OMG ! ବିଶ୍ୱର ସବୁଠାରୁ ଆଶ୍ଚର୍ଯ୍ୟ ବାଳିକା ଏବଂ ଡବଲ ସ୍ପାଇଡର ଗାର୍ଲ… ଦେଖନ୍ତୁ Video

ଏମିତି ଘଟଣା ବେଳେ ବେଳେ ସାମ୍ନାକୁ ଆସୁଛି ତାହା ଅତି ରୋମାଞ୍ଚକର ସୃଷ୍ଟି କରିଥାଏ। ଆଉ ସେହିଭଳି ଘଟଣା ଦେଖିବା ପରେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ମାନେ ଏହାକୁ ପ୍ରଶଂସା ସହିତ ଶେୟାର କରି ଥାଆନ୍ତି। ଆଉ ଏଠାରେ ଏମିତି ଭିଡ଼ିଓ ଆପଣ ଜାଣିବା ପରେ ମୁଣ୍ଡରେ ହାତ ଦେବେ। ଦୁଇଟି କୁନି ଝିଅ ନିଜକୁ ସ୍ପାଇଡର ମ୍ୟାନ ବନେଇ ଦେଇଛନ୍ତି ଏବଂ କାନ୍ଥ ରେ ବିନା ସହାୟତା ରେ ଚଢୁଛନ୍ତୁ। ସମ୍ପୂର୍ଣ୍ଣ ପଢିଲେ ଜାଣି ପାରିବେ।

ଏହିଠାରେ ଏମିତି କିଛି ଚମତ୍କାର ଭିଡ଼ିଓ ଦେଖିବାକୁ ମିଳିଛି ଯାହା ସମସ୍ତେଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଯିଏ ବି ଏହି ଭିଡ଼ିଓ କୁ ଦେଖୁଛି ସମସ୍ତେ ଆବକ ହୋଇ ଯାଉଛନ୍ତି। ଏଠାରେ ଦୁଇ କୁନି ବାଳିକା ଏକ ଭିନ୍ନ ପ୍ରତିଭା ନିଜର ସମସ୍ତଙ୍କ ନଜର କୁ ଆଣିଛନ୍ତି ଯାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି। ଆଉ ଏହି ସମୟରେ ଆପଣ ମାନେ ହଲିଉଡ଼ ର ବଡ଼ ଆକ୍ସନ ଫିଲ୍ମ ” ସ୍ପାଇଡର “ସମ୍ପର୍କରେ ଜାଣିଥିବେ ଏବଂ ତାକୁ ମଧ୍ୟ ଦେଖିଥିବେ। ଏହି ଭିଡ଼ିଓ ଟିରେ ଯେଉଁ ଦୁଇ ଭଉଣୀ ନିଜର ଚମତ୍କାରିତ ସମସ୍ତଙ୍କୁ ଆଚଙ୍କିତ କରି ଦେଇଛି ଯାହାକୁ ଆମେ ବାସ୍ତବରେ ସ୍ପାଇଡର ବୋଲି ମଧ୍ୟ କହି ପାରିବା କାରଣ ସେହି ଫିଲ୍ମ ରେ ଯେପରି ବିଭିନ୍ନ କାନ୍ଥ ଓ ଘରେ ଚଢୁଥିଲା ସ୍ପାଇଡର ମ୍ୟାନ ସେହିଭଳି ଦୁଇ ଭଉଣୀ ଏଠାରେ କରିଛନ୍ତି।

ଆଉ ଏଠାରେ ଭିନ୍ନ ଏକ ପ୍ରତିଭା ଲୋକ ଲୋଚନକୁ ଆସିଛି ଏହି ସୋସିଆଲ ମିଡ଼ିଆରେ ମାଧ୍ୟମରେ ଯାହା ଆପଣ ମାନେ ଏବେ ଦେଖିବାକୁ ପାଇଛନ୍ତି। ଏଠାରେ ସେହି ଦୁଇ ଭଉଣୀ ଏମିତି କିଛି ଦେଖେଇଛନ୍ତୁ ଯାହା ପ୍ରଥମେ ତାଙ୍କର ବାପା ଓ ମା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏଠାରେ ସୂଚନା ମିଳିଛି ଯେ ପ୍ରଥମେ ବଡ଼ ଭଉଣୀ କାର୍ଟୁନ ବା ଫିଲ୍ମ ଦେଖି ଇଚ୍ଛା କରିଥିଲା ଏମିତି କରିବା ପାଇଁ। ଆଉ ସେ ବେଳେ ବେଳେ ଚେଷ୍ଟା କରିଥାଏ କାନ୍ଥରେ ଓ ଘରେ ଚଢ଼ିବା ପାଇଁ। ଧୀରେ ଧୀରେ ଅଳ୍ପ ଉଚ୍ଚ ଚଢ଼ିବା ପାଇଁ ପ୍ରୟାସ କରୁଥିଲେ ହେଲେ ଘରେ ଯଦି କେହି ଦେଖିଥିଲେ ତେବେ ଗାଳି କରି ଥାଆନ୍ତି ଆଉ ବାପା ଓ ମା ନଥିବା ବେଳେ ପ୍ରୟାସ କରି ଥାଆନ୍ତି ଯାହା ଏଠାରେ ସେହି କୁନି ଝିଅ ଜଣଙ୍କ କହୁଛନ୍ତି।

ଅନ୍ୟପଟେ ଆଉ ଏକ ଛୋଟ ଝିଅ କହୁଛି ଯେ ” ମୋ ଭଉଣୀ କୁ ଦେଖି କରି ମୁ ମଧ୍ୟ ପ୍ରୟାସ କରି ଏହିପରି କରି ପାରିଲି”। ଯାହା ଦୁହିଁଙ୍କର ପ୍ରତିଭା ଏବେ ସାରା ଦୁନିଆ ତାହା ଦେଖୁଛି। ଏମିତି ଭିଡ଼ିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଆଉ ଏଠାରେ ତାଙ୍କର ବାପା ଓ ମା ମଧ୍ୟ ନିଜର ମତ ରଖିବା ସହିତ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି। ଏମିତି କିଛି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଯାହା ସେଥିମଧ୍ୟରୁ ଅନ୍ୟତମ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment