Odisha News Portal

ଦେଖନ୍ତୁ Shocking ଭିଡିଓ : ବିଲ ମଝିରୁ ବେହୋସ୍ ଅବସ୍ଥାରେ ମିଳିଲେ ଯୁବତୀ, ଭିଡ଼ିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ବେଳେବେଳେ ଏମିତି କିଛି ଘଟଣା ସମ୍ପର୍କରେ ଆମେ ଆସିଥାଉ ତାହା ଜାଣିଲା ପରେ ଆମକୁ ଆଶ୍ଚର୍ୟ୍ଯ ଲାଗିଥାଏ କାରଣ ଏହାର କାରଣ ଆମକୁ ଜଣା ନଥାଏ। ସେହିପରି ଏବେସାମ୍ନାକୁ ଆସିଲା ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଯାହା ଏବେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଘଟଣା ଟି ଘଟିଛି ସୋନେପୁର ଅଞ୍ଚଳରେ। ଏଠାରେ ଏକ ବିଲରେ ଜଣେ ଯୁବତୀ ବେହୋସ୍ ଅବସ୍ଥାରେ ଉଦ୍ଧାର ହୋଇ ଛନ୍ତି।ଏହି ଯୁବତୀ ଜଣଙ୍କ ବିଲରେ ଏମିତି ଅବସ୍ଥାରେ ପଡି ଥିବାର କିଛି ଲୋକ ମାନେ ଏହାକୁ ଦେଖିବାକୁ ପାଇଥିଲେ। ଏହାପାରେ ସେମାନେ ଭୟଭୀତ ହୋଇ ଯାଇଥିଲେ। କାରଣ ଘଟଣା ପ୍ରକୃତରେ କଣ ଘଟିଥିଲା ତାହା ସେମାନଂକୁ ଜଣା ନଥିଲା।

ତେବେ ବିଲରୁ ମିଳିଥିବା ଏହି ଯୁବତୀ ଜଣଙ୍କ କେଉଁ ଅଞ୍ଚଳର ଏବଂ କେଉଁ କାରଣରୁ ସେ ଏଠାରେ ମିଲିଥିଲେ ତାହା ଉପସ୍ଥିତି ସେଠାକାର ଲୋକଙ୍କୁ ଜଣା ନାହିଁ ବୋଲି କହିଛନ୍ତି। ତେବେ ଯୁବତୀ ଜଣଙ୍କ ଏଠାକୁ କେମିତି ଆସିଲେ ତାହା ଉକ୍ତ ଯୁବତୀ ହିଁ ହୋସ ଆସିଲା ପରେ କହି ପାରିବେ। ତେବେ ଏହି ଘଟଣା କୁ ଦେଖିବା ପାଈଁ ସେଠାର ଅନେକ ଲୋକ ଉପସ୍ଥିତ ଥିଲେ ଯାହା ଏହି ଭିଡିଓ ରୁ ଦେଖିବାକୁ ମିଳୁଛି। ଆପଣ ଏହି ଭିଡିଓ ଟି ଦେଖନ୍ତୁ ତାପରେ ଆପଣ ଜାଣି ପାରିବେ ଯେ ଏହି ସ୍ଥାନରେ କିପରି ଲୋକଙ୍କ ଭିଡ଼ ଜମିଛି।

ତେବେ ଲୋକଙ୍କ ପକ୍ଷରୁ ସୁଚନା ଯିବା ପରେ ଏବଂ ଲୋକଙ୍କ ଭିଡ ଜମିବା ପରେ ସେଠାରେ ଆସି ଉପସ୍ଥିତ ହୋଇଥିଲେ ପୋଲିସ୍ ଅଧିକାରୀ। ପୋଲିସ୍ ପକ୍ଷରୁ ସେଠାରେ ପହଞ୍ଚି ସେମାନେ ଏହି ଘଟଣାର ତଦନ୍ତ କରିଥିଲେ। ପୋଲିସ୍ ଅଧିକାରି ପହଞ୍ଚିବା ପରେ ଲୋକେ ଘଟଣାସ୍ଥଳ କୁ ନେଇଥିଲେ। ତେବେ ଯୁବତୀ ଜଣଙ୍କ କିପରି ଏହି ଅବସ୍ଥାରେ ଏଠାରେ ଆସି ପହଁଚିଲେ ତାହା ପୋଲିସ୍ ପାଇଁ ଏବଂ ସେଠାରେ ଉପସ୍ଥିତ ଲୋକ ମାନଙ୍କ ପାଇ ଏକ ବଡ଼ ପ୍ରଶ୍ନ ପାଲଟିଛି।ତେବେ ପ୍ରକୃତରେ ଘଟଣାଟି କଣ ପୋଲିସ୍ ଏ ବିଷୟରେ ସନ୍ଧାନ ଚଳାଇଛି।

ଯୁବତୀ ଜଣଙ୍କ କାହିଁକି ଏଠାରେ ମିଳିଲେ,ସେ ଏହି ସ୍ଥାନରେ କଣ ପାଇଁ ରହି ଥିଲେ ସେ ବିସୟରେ ପୋଲିସ୍ ଜନ ସାଧାରଣ ଙ୍କୁ ପରେ ସୁଚନା ଦେଲେ ହିଁ ଜଣା ପଡ଼ିବ। ତଥାପି ଏଭଳି ଏକ ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରେ ଏକ ଭୟ ଖେଲି ଯାଇଛି। ଯୁବତୀ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବିଲରେ ଅଚେତ୍ ହୋଇ ପଡ଼ିଥିଲେ ନା ତାଙ୍କ ସହ କିଛି ଖରାପ୍ ହୋଇଛି ତାହା ତ ପୋଲିସ୍ ର ତଦନ୍ତ ପରେ ଯାଇ ଜଣା ପଡ଼ିବ। କିନ୍ତୁ ସୋନେପୁର ର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସୋସିଆଲ ମିଡିଆରେ ଏହି ଘଟଣା ଟି ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।