ଆପଣମାନେ ଓଡିଆ ଚଳଚ୍ଚିତ୍ର ଜଗତ ସହିତ ବେଶ ପରିଚିତି ଥିବେ ସେଥିରୁ ବହୁତ କିଛି ଶିଖିଥିବେ ମଧ୍ୟ, ସେମାନଙ୍କ ମଧ୍ୟ ରୁ ଆପଣ ମାନଙ୍କ ର ମନ ପସନ୍ଦ ର ନାୟକ ଓ ନାୟିକା ଙ୍କ ଚୋଳଚ୍ଚିତ୍ର ଦେଖିବା ପାଇଁ ଆପଣ ମାନେ ବହୁତ ଖୁସି ମଧ୍ୟ ହେଇଥାନ୍ତି, ଚଳଚ୍ଚିତ୍ର ରେ ଦେଖିଥିବା ସମସ୍ତ କଥା ମିଥ୍ୟା ହେଲେ ଆପଣ ତାକୁ ଦେଖି ଖୁସି ହେବା ସହିତ ସେଥିରେ ଅଭିନୟ କରୁଥିବା କଳାକାର ମାନଙ୍କର ଆମେ ପ୍ରଶଂସା କରିଥାଉ, ସେଥିପାଇଁ ଆମେ ଅଧିକ ସମୟ ଆମେ ଚୋଳଚ୍ଚିତ୍ର ବା ମେଘା ଧାରା ବାହିକ ବିଷୟରେ ସାଙ୍ଗ ସାଥି ମେଳ ରେ କେହି କେହି ଆଲୋଚନା କରିଥାଉ, ହେଲେ ଆମକୁ ମୋନରଞ୍ଜନ ଦେଇଉଥିବା ଏହି କଳାକାର ମାନେ ସତରେ ସେମାନଙ୍କ ଜୀବନ ଯେମିତି ଦର୍ଶକ ଙ୍କ ପାଇଁ ନେଇଛନ୍ତି ଏମିତି ଆମକୁ ଅନୁଭବ କରାଇଥାନ୍ତି |
ଏମିତି କିଛି କଳାକାର ଅଛନ୍ତି ଯିଏ କି ନିଜେ ଦୁଃଖ କଷ୍ଟ ରେ ଅନ୍ୟକୁ ସାହାଯ୍ୟ କରିବାରେ ମଧ୍ୟ ଦେଖା ଯାନ୍ତି, ହେଲେ କଳାକାର ମାନଙ୍କ ର ପ୍ରକୃତ ଭଲ ପାଇବା, ଓ ସେମାନଙ୍କ ଜୀବନ ସମ୍ପୂର୍ଣ୍ଣ ଭିନ୍ନ ହେଲେ ବି ମଧ୍ୟ ସେମାନେ ଆମକୁ ଓ ଦର୍ଶକ ମାନଙ୍କୁ ନିଜର ଭଗବାନ ବୋଲି ମାନିଥାନ୍ତି କାରଣ ଦର୍ଶକଙ୍କ ଗୋଟିଏ ହାତ ତାଳି ସେମାନଙ୍କ ପାଇଁ ଆଶୀର୍ବାଦ ବୋଲି ସେମାନେ ମାନିଥାନ୍ତି, ଏହି ଗୋଟିଏ ଗୋଟିଏ ହାତ ତାଳି ସେମାନଙ୍କୁ ବହୁତ ଆଗକୁ ନେଇଯାଇ ଥାଏ ବୋଲି ସେମାନେ ଭାବିଥାନ୍ତି ସେଥିପାଇଁ ତୋ ଦର୍ଶକ ବନ୍ଧୁ ଚୋଳଚିତ୍ର ଜଗତ ସହିତ ଆମର ବହୁତ ଭଲ ସମ୍ପର୍କ ରହିଛି |
ଯାହାକୁ ଆମେ ଦେଖି ମନୋରଂଜନ କରିଥାଉ ସେମାନଙ୍କୁ ଭିତରୁ ଯଦି କାହାର କୌଣସି ଅସୁବିଧା ହେଲା ବା କୌଣସି କାରଣ ମୁର୍ତ୍ୟୁ ହେଇଯାଏ | ତାହାଲେ ଆମେ ମଧ୍ୟ ବହୁତ ଦୁଃଖ ପ୍ରକାଶ କରିଥାଉ କାରଣ ଆମେ ବି ସେମାନଙ୍କ ସହିତ ଜଡିତ ହେଇ ରହିଥାଉ ଓ ସେମାନେ ଖୁସି ହେଲେ ବେଳେ ଆମେ ବି ଖୁସି ହେଇଥାଉ, ସେଥିପାଇଁ ପାଇଁ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କ ପାଇଁ ଗୋଟିଏ ଖୁସି ଖବର ଆଣିଛୁ ଯାହା ଶୁଣିଲେ ଆପଣ ମାନେ ଖୁସି ହେବେ ବୋଲି ଆଶା କରାଯାଇଛି |
ଆପଣ ମାନଙ୍କର ଓଡ଼ିଆ ଚଳଚ୍ଚିତ୍ର ଜଗତ ର ନାୟିକା ଝିଲ୍ଲୀକ ଚଟର୍ଜୀ ଯିଏ ଓଡିଆ ଚୋଳଚ୍ଚିତ୍ର ଜଗତରେ ନିଜର ଅଭିନୟ ମାଧମ ରେ ସମସ୍ତ ଙ୍କ ମନରେ ଘର କରିଥିଲେ ଏହି ବଙ୍ଗାଳୀ ଝିଅ 2020 ମସିହା ରେ ପ୍ରକୃତ ଜୀବନ ରେ |ସେ ଓଡ଼ିଆ ଘରର ବିବାହ ମଧ୍ୟ କରିଥିଲେ ବିବାହ କରିବା କିଛି ବର୍ଷ ପରେ ସେ ଏବେ ସମସ୍ତ ଆଉ ଗୋଟିଏ ଖୁସି ଖବର ମଧ୍ୟ ତାଙ୍କ ଦର୍ଶକ ମାନଙ୍କୁ ଦେଇଛନ୍ତି, ସେ ଭୁବନେଶ୍ୱର ରେ ଗୋଟିଏ ହସ୍ପିଟାଲ ରେ ତାଙ୍କ ଜନ୍ମଦିନ ରେ ଯାଆଁଳା ଶିଶୁ କନ୍ୟା କୁ ଜନ୍ମ ଦେଇଛନ୍ତି, ଯାହା ଓଡ଼ିଆ ଚୋଳଚ୍ଚିତ୍ର ଜଗତ ଓ ସମସ୍ତ ଦର୍ଶକ ମାନେ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେବା ସହିତ ଜନ୍ମଦିନ ର ବହୁତ ସାରା ଅଭିନନ୍ଦନ ଜଣାଇଛନ୍ତି |
ଏମିତି ଚଳଚ୍ଚିତ୍ର ଓ ଦେଶ ଦୁନିଆ ର ବିଷୟରେ ଜାଣିବା ପାଇଁ ଆମ ଲେଖା କୁ ପଢନ୍ତୁ ଓ ଏହାକୁ ସେଆର ମଧ୍ୟ କରନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।