ବଦହଜମି ରୋଗର କାରଣ, ଲକ୍ଷଣ ,ଚିକିତ୍ସା ଜାଣନ୍ତୁ ?-Dr. Arunadevi
ବଦହଜମି ଏ ରୋଗ ସହିତ ଆମେ ବେଶ ଜଡ଼ିତ। ବଡହଜମି ହେଲେ ଯନ୍ତ୍ରଣା ଦାୟକ ହୋଇଯାଏ ଜୀବନ। ଆଉ ଏଥିରୁ ରକ୍ଷା ପାଇବା ପାଇଁ ଆମେ କେତେବେଳେ ମାର୍କେଟ ରେ ମିଳୁଥିବା କେତେକ ଔଷଧ ଖାଇଥାଉ ତ ଆଉ କେତେବେଳେ ସାଙ୍ଗ ମାନଙ୍କ ପରାମର୍ଶ କ୍ରମେ ଘରୋଇ ଉପଚାର କରିଥାଉ।ତେବେ ଏ ସବୁ ପଦ୍ଧତି ଦ୍ଵାରା ରୋଗର ଠିକ୍ ଉପଶମ ମିଳି ନଥାଏ। ତେବେ କଣ ଏହି ବଦ ହଜମି ରୋଗ ଏବଂ ଏହା ଏସିଡିଟି ଠାରୁ … Read more