Big Update – ହଲ ଭିତରେ ଦଳ ଚକଟା… ଅଭିନେତ୍ରୀ Prakruti ଙ୍କୁ ରାକ୍ଷା କଲେ ଅଭିନେତା ବାବୁଶାନ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଓଡିଆ ସିନେମା ଜଗତ ର ଚକଲେଟ ହିରୋ ଭାବରେ ଜଣା ଶୁଣା ବାବୁସାନ ମହାନ୍ତି ଲୋକ ମାନଙ୍କ ବହୁତ ପସନ୍ଦ |ସେ ଆଗରୁ ମଧ୍ୟ ଓଡିଆ ସିନେମା ଜଗତ ରେ ତାଙ୍କର ବହୁତ ସିନେମା ମାନ ଲୋକ ମାନେ ଦେଖି ସାରିଛନ୍ତି ଓ ଲୋକଙ୍କୁ ମଧ୍ୟ ବାବୁ ସାନ ମହାନ୍ତି ମୋନାରଂଜନ ମଧ୍ୟ ଦେଇଛନ୍ତି ଯାହା ପାଇଁ ଆଜି ଲୋକ ଙ୍କ ମନ ରେ ବାବୁ ସାନ ମହାନ୍ତି ଙ୍କ ପାଇଁ ଏତେ ଶ୍ରଦ୍ଧା ଓ ଭଲ ପାଇବା ଦେଖିବାକୁ ମିଳୁଛି |

ଏଥରେ ବାବୁସାନ ମହାନ୍ତି ଙ୍କ ସହିତ ଅଛନ୍ତି ଓଡ଼ିଆ ସିନେମା ଜଗତ ର ଲୋକ ପ୍ରିୟତା ପାଇଥିବା ଚୁଲବୁଲି ନାୟିକା ପ୍ରକୃତି ମିଶ୍ର ଯିଏ କି ଅତି କମ ବୟସ ରେ ପ୍ରଥମେ ଟିଭି ପରଦା ରେ ସିରିଏଲ ମାଧମ ରେ ଲୋକଙ୍କ ମନରେ ତାଙ୍କର ସ୍ଥାନ ପାଇଥିଲି ଓ ଲୋକ ମାନେ ମଧ୍ୟ ତାଙ୍କର ଭଲ ପାଇବା ଓ ସ୍ନେହ ଶ୍ରଦ୍ଧା ରେ ଏତେ ପର୍ଯ୍ୟନ୍ତ ତାଙ୍କୁ ବାନ୍ଧି ରଖିଛନ୍ତି |

ତାହାଲେ ଦର୍ଶକ ବନ୍ଧୁ ଏହି ଫିଲ୍ମ କୁ ଡିରେକ୍ସନ ଦେଇଛନ୍ତି ତାପସ ସାରଘରିଆ ଓ ସଂଗୀତ ଦେଇଛନ୍ତି ଗୌରବ ଆନନ୍ଦ, ଏହି ଫ୍ଲିମ ରେ ଲିଡିଙ୍ଗ ରୋଲ ରେ ଅଭିନୟ କରୁଛନ୍ତି ମେଘା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ସୁପର ଷ୍ଟାର ବାବୁ ସାନ ମହାନ୍ତି ଓ ତାଙ୍କ ସହିତ ଅଛନ୍ତି ଓଡିଆ ସିନେମା ଜଗତ ର ନାୟିକା ପ୍ରକୃତି ମିଶ୍ର, ଜୁନ 3 ତାରିକ ଶୁଭ ମୁକ୍ତି ହେଇଥିବା ଏହି ଚଲୋଚିତ୍ର ରୁକ୍ମଣୀ ଥେଟରେ ଶୁଭ ମୁକ୍ତି ହେଇଥିଲା|

ଶୁଭ ମୁକ୍ତି ହବା ପରେ ବହୁ ସଂଖ୍ୟା ର ଦର୍ଶକ ବ୍ରହ୍ମପୁର ସ୍ଥିତ ରୁକ୍ମଣୀ ସିନେମା ହଲ ରେ ଯାଇ ଫିଲ୍ମ ଉପଭୋଗ କରିବା ସହିତ, ବାବୁସାନ ଙ୍କୁ ମଧ୍ୟ ଭେଟି ଥିଲେ ଓ ତାଙ୍କ ସହିତ ନାୟିକା ପ୍ରକୃତି ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ସେଠାରେ ବାବୁସାନ ଙ୍କୁ ପାଇ ଲୋକ ଙ୍କ ମନ ଖୁସି ରେ ନାଚି ଉଠିଥିଲା ଯାହା ଫଳ ରେ ଦର୍ଶକ ମାନେ ସିନେମା ହଲ ସାମ୍ନା ରେ ଲୋକଙ୍କ ର ଭିଡ଼ ଯେମିତ ତାହାର ଦେଖିବା ର ଦୃଶ୍ୟ ଥିଲା,ଲୋକ ଙ୍କର ଏମିତି ଭଲ ପାଇବା ଦେଖି ଆପଣ ମାନେ ବୁଝି ପାରିଥିବେ ଏହି ଫିଲ୍ମଟି କେମିତି ବାବୁସାନ ଙ୍କୁ ଆଗକୁ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିବ ବୋଲି କହିଛନ୍ତି ବାବୁସାନ ମହାନ୍ତି |

ତାହାଲେ ଦର୍ଶକ ବନ୍ଧୁ ବାବୁସାନଙ୍କ ଏତେ ପରିମାଣ ର ଲୋକ ପ୍ରିୟତା ଓ ଏହି ଚଳଚିତ୍ର ତାଙ୍କର ଅଭିନୟ କୁ ଲୋକେ ଆନନ୍ଦ ନେବା ସହିତ ମନରଞ୍ଜନ ମଧ୍ୟ କରିଛନ୍ତି ଓ ହଲ ରୁ ବାହାରିଲା ପରେ ହଲ ସାମ୍ନା ରେ ବାବୁସାନ ଙ୍କ ଫ୍ୟାନ ମାନେ ଡ୍ୟାନ୍ସ କରି ଜଣାଇଦେଇଛନ୍ତି ଯେ ଏହି ଚଲଚିତ୍ର ଟି କେତେ ଲୋକ ଙ୍କ ହୃଦୟକୁ ଛୁଇଁଛି ତାହା ଏଠାରେ ସ୍ପଷ୍ଟ ଜଣା ପଡିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment