ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ବାଲିଯାତ୍ରା ରେ ବିସ୍କୁଟ ଖାଇଲେ ପାଟି ନାକରୁ ବାହରୁଛି ଧୂଆଁ… ଦେଖନ୍ତୁ video

ତେବେ ଦର୍ଶକ ବନ୍ଧୁ ଆପଣ ବେଶ ଭଲ ଭାବରେ ଜାଣିଥିବେ କି ବର୍ତ୍ତମାନ ଭାଇରାଲ ହେଉଛି ବାଲିଯାତ୍ରା ରେ ବସିଥିବା ବିଭିନ୍ନ ନୂଆ ନୂଆ ପ୍ରକାରର ଦୋକାନ ଆଉ ନୂଆ ଜିନିଷ ବିଷୟରେ ଭାଇରାଲ ହେଉଥିବା ଖବର | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଲୋକ ମାନେ କଟକ ରେ ହେଉଥିବା ବାଲିଯାତ୍ରା ରେ ବିଭିନ୍ନ ପ୍ରକାରର ଜିନିଷ ର ମଜା ନେବାକୁ ଲାଗିଛନ୍ତି | ଆଉ ପ୍ରତେକ ଥର ଏହି ମେଳା ରେ ନୂଆ ନୂଆ ଜିନିଷ ଆସିବାକୁ ଲାଗିଥାଏ ବୋଲି କୁହାଯାଏ | ତେବେ ବର୍ତ୍ତମାନ ବାଲିଯାତ୍ରା ରେ ଦେଖିବାକୁ ମିଳିଛି ସ୍ମକ ବିସ୍କୁଟ ର କମାଲ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଆପଣ ମାନେ ଜାଣିଥିବେ କି ଗତ 2 ବର୍ଷ ହେବ କୋରାନା ର ମହାମାରୀ କାରଣରୁ ମେଳା ଶୋଭା ସମିତି ସବୁ ବନ୍ଦ ଥିଲା | ଆଉ କୋରାନା ର ପ୍ରକୋପ କମିବ ଯୋଗୁ ଏହି ବର୍ଷ ବାଲିଯାତ୍ରା ଅଯୋଜିତ ହୋଇଛି | ଆଉ ଯେଉଁଠି ଲୋକ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି | ଆଉ ଦର୍ଶକ ମାନେ ମଧ୍ୟ ଏହି ବାଲିଯାତ୍ରା ରେ ନୂଆ ନୂଆ ଜିନିଷ ଦେଖି ମେଳା ରେ ବେଶ ମଜା ନେଉଥିବାର ଦେଖିବାକୁ ମିଳିଛି | ଆଉ ଯାହା କୁହାଯାଉଛି କି କଟକ ର ଏହି ବାଲିଯାତ୍ରା ସାରା ଭାରତରେ ବେଶ ପ୍ରସଂଶା ମଧ୍ୟ ଅର୍ଜନ କରିଛି ବୋଲି କୁହାଯାଉଛି |

ତେବେ କଟକ ର ଏହି ବାଲିଯାତ୍ରା ରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇଛି ତାହା ହେଉଛି ସ୍ମକ ବିସ୍କୁଟ | ତେବେ ଆପଣ ମାନେ ଅନେକ ସମୟରେ ସ୍ମକ ପାନ କଥା ଶୁଣିଥିବେ | ଯାହାକୁ ଖାଇ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ମଜା ନେଇଥାନ୍ତି | ଆଉ ତାହା ସହିତ ନାକ ଆଉ ପାଟି ପଟେ ଧୂଆଁ ବାହାର କରିବାକୁ ଲାଗିଛନ୍ତି | ଏବେ ବର୍ତ୍ତମାନ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇଛି ସ୍ମକ ବିସ୍କୁଟ ର କମାଲ | ଆଉ ଯେଉଁଠି ପିଲା ମାନେ ବେଶୀ ଏହିଭଳି ନୂଆ ଜିନିଷ କୁ ଖାଇବା ପାଇଁ ଆକୃଷ୍ଟ ହେଉଛନ୍ତି | ଆଉ ବିସ୍କୁଟ କୁ ଖାଇ ଧୂଆଁ କୁ ନାକ ଆଉ ପାଟି ପଟେ ବାହାର କରି ତାହାର ମଜା ନେଉଛନ୍ତି |

ତେବେ ଏଠାରେ ଦେଖିବାକୁ ମିଳିଛି କି ଗୋଟିଏ ଡ୍ରମ ରେ ଲିକୁଇଡ ନାଇଟ୍ରୋଜେନ କୁ ରଖାଯାଇଛି | ଆଉ ବିସ୍କୁଟ ରେ ଏହି ନଟରାଜେନ ଗ୍ୟାସ କୁ ଦେବା ଫଳରେ ତାହାକୁ ଖାଇବା ଯୋଗୁ ନାକ ଆଉ ପାଟି ପଟେ ଧୂଆଁ ବାହାର କରିବାକୁ ଲାଗିଛନ୍ତି | ଆଉ ବାଲିଯାତ୍ରା ରେ ସ୍ମକ ବିସ୍କୁଟ ର ମଧ୍ୟ ବେଶ ଚାହିଦା ରହିଛି |ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment