ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହିଁ ଆମର ଅମୂଲ୍ୟ ସମ୍ପଦ ଅଟେ | ତେଣୁ ଯଦି ଆପଣଙ୍କର ଶରୀରରେ ସେହି ଭଳି ସ୍ୱାସ୍ଥ୍ୟ ଜନିତ ସମସ୍ୟା ମାନ ଥାଏ ତାହେଲେ ସେଥିରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମାନ ଅବଲମ୍ବନ କରିଥାଉ | ତେବେ ଆଜି ଆମେ ଯେଉଁ କଥା ବିଷୟରେ ଆଲୋଚନା କରିବାକୁ ଯାଉଛେ ତାହା ହେଉଛି ଆମ ଶରୀରରେ ବଢୁଥିବା ବ୍ଲଡ଼ ପ୍ରେସର ବା BP ଜନିତ ସମସ୍ୟା ବିଷୟରେ | ତେବେ କୁହାଯାଉଛି କି ବିଶେଷ କରି 40-50 ବର୍ଷ ହୋଇଗଲା ମାନେ ଏହି ବ୍ଲଡ଼ ପ୍ରେସର ବଢ଼ିଯିବ ଭଳି ସମସ୍ୟା ମାନ ଦେଖିବାକୁ ମିଳୁଛି | ତେବେ ଆଜି କାଲି ବିଶେଷ କରିକି ମହିଳା ଙ୍କର ଅପେକ୍ଷା ପୁରୁଷ ଙ୍କ ପାଖରେ ବ୍ଲଡ଼ ପ୍ରେସର ଜନିତ ସମସ୍ୟା ମାନ ଦେଖା ଯାଉଛି | ତେବେ ଆସନ୍ତୁ ଆଜି ଆମେ ଜାଣିବା କେଉଁ ସବୁ ଖାଦ୍ୟ ର ସେବନ ଫଳରେ ବ୍ଲଡ଼ ପ୍ରେସର ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ, ସେ ସମସ୍ତ କଥା ବିଷୟରେ |
ତେବେ ଯାହା କୁହାଯାଉଛି କି ଏହି ବ୍ଲଡ଼ ପ୍ରେସର ଭଳି ସମସ୍ୟା ବିଭିନ୍ନ ରୋଗ ର କାରଣ ହୋଇଥାଏ ଏହା ଆମର କିଡ଼ନୀ, ହାର୍ଟ ସହିତ ଶରୀରର ବିଭିନ୍ନ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି କୁହାଯାଉଛି ତେବେ ଏଥିପାଇଁ ଲୁଣ ର ଖାଇବା କୁ କମେଇବା ପାଇଁ ପଡିବ | ସେଥିପାଇଁ ଲୁଣ ର ଅଧିକ ସେବନ ଫଳରେ କ୍ଲାର୍ଣ ରୁ ହାଇ ବିପି ହେବାର ଦେଖା ଯାଇଥାଏ | ତେଣୁ ଲୁଣ ର ସେବନ କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ପଡିବ | ସେଥିପାଇଁ କୁହାଯାଉଛି କି ଦିନକୁ ମାତ୍ର ଗୋଟିଏ ଚାମଚ ଲୁଣ ର ସେବନ କରିବା ଆବଶ୍ୟକ ହୋଇଥାଏ | ଯାହା ଆମର ଶରୀରରେ ବ୍ଲଡ଼ ପ୍ରେସର କୁ ଠିକ ରଖିବାରେ ସାହାଯ୍ୟ କରିଥାଏ |
କେଉଁ ସବୁ ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ :-
ତେବେ ବିଶେଷ କରିକି ବ୍ଲଡ଼ ପ୍ରେସର କୁ କଣ୍ଟ୍ରୋଲ ରେ ରଖିବା ପାଇଁ ହେଲେ ଆମକୁ ଆବଶ୍ୟକ ପଡିବ ବିଟ ଜୁସ ର ସେବନ କରିବା | ଏହା ବ୍ୟତୀତ ଆମେ ଡାଳିମ୍ବ ଓ କମଳା ର ଜୁସ କୁ ବନେଇକି ସେବନ କରିବା ଦ୍ୱାରା ମଧ୍ୟ ଏହି ବ୍ଲଡ଼ ପ୍ରେସର ଭଳି ସମସ୍ୟା ଦୂର ହୋଇଥାଏ | ତାହା ସହିତ ସେଓ ର ସେବନ କରିବା ଆବଶ୍ୟକ | ଏବେ ଏହି ସବୁ ଖାଦ୍ୟ ର ସେବନ ବେଳେ ଲୁଣ ର ବ୍ୟବହାର ଅନାବଶ୍ୟକ ହୋଇଥାଏ ବୋଲି କୁହାଯାଉଛି | ତାହା ଛଡା ବିଭିନ୍ନ ପ୍ରକାରର ଫଳ ର ସେବନ କରିବା ମଧ୍ୟ ଆବଶ୍ୟକ ହୋଇଥାଏ |
ତେବେ ଏହା ଥିଲା ବ୍ଲଡ଼ ପ୍ରେସର ବଢିବାକୁ କଣ୍ଟ୍ରୋଲ ରେ ରଖିବାର ସହଜ ଘରେଇ ଉପାୟ ଯାହା ଆମର ଖାଦ୍ୟ ଉପରେ ନିର୍ଭର କରିଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।