Big Update – ବଦଳିଗଲା ଗଲା ସୁକନ୍ୟା ସମୃଦ୍ଧ ଯୋଜନା… ଟଙ୍କା ରଖୁଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ଯାହା କେନ୍ଦ୍ର ସରକାର ଙ୍କ ଗୋଟିଏ ପ୍ରୟାସ ଯାହା ଦ୍ୱାରା ସାଧାରଣ ଲୋକ ସାହାଯ୍ୟ ପାଇପାରିବ ସରକାର ଙ୍କ ଏହି ଯୋଜନା ବେଟି ପଢାୟ,ବେଟି ବାଚୟ ରେ ଅନ୍ତର୍ଭୁକ୍ତ ଯାହା ଆପଣ ମାନେ ଜାଣିଥିବେ ଏହି ଯୋଜନା କେବେଳ ସେଇମାନଙ୍କ ପାଇଁ ଉପଲବ୍ଧ ଯେଉଁମାଙ୍କର 2 ଟି ଝିଅ ଥିବ ଓ ସେମାନଙ୍କ ର ବୟସ 10 ବର୍ଷ ହେଇଥିବ, ସେମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ |

ହେଲେ ଏବେ ସରକାର ଙ୍କ ନୂଆ ନିୟମ ଅନୁଯାୟୀ ଏହି ଯୋଜନା ରେ ଏବେ ଯାହା ଙ୍କର 3 ଟି ଝିଅ ଥିବ ଏବେ ସିଏ ମଧ୍ୟ ଏହି ଯୋଜନା ରେ ସାମିଲ କରିପାରିବ, ବୋଲି କୁହାଯାଇଛି |ହେଲେ ଏହି ନିୟମ ଅନୁଯାୟୀ ସରକାର ଙ୍କ ଏହି ଯୋଜନା ରେ କେତେ ଗୁଡିଏ କାର୍ଯ୍ୟ ମାନ ରହିଅଛି ଏବେ ଆସନ୍ତୁ ଜାଣିବା ଏହି ଯୋଜନା ରେ ଆମେ କେମିତି ନିଜକୁ ସାମିଲ କରି ଏହି ଯୋଜନା ର ଲାଭ ଉଠାଇବା |

ସରକାର ଙ୍କ ଏହି ଯୋଜନା ରେ ପ୍ରଥମେ 2 ଟି ଝିଅ କଥା ଉଲେଖ ଥିଲା ଓ ଏବେ ତାହା ପରିବର୍ତନ ହେଇ 3 କୁ ହେଇଚି ଯାହା ଦ୍ୱାରା ଅଧିକାଂଶ ଲୋକ ଉପକୃତ ହେବେ ବୋଲି ଆଶା କରାଯାଉଛି |ଏହି ଯୋଜନା ରେ ପ୍ରଥମେ ମାସ କୁ 250 ଟଙ୍କା ରୁ 150 ଲକ୍ଷ ପର୍ଯ୍ୟନ୍ତ ଜମା କରିବାର ସୁବିଧା ରହିଛ, ଯାହା ଆବେଦନ କାରୀ ଙ୍କ ଆକାଉଣ୍ଟ ରେ ଜମା କରିବାକୁ ହବ ଓ ଏହି ଜମା କରୁଥିବା ରାଶି ଆପଣଙ୍କ ଖାତା ରେ ଜମା ହେଇ ରହିଲା ଏହାକୁ ଆପଣ ଗୋଟିଏ ସମୟ ସୀମା ଵିଧି ରେ ଉଠାଇ ପାରିବେ ଓ ଏହି ଜମା ରାଶି ସରକାର ସରକାର ଙ୍କ ତରଫ ରୁ 7.6% ହାରରେ ଆପଣଙ୍କ ଆକାଉଣ୍ଟ ରେ ଜମା ହେବ ଓ ଏହି ଜମା ରାଶି କେବେଳ ହିତାଧିକାରୀ ଓ ଅଭିଭାବକ ଙ୍କ ବେତିତ ଆଉ କେହି ଉଠାଇ ପାରିବେ ନାହିଁ |

ସରକାର ଙ୍କ ଏହି ନିୟମ ଅନୁଯାୟୀ ସମସ୍ତ ହିତାଧିକାରୀ ମାନେ ଏହି ଯୋଜନା ରେ ଲାଭ ପାଇପାରିବେ ବୋଲି କୁହାଯାଇଛି, କେନ୍ଦ୍ର ସରକାର ଙ୍କ ଏହି ଯୋଜନା ଦ୍ୱାରା କେତେ ଲୋକ ଯେ ଉପକୃତ ହେବେ ତାହା ସବୁଠାରୁ ବଡ କଥା ବୋଲି କୁହାଯାଉଛି, ହେଲେ ଏହି ଯୋଜନା ଶୋତାଧିକ ଲୋକ ଆବେଦନ କରସାରିଛନ୍ତି ଯାହା, ଆବେଦନ କରିବାର ଏହାର କିଛି ସମୟ ସୀମା ରହିଥାଏ ଓ ଏହି ସମୟ ମଧ୍ୟ ରେ ଏହାକୁ ଆବେଦନ କରିଲେ ଏହି ଯୋଜନା ର ଲାଭ ଉଠେଇପାରିବ |

ତାହାଲେ ଏହା ଥିଲା ସୁକନ୍ୟା ସମୃଦ୍ଧି ଯୋଜନା ର କିଛି କଥା ଏମିତି ନୂଆ ନୂଆ କଥା ଜାଣିବା ପାଇଁ ଆମ ସହ ଯୋଡି ରୁହନ୍ତୁ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment