ମଣିଷ ଜୀବନରେ ଜନ୍ମ ଜନ୍ମ ରହିଛି ଓ ମୃତ୍ୟୁ ବି ନିଶ୍ଚିତ। ସେହି ଜାଗାରେ ଯିଏ ରହି ଥାଆନ୍ତୁ କୌଣସି ଅଭିନେତା ଓ ନେତା ବା ଶିଳ୍ପ ପତି ବା ଗରିବ ଶ୍ରେଣୀର ଲୋକ କାହାକୁ ଦେଖି ନ ଥାଏ। ତେବେ ପୁଣି ଥରେ ସିନେମା ଜଗତରେ ଏକ ଶୋକର ଛାୟା ଦେଖିବାକୁ ମିଳିଛି। ଯାହା ଫ୍ୟାନ୍ସ ମାନଙ୍କୁ ଅଧିକ କଷ୍ଟ ସେଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଅଭିନେତା ସମ୍ପର୍କରେ।
ଏହି ସମୟରେ ଯେଉଁ ଶୋକର ଛାୟା ଖେଳି ଯାଇଛି ତାହା ସାରା ଦେଶ ରେ ଦେଖା ଯାଇଛି ଆଉ ଏହା ସମସ୍ତଙ୍କୁ ଦୁଃଖ ଦେଇଥିବା ବେଳେ ଅଧିକ ଫ୍ୟାନ୍ସ ମାନଙ୍କୁ କଷ୍ଟ ଲାଗିଛି। ବେଙ୍ଗଲି ଅଭିନେତା ଅଭିଷେକ ଚାଟାର୍ଜୀ ବଙ୍ଗାଳି ଫିଲ୍ମ ଜଗତରେ ତାଙ୍କର ଅବଦାନ ବହୁତ ରହିଛି। ଆଉ ତାଙ୍କର ସେହିପରି ଅଭିନୟ ପାଇଁ ଆଜି ସାରା ଦେଶ ମନେ ପକାଉଛି। ତାଙ୍କର ମାତ୍ର 58 ବର୍ଷ ବୟସରେ ପରଲୋକ କରିଛନ୍ତି। ବିଭିନ୍ନ ସମୟରେ ବଡ଼ବଡ଼ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ହଠାତ ଦେହାନ୍ତ ହୋଇଛି ଯାହାକୁ ନେଇ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରି ବଡ଼ ଚିନ୍ତାରେ।
ଏହି ସମୟରେ ବେଙ୍ଗଲି ଅଭିନେତା ଅଭିଷେକ ଚାଟାର୍ଜୀ ଏବେ ଆଉ ଦୁନିଆରେ ନାହାଁନ୍ତି ଯାହା ଏବେ ପଶ୍ଚିମବଙ୍ଗ ରେ ଘରେ ଘରେ ଲୁହ ଖେଳି ଯାଇଛି। ଆଉ ଏତେ କମ ବର୍ଷ ବୟସରେ ଯାହା ହୋଇଗଲା ତାହା ସମସ୍ତଙ୍କୁ ଦୁଃଖ ଦେଇଛି। ଆଉ ଅନେକ ଫିଲ୍ମ ଓ ଟିଭି ଶୋ ରେ ନିଜର ସୁନ୍ଦର ଅଭିନୟ କରି ଲୋକପ୍ରିୟତା ହାସଲ କରି ପାରିଛନ୍ତି। ତାଙ୍କର ଅଭିନୟ ବଙ୍ଗାଳି ସିନେମା ଜଗତରେ ଶ୍ରେଷ୍ଠ ପ୍ରତିଭା ଦେଇ ଥାଆନ୍ତି ବୋଲି ତାହା ଫ୍ୟାନ୍ସ ମାନଙ୍କ ପାଖରେ ଶୁଣିବାକୁ ମିଳିଥାଏ। ଆଉ ତାଙ୍କର ଏମିତି ହେବା ଦ୍ୱାରା ସୋସିଆଲ ମିଡ଼ିଆରେ ମଧ୍ୟ ଶୋକର ଛାୟା ଦେଖିବାକୁ ମିଳିଛି। ସୂଚନା ମୁତାବକ ଶ୍ରୀଯୁକ୍ତ ଅଭିଷେକ ଚାଟାର୍ଜୀ ଙ୍କର କିଛି ଦିନ ହେବ ଅସୁସ୍ଥ ରହି ଥିବାରୁ ମେଡ଼ିକାଲ ରେ ଚିକିତ୍ସା ମଧ୍ୟ ହୋଇଥିଲେ। ତାଙ୍କର ହୃଦଘାତ ହେବାରୁ ମୃତ୍ୟୁ ବରଣ କରିଥିଲେ ଯାହା ସୂଚନା ଯୋଗ୍ୟ।
ଆଉ ଏପଟେ ତାଙ୍କର ଅନେକ ଟେଲିଭିଜନ ଶୋ ମଧ୍ୟ କରିଥିଲେ ଆଉ ତାଙ୍କର ସମସ୍ତ ଅଭିନୟ କୁ ଦର୍ଶକ ମାନେ ବହୁତ ଭଲ ପାଇବା ଦେଇ ଥାଆନ୍ତି। ଆଉ ଏହିପରି ସମୟରେ ନିଜର ବୟସ ଅଧିକ ହୋଇ ନଥିଲା ହେଲେ ପରଲୋକ କୁ ଚାଲିଗଲେ ଯାହା ଏବେ ଶୋକ ଦେଖା ଦେଇଛି। ତାଙ୍କର ଏହି ସମୟରେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରି ନିଜ ଟୁଇଟର ଆକାଉଣ୍ଟ ରେ ତାଙ୍କ ମୃତ୍ୟୁ ପାଇଁ ସଦଗତି ଜଣେଇଛନ୍ତି। ଆଉ ଏହାକୁ ଦେଖିବା ପରେ ସମସ୍ତେ ସୋସିଆଲ ମିଡ଼ିଆରେ ଆକୁଉଣ୍ଟ ରେ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଅନେକ ଫିଲ୍ମ ମଧ୍ୟରେ ପଥଲୋଭା ସିନେମା ରୁ ଆରମ୍ଭ କରିଥିଲେ ଯାହା ସୁଚାନ ଯୋଗ୍ୟ। ତାଙ୍କୁ ବିଭିନ୍ନ ଶୋ ରେ ମଧ୍ୟ ଦେଖିବାକୁ ମିଳି ଥାଆନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।