Odisha News Portal

Secret Tips – ବିନା ପ୍ରୋଟେକ୍ସନ ରେ କିପରି କରିବେ ଶାରୀରିକ ସମନ୍ଧ, ଯାହାଦ୍ଵାରା ମହିଳା ହେବେନି ଗର୍ଭବତୀ ଜାଣନ୍ତୁ

ବିବାହ ପରେ ଶାରିରୀକ ସମ୍ପର୍କ ବା ଯୌନ ସମ୍ବନ୍ଧ ସ୍ଥାପନ କରିବା ପାଇଁ ଉଭୟ ବିବାହିତ ଦମ୍ପତ୍ତି ଇଚ୍ଛା କରିଥାନ୍ତି। ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଶାରିରୀକ ସମ୍ପର୍କ ସ୍ଥାପନ ଏକ ଭିନ୍ନ ଅନୁଭବ ଅଟେ। କାରଣ ଯୌନ କ୍ରିୟା ବା ଶାରିରୀକ ସମ୍ପର୍କ ଦାମ୍ପତ୍ୟ ଜୀବନରେ ଏକ ଭିନ୍ନ ରଙ୍ଗ ଭରି ଦେଇଥାଏ। ପ୍ରାୟତଃ ଏହା ବୈବାହିକ ଜୀବନରେ ନିହାତି ଆବଶ୍ୟକ ଜିନିଷ ହୋଇପଡେ ଗୋଟିଏ ଦମ୍ପତ୍ତି ପାଇଁ।ତେବେ ବିବାହ ପରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଶାରୀରିକ ସମ୍ପର୍କ ସ୍ଥାପନ ଦିଗରେ ଅଗ୍ରସର ହୁଅନ୍ତି ଯାହା ଏକ ସାଧାରଣ କଥା।ଏହି ଶାରିରୀକ ସମ୍ପର୍କ ବନାଇବା ପାଇଁ ସେମାନଙ୍କ ମନରେ ଏକ ସ୍ବତନ୍ତ୍ର ଆଗ୍ରହ ଏବଂ ଇଚ୍ଛା ରହିଥାଏ।

ଏହାର ଅନୁଭୂତି ସେମାନଙ୍କ ପାଇଁ ବିଶେଷ ପ୍ରକାରର ହୋଇଥାଏ।ଏହା ସେମାନଙ୍କ ବୈବାହିକ ଜୀବନ ର ପ୍ରେମ ସମ୍ପର୍କ କୁ ମଧ୍ୟ ପ୍ରଭାବିତ କରିଥାଏ।ତେବେ ଏଥିପାଇଁ ଅନେକ ଦମ୍ପତ୍ତି ଯଦିଓ ବିବାହର ପ୍ରଥମ ଦିନରୁ ପରସ୍ପର ସହ ଅନ୍ତରଙ୍ଗ ହୋଇ ନ ପାରିଲେ ବି ଧୀରେ ଧୀରେ ଏକାଠି ରହିବା ଫଳରେ ଏଥିପ୍ରତି ସେମାନଙ୍କ ଭାବନା, ଆଗ୍ରହ,ଇଚ୍ଛା ସୃଷ୍ଟି ହୋଇଥାଏ।ତେବେ ଶାରିରୀକ ସମ୍ପର୍କ ସ୍ଥାପନ କରିବା ପ୍ରାୟତଃ ସମସ୍ତ ଦମ୍ପତ୍ତି ମାନଙ୍କର ଜୀବନରେ ଘଟିଥାଏ ଯାହା ସେମାନଙ୍କ ବୈବାହିକ ଜୀବନରେ ଏକ ନୂତନ ରଙ୍ଗ ଏବଂ ଉତ୍ସାହ ଭରି ଦେଇଥାଏ ବୋଲି କୁହାଯାଏ।ତେବେ ବିବାହିତା ଦମ୍ପତ୍ତି ମାନେ ଏହି ସମ୍ବନ୍ଧ ବନାଇବା ଦ୍ବାରା ତାଙ୍କୁ ଅନେକ କିଛି ଫାଇଦା ମିଳିଥାଏ।

କିନ୍ତୁ ଅନେକ ଦମ୍ପତ୍ତି ଶାରୀରିକ ସଂପର୍କ ସ୍ଥାପନ ସମୟରେ ପ୍ରତିରୋଧକ ଯଥା କଣ୍ଡୋମ୍ ବ୍ୟବହାର କରି କରି ବିରକ୍ତ ହୋଇ ଯାଆନ୍ତି ଏବଂ ସେମାନେ ବିନା କଣ୍ଡମ୍ ରେ ଏହି ସମ୍ବନ୍ଧ ସ୍ଥାପନ କରି ଏହାର ଖୁସି ପାଇବାକୁ ଇଛା କରନ୍ତି। ତେବେ ଆସନ୍ତୁ ଜାଣିବା କିଭଳି ଉପାୟରେ ଆପଣ ବିନା କଣ୍ଡମ୍ ରେ ଶାରୀରିକ ସମ୍ପର୍କ ସ୍ଥାପନ କରିବେ।

ପ୍ରଥମ ଉପାୟ- ଆପଣଙ୍କୁ ସେକ୍ସ୍ ସମୟରେ ଲିଙ୍ଗକୁ ଯୋନି ରେ ପ୍ରବେଶ ନକରାଇ ଲିଙ୍ଗକୁ ପ୍ରଥମେ ଗୁଦା ରେ ପ୍ରବେଶ କରାନ୍ତୁ।ଏହି ସମୟରେ ସ୍ପର୍ମ ବାହାରିଲେ ବି ଏହାଦ୍ଵାରା ମହିଳା ଗର୍ଭବତୀ ହେବାର ସମ୍ଭାବନା କମ୍ ରହିଥାଏ। ପ୍ରଥମେ ଏହି ପ୍ରକ୍ରିୟା ରେ ଆପଣଙ୍କୁ କଷ୍ଟ ହୋଇ ପାରେ କିନ୍ତୁ ପରେ ଆପଣ ଏହାକୁ ଉପଭୋଗ କରିବେ।

ଦ୍ଵିତୀୟ ଉପାୟ- ଆପଣ ଯେତେବେଳେ ସେକ୍ସ୍ କରୁଛନ୍ତି ଏହି ସମୟରେ ଠିକ୍ ସ୍ପର୍ମ ବାହାରିବାର କିଛି ସମୟ ପୂର୍ବରୁ ଆପଣଙ୍କୁ ଲିଙ୍ଗକୁ ଯୋନିରୁ ବାହାରକୁ ବାହାର କରିଦେବାର ଅଛି। ଯାହା ଫଳରେ ଶୁକ୍ରାଣୁ ଗର୍ଭାଶୟ ଭିତରକୁ ପ୍ରବେଶ କରି ପାରିବ ନାହିଁ ଏବଂ ଆପଣ ଶାରିରୀକ ସମ୍ପର୍କ ର ମଜା ମଧ୍ୟ ନେଇ ପାରିବେ। କିନ୍ତୁ ଏହା ଦ୍ବାରା ଗର୍ଭବତୀ ହେବାର ଆଂଶିକ ସମ୍ଭାବନା ରହିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।