୟସର ସେ ଏକ ପିଲା ଜନ୍ମ କରିଥିଲେ ବର୍ତ୍ତମାନ ସେ ଦୁଇଟି ପିଲା ର ମାଁ ଅଟନ୍ତି । ତାଙ୍କ ପୁଅର ନାଁ ହେଉଛି ଅଭିମନ୍ୟୁ ଓ ଝିଅର ନାମ ହେଉଛି ଅବନ୍ତିକା । ତେବେ ସବୁଠାରୁ ବଡ କଥା ହେଉଛି ଭାଗ୍ୟଶ୍ରୀ ବିବାହ କରିବା ପୂର୍ବରୁ ପ୍ରେଗନେଣ୍ଟ ହୋଇଯାଇଥିଲେ ।

2. ଉର୍ବଶୀ ଢୋଲକିଆ-

ବଲିଉଡ ଫେମସ୍ ଅଭିନେତ୍ରୀ ଉର୍ବଶୀ ଢୋଲକିଆ । ଏହି ଅଭିନେତ୍ରୀ ଜଣକ ଟିଭି ସିରିଏଲ ‘କସୋଟୀ ଜିନ୍ଦେଗିକି’ରେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ । ଟିଭିରେ ସେ ଅଧିକାଂଶ ନେଗେଟିଭ ଭୂମିକା ପଦର୍ଶନ କରିଛନ୍ତି । କେବଳ ଏତିକି ନୁହେଁ ଉର୍ବଶୀ ‘ବିଗବସ 6’ର ବିଜେତା ମଧ୍ୟ ହୋଇଛନ୍ତି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର 15 ବର୍ଷ ବୟସରେ ଉର୍ବଶୀ ବିବାହ କରିଥିଲେ ଏବଂ 16 ବର୍ଷ ବୟସରେ ସେ ଦୁଇଟି ଜୁଡୁବା ପିଲାର ମାଁ ହୋଇଥିଲେ । ତାଙ୍କର ଦୁଇଜଣ ପୁଅଙ୍କ ନାମ ହେଉଛି ସାଗର ଏବଂ କ୍ଷିତିଜ । କିନ୍ତୁ ମାଁ ହେବା ପରେ ଉର୍ବଶୀ ଓ ତାଙ୍କ ସ୍ଵାମୀଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଆଉ ବହୁ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ଉର୍ବଶୀ ନିଜ ପିଲା ମାନଙ୍କୁ ଲାଳନ ପାଳନ କରିଥିଲେ ।

3.ଡିମ୍ପଲ କପାଡିଆ-

ଶେଷରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଡିମ୍ପଲ କପାଡିଆ । ମାତ୍ର 16 ବର୍ଷ ବୟସରେ ଡିମ୍ପଲ ବଲିଉଡରେ ଡେବ୍ୟୁ କରିଥିଲେ । ଆଉ ଏହା ପରେ ଡିମ୍ପଲ ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁ ଲୋକପ୍ରିୟତା ହାସଲ କରିଛନ୍ତି । ଏହାପରେ ସେ 1973 ମସିହାରେ ଅଭିନେତା ରାଜେସ ଖନ୍ନାଙ୍କ ସହ ବିବାହ କରିଥିଲେ ଏବଂ 1973 ମସିହାରେ ଡିସେମ୍ବର 29ରେ ଟ୍ଵିଙ୍କଲ ଖନ୍ନା ଜନ୍ମ ହୋଇଥିଲେ । ଅର୍ଥାତ ଡିମ୍ପଲ ବିବାହ କରିବା ପୂର୍ବରୁ ହିଁ ପ୍ରେଗନେଣ୍ଟ ହୋଇଯାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।