Odisha News Portal

ବିଜେପିରେ ମିଶିବେ ସୌରଭ ଗାଙ୍ଗୁଲି ! ପଶ୍ଚିମବଙ୍ଗ ରେ ଦିଦିଙ୍କ ପାଇଁ ଟେନସନ ହେବେ ଦାଦା….

0 79

ଥମିବାର ନାଁ ନେଇ ନାହିଁ ପଶ୍ଚିମବଙ୍ଗ ର ରାଜନୀତ ର ଚର୍ଚ୍ଚା । ତେବେ କହିବାକୁ ଗଲେ ବର୍ତ୍ତମାନ ସମୟ ରେ ପଶ୍ଚିମବଙ୍ଗ ରାଜନୀତ କୁ ନେଇ ସରଗରମ ହୋଇଛି । ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି ସଂମ୍ପୂର୍ଣ୍ଣ ଖବର ବିଷୟ ରେ , ସେଥି ପାଇଁ ଆପଣ ମାନେ ଆମର ଏହି ଲେଖା ଟି କୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ତେବେ ରାଜନୀତି କୁ ଆସିବେ ସୌରଭ ଗାଙ୍ଗୁଲି I ଆଉ ଏଭଳି ଏକ ଚର୍ଚା ଏବେ ଜୋରଦାର ହେବା ରେ ଲାଗିଛି I

ଆଉ ସବୁ ଠାରୁ ବଡ କଥା ହେଉଛି ବହୁତ ଶୀଘ୍ର ରାଜନୀତି ରେ ପାଦ ଦେଇ ପାରନ୍ତି ଦାଦା ତାହା ପୁଣି ପଶ୍ଚିମବଙ୍ଗ ପାଇଁ I ତେବେ କୁହା ଯାଉଛି କି ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ପ୍ରାଥୀ ହେବା ପାଇଁ ଦାଦା ହିଁ ଏକମାତ୍ର ବିକଳ୍ପ ଯିଏକି ମମତା ଦିଦି ଙ୍କୁ ଉଚିତ୍ ଟକ୍କର ଦେଇ ପାରିବେ I

ଆଉ ଏଭଳି ଚର୍ଚା ଚାଲି ଥିବା ବେଳେ ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଙ୍କୁ ସାକ୍ଷାତ କରି ଥିଲେ ଯାହାକୁ ନେଇ ହେଉ ଥିବା ଚର୍ଚା ର ଗୁରୁତ୍ୱ ଟିକେ ଅଧିକ ଥିବା ମନେ ହେଉଛି I ତେବେ ଯଦିଓ ଗାଙ୍ଗୁଲି ଏନେଇ କୌଣସି ସୂଚନା ଦେଇ ନାହାନ୍ତି କିନ୍ତୁ ରାଜ୍ୟପାଳ ଙ୍କୁ ସାକ୍ଷାତ ପରେ ଏଭଳି ଚର୍ଚା ଆହୁରି ଅଧିକ ଜୋର ଧରିଛି I

ତେବେ ତଳିତ ଜାନୁୟାରୀ ମାସ 12 ତାରିଖ ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ କରିବେ ଶୁଣା ଯାଉଛି, ଆଉ ଏହି ଦିନ ଗାଙ୍ଗୁଲି ଶାହା ଙ୍କ ଉପସ୍ତିତି ରେ ବିଜେପି ରେ ସାମିଲ ହେବେ I

ଏପଟେ ଅମିତ ଶାହା ଙ୍କ ପୂର୍ବ ରୁ କହି ସାରିଛନ୍ତି ଯେ ପଶ୍ଚିମବଙ୍ଗ ର ଜଣେ ମାଟିର ପୁଅ ମୁଖ୍ୟମନ୍ତ୍ରୀ ପ୍ରାଥୀ ହେବେ ,ତେବେ ସେ ଜଣ ଙ୍କ ଆଉ ସୌରଭ ଗାଙ୍ଗୁଲି ନୁହନ୍ତି ତ ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁ ଥିବା ବେଳେ ଖୁବ ଶୀଘ୍ର ଏହାର ଉତ୍ତର ମିଳି ଯିବ ବୋଲି ଆଶା ରହିଛି I

ଆଉ ଅନ୍ୟ ପଟରେ ଜାଣିଥିବେ ଯେ ଥମିବାରେ ନା ନେଉ ନାହିଁ ବିହାର ରାଜନିତୀରେ ଚର୍ଚ୍ଚା। ତେବେ ବର୍ତ୍ତମାନ ସମୟ ରେ ବିହାର ରାଜନୀତ ମଧ୍ୟ ସରଗରମ ହେବାରେ ଲାଗିଛି ।

କାହିଁକିଁ ନାଁ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆରଜେଡି କହିଛି ଯେ, ନୀତିଶ କୁମାର ଯଦି ଏନଡିଏରୁ ଅଲଗା ହୁଅନ୍ତି ତେବେ 2024 ଲୋକସଭା ନିର୍ବାଚନରେ ନୀତିଶଙ୍କୁ ଆରଜେଡି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସମର୍ଥନ କରିବ ଏହାସହ ନୀତିଶ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିବା ଦରକାର ବୋଲି ଆରଜେଡି କହିଛି। ଆଉ ଆର୍‌ଜେଡିର ଏହି ନୂଆ ପ୍ରସ୍ତାବ ବିହାର ରାଜନୀତିକୁ ସରଗରମ କରିଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।