ବୀଜ ଏବଂ ଯୌନ ଶକ୍ତି ବଢାଇବା ପାଇଁ ପାଳନ କରନ୍ତୁ ଏହି ଉପୟ -DR .Vishali Sharma

ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ବିବାହ ପରେ ନିଜର ବଂଶ କୄଯ ଆଗକୁ ନେବା ପାଇଁ ଦମ୍ପତି ମାନେ ଫିଉଚର ପ୍ଲାନିଂ କରିଥାନ୍ତି | ଆଉ ସେମାନେ ସନ୍ତାନ ଟିଏ ଜନ୍ମ ଦେବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଥାନ୍ତି | କିନ୍ତୁ ବେଳେ ବେଳେ କିଛି ଅସୁବିଧା ପାଇଁ ଅନେକ ସମୟରେ ଦେଖିବାକୁ ମିଳିଥାଏ କି ମାହିଆଲ ଜଣଙ୍କ ଗର୍ଭବତୀ ହେବାରୁ ବଞ୍ଚିତ ହୋଇଥାନ୍ତି | ତେବେ ଅନେକ ସମୟରେ ଦେଖିବାକୁ ମିଳିଥାଏ କି ପୁରୁଷ ମାନଙ୍କ ବୀଜ ଜନିତ ଅସୁବିଧା ଓ ଯୌନ ପରିବର୍ତ୍ତନ ଯୋଗୁ ବିଭିନ୍ନ ପ୍ରକାରର ସମସ୍ୟା ମାନ ଉପୁଜିଥାଏ | ତାହେଲେ ସେହି ଭଳି କିଛି ଅସୁବିଧା ଥିଲେ ସେଥିରୁ ମୁକ୍ତି ପାଇବା ପାଇଁ କେଉଁ ପ୍ରକାରର ଖାଦ୍ୟ ଖାଇବା ଯୋଗୁ ଏହି ଭଳି ସମସ୍ୟା ଦୂର ହେବ ଆସନ୍ତୁ ଜାଣିବା |

ଆଜି କାଲି ଅନେକ ସମୟରେ ଆପଣ ମାନେ ଦେଖିବାକୁ ପାଉଥିବେ କି ଯୁବ ପିଢ଼ି ମାନଙ୍କ ପାଖରେ ଯୌନ ଓ ବୀଜ ଜନିତ ସମସ୍ୟା ମାନ ଦେଖା ଦେଉଛି | ତେବେ ଖାଦ୍ୟରେ ଅନିୟମିତତା ଓ ନିଦ୍ରା ଜନିତ ସମସ୍ୟା ଓ ଅତ୍ୟଧିକ ଶାରୀରିକ ପରିଶ୍ରମ ସହିତ ବିଶ୍ରାମ କରିବାକୁ ସମୟ ନ ପାଇବା ଫଳରେ ଏଭଳି କିଛି ଯୌନ ସମସ୍ୟା ପୁରୁଷ ଙ୍କ ପାଖରେ ଦେଖା ଯାଉଛି ତାହା ସହିତ ବୀଜ ମଧ୍ୟ କମିଯାଉଛି ତେଣୁ ଏଥି ପ୍ରତି ପ୍ରତ୍ୟେକ ପୁରୁଷ ଧ୍ୟାନ ଦେବା ନିହାତି ଆବଶ୍ୟକ ରହିଛି | ତେବେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ଜରୁରୀ ଟିପ୍ସ ଆଉ ଖାଇବା ବିଷୟରେ ବୋତେଇବାକୁ ଯାଉଛି ଯାହା ସାହାଯ୍ୟ ରେ ପୁରୁଷ ମାନେ ଶୂକ୍ରାଣୁ ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବେ |

1-ପାଣି:ଦିନକୁ 6-7 ଲିଟର ପାଣି ନିହାତି ପାଣି ପିଇବା ଆବଶ୍ୟକ ହୋଇଥାଏ | କାରଣ ପ୍ରଚୁର ପାଣି ପିଇବା ଦ୍ୱାରା ଆପଣ ଙ୍କ ଶରୀରରେ ସମସ୍ତ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ ଓ ଶରୀର ସୁସ୍ଥ ରହେ |2-ଅଣ୍ଡା:- ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ନିହାତି ଖାଇବା ଆବଶ୍ୟକ ହୋଇଥାଏ କାରଣ ଅଣ୍ଡା ପୁରୁଷ ମାନଙ୍କର ଶୁକ୍ରାଣୁ ବୃଦ୍ଧିରେ ସହାୟକ ହୋଇଥାଏ |3-ଲିଚୁ:- ଏହା ପୁରୁଷ ମାନଙ୍କ କ୍ଷେତ୍ରରେ ଶୁକ୍ରାଣୁ ର ପରିମାଣ ବୃଦ୍ଧି ଘଟିଥାଏ ସେଥିପାଇଁ ଆପଣ ମାନେ ଲିଚୁ ମଧ୍ୟ ଖାଆନ୍ତୁ 4-ଅଦା:-ଅଦା ମଧ୍ୟ ପୁରୁଷ ଙ୍କର ଶୂକ୍ରାଣୁ ବଢେଇବାରେ ସାହାଯ୍ୟ କରିଥାଏ | ଏହା ଶରୀରରେ ସେକ୍ସ ହର୍ମୋନକୁ ବୃଦ୍ଧି କରିବା ସହ ରକ୍ତ ସଂଚାଳନ କୁ ମଧ୍ୟ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ବୋଲି କୁହାଯାଉଛି |5-ପାଳଙ୍ଗ ଶାଗ:-ଆପଣ ମାନେ ମନେ ରଖିବା କଥା କି ପାଳଙ୍ଗ ଶାଗ ରେ ଫୋଲିକ ଏସିଡ ଅଧିକ ମାତ୍ରାରେ ରହିଥାଏ ଯାହା ପୁରୁଷ ମାନଂଲର ବୀର୍ଯ୍ୟ ରେ ଶୁକ୍ରାଣୁର ପରିମାଣକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ |


6-ରସୁଣ:-ରସୁଣ ମଧ୍ୟ ଏଭଳି ଗୋଟିଏ ଖାଦ୍ୟ ଯାହା ପୁରୁଷ ମାନଙ୍କ ଯୌନାଙ୍ଗ ରେ ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ତାହା ସହିତ ପୁରୁଷ ଙ୍କ ଶରୀରରେ ଶୁକ୍ରାଣୁର ପରିମାଣ କୁ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ |
7-ଡାର୍କ ଚକୋଲେଟ:-ଡାର୍କ ଚକୋଲେଟ ରେ ଆର୍ଜିନିନୀନ ନାମକ ଏମୀନୋ ଏସିଡ ରହିଛି ଯାହା ଶୁକ୍ରାଣୁ କୁ ପୁରୁଷ ଙ୍କ ଶରୀରରେ ବଢେଇବାରେ ସାହାଯ୍ୟ କରିଥାଏ |
8-ଆଭୋକାଡୋ:-ଆଭୋକାଡୋ ଏଭଳି ଗୋଟିଏ ଖାଦ୍ୟ ଯାହା କୁ ଆମେ ପୁରୁଷର ଶୁକ୍ରାଣୁ ର ପରିମାଣ ବୃଦ୍ଧି କରିବାରେ ବ୍ୟବହାର କରାଯାଏ |9-ବୋଇତାଳୁ ମଞ୍ଜି:-ପୁରୁଷ ର ସେକ୍ସ କ୍ଷମତା କୁ ବଢେଇବା ପାଇଁ ବୋଇତାଳୁ ମଞ୍ଜିର କୁ ସେବନ କରିବା ମଧ୍ୟ ନିହାତି ଆବଶ୍ୟକ |

ତେବେ ଏହା ଥିଲା ସେହି ଖାଦ୍ୟ ଯାହା ପୁରୁଷ ଙ୍କର ସେକ୍ସ କ୍ଷମତା କୁ ବଢ଼େଇଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment