OMG ! ବିଳମ୍ବିତ ରାତିରେ ଦିଲ୍ଲୀର ସଡକରେ ଦୌଡୁଲେ 19 ବର୍ଷର ଯୁବକ… ଦେଖନ୍ତୁ Video

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଅଛି। ଜୀବନରେ ଲକ୍ଷ ସ୍ଥଳ ରେ ପହଁଚିବା ପାଇଁ ହେଲେ କଠିନ ପରିଶ୍ରମ ଆବଶ୍ୟକ। କଠିନ ପରିଶ୍ରମ ଆଗରେ ସବୁକିଛି ହାର ମାନିଥାଏ। ତେବେ ବନ୍ଧୁଗଣ ଏଭଳି ଜଣେ ବ୍ୟକ୍ତି କାମ କରିଛନ୍ତି। ଯାହାଙ୍କ ଠାରୁ କୋଟି କୋଟି ଜନସାଧାରଣ ଅଭିପ୍ରେରିତ ହେଉଛନ୍ତି। ତେବେ କେହି ନୁହନ୍ତି, ସେ ହେଉଛନ୍ତି ପ୍ରଦୀପ ମେହେର, ଆସନ୍ତୁ ଜାଣିବା ତାଙ୍କ ବିଷୟରେ। ନୋଏଡା ରାସ୍ତାରେ ୧୦ କିଲୋମିଟର ଚାଲୁଥିବା ପ୍ରଦୀପ ମେହେରଙ୍କ ଭିଡିଓ ଏତେ ଭାଇରାଲ ହୋଇଛି ଯେ ସେ ମାତ୍ର ଦୁଇ ଦିନ ମଧ୍ୟରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ପାଲଟି ଯାଇଛି। ବଲିଉଡ ଫିଲ୍ମ ନିର୍ମାତା ବିନୋଦ ରବିବାର ସନ୍ଧ୍ୟାରେ ପ୍ରଦିପଙ୍କ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏଭଳି ପୋଷ୍ଟ ଦେଖି ଦେଶ ତଥା ବିଦେଶର ସେଲିବ୍ରିଟିମାନେ ତାଙ୍କୁ ପ୍ରଶଂସା କରିଥିଲେ।

ତେବେ ବନ୍ଧୁଗଣ ବର୍ତ୍ତମାନ ପ୍ରଦିପଙ୍କୁ ସାହାଯ୍ୟ କରିବା ପାଇଁ ୟୁପି ସରକାର ହାତ ସାହାଯ୍ୟର ହାତ ବଢାଇଛନ୍ତି। ପ୍ରଦୀପ ମେହେରା ଆମ ସମସ୍ତଙ୍କ ପାଇଁ ପ୍ରେରଣା ଉତ୍ସ ହୋଇପାରିଛନ୍ତି। ପ୍ରଦୀପଙ୍କୁ ଅନେକ ଲୋକ ପ୍ରଶଂସା କରିବା ସହିତ ଅନୁକରଣ ମଧ୍ୟ କରୁଛନ୍ତି। ତେବେ ପ୍ରଦୀପଙ୍କ ମା’ଙ୍କ ସ୍ୱାସ୍ଥ୍ୟର ଚିକିତ୍ସା ପାଇଁ ତାଙ୍କୁ ସହାୟତା ଯୋଗାଇ ଦିଆଯିବ। ଚିକିତ୍ସା ପାଇଁ ନୋଏଡା ମେଡିକାଲ କଲେଜ ସହିତ ମଧ୍ୟ କଥା ହୋଇଛୁ। କିନ୍ତୁ ଶେଷରେ ଏହା ନିର୍ଭର କରେ ଯେ ପ୍ରଦୀପ ତାଙ୍କ ମା’ଙ୍କ ଚିକିତ୍ସା ଜାରି ରଖିବାକୁ ଚାହୁଁଛନ୍ତି।

ଡିଏମ୍ ପ୍ରଦିପଙ୍କୁ ତାଙ୍କ କ୍ୟାରିୟର ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଡିଏମ୍ କହିଛନ୍ତି ଯେ ସାହା ସବୁ ସୁବିଧା ରହିଛି ସର୍ବୋତ୍ତମ ସୁବିଧା ପାଇବେ। ତେବେ ପ୍ରଦୀପଙ୍କ କହିବା କଥା କହିଛନ୍ତି ଯେ ସେ ଦ୍ୱାଦଶ ପାସ୍ କରିଛନ୍ତି। ସେ ଏପର୍ଯ୍ୟନ୍ତ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରି ନାହାଁନ୍ତି। ଯଦିଓ ସେ ସେନାରେ ଯୋଗଦେବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ସେ କଠିନ ପରିଶ୍ରମ କରୁଛନ୍ତି। ପ୍ରଦୀପ ଡିଏମଙ୍କୁ କହିଛନ୍ତି ଯେ ଭାଇରାଲ ହେବା ପରେ ଅନେକ ଅନୁଷ୍ଠାନ ଏବଂ କଲେଜ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି।

ତାଙ୍କୁ ମାଗଣା ଆଡମିଶନ ଦେବାକୁ ପ୍ରସ୍ତୁତ ଅଛନ୍ତି। ଏହା ଉପରେ ଡିଏମ୍ କହିଛନ୍ତି ଯେ ସେ ପ୍ରଦିପଙ୍କୁ କହିବେ କେଉଁ କଲେଜରେ ସେ ଆଡମିଶନ କରିବେ। ପ୍ରଦୀପଙ୍କ କ୍ୟାରିୟର କାଉନସେଲିଂ କରିବା ବିଷୟରେ ଡିଏମ୍ ମଧ୍ୟ ଆଲୋଚନା କରିଛନ୍ତି। ପ୍ରଦୀପ ମେହେରା ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାର। ସେ ଏବଂ ତାଙ୍କ ବଡ଼ ଭାଇଙ୍କ ସହ ନୋଏଡାରେ ରୁହନ୍ତି। ତାଙ୍କ ଭାଇଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ସକାଳ ଉଠିବାକୁ ପଡିଥାଏ। ତାଙ୍କ ମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାହାବି ହେଉ ତାଙ୍କର ଏଭଳି ଚେଷ୍ଟା ପାଇଁ ସମସ୍ତେ ପ୍ରସଂସା କରିଛନ୍ତି। ଅନେକ ସହୃଦୟ ଲୋକ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment