Odisha News Portal

Big Breaking News – ହଠାତ ଏବେ ଏବେ ଅଭିନେତା Mithun Chakraborty ଙ୍କୁ ନେଇ ଆସିଲା ବହୁତ ବଡ ଦୁଃଖଦ ଖବର….

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଜଣେ ଆଗଧାଡିର ଲୋକପ୍ରିୟ ଅଭିନେତା। ଯାହାଙ୍କୁ ଭଲ ପାଆନ୍ତି ଅଗଣିତ ଦର୍ଶକ। ଏବେ ଏହି ପ୍ରମୁଖ ଏବଂ ବର୍ଷୀୟାନ ସିନେ ତାରକା ଅସୁସ୍ଥ ଥିବା ଜଣା ପଡ଼ିଛି। ତେବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ ହୋଇ ପଡିଛନ୍ତି ବୋଲି ଜଣା ପଡ଼ିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। ତେବେ ବଲିଉଡର ଏହି ବର୍ଷିୟାନ ଅଭିନେତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାର ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଠି ସେ ଅସୁସ୍ଥ ଥିବାର ଦେଖା ଯାଉଛନ୍ତି। ଯାହାକୁ ଦେଖି ଅସ୍ଥିର ହୋଇ ପଡିଛନ୍ତି ତାଙ୍କର ପ୍ରସଂଶକ ମାନେ।

ସୂଚନା ଅନୁସାରେ ମିଥୁନ ଚକ୍ରବର୍ତ୍ତୀଙ୍କ କିଡନୀରେ ଷ୍ଟୋନ ହୋଇଥିବାରୁ ସେ ବେଙ୍ଗାଳୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ଯାହା ଜଣାଯାଇଛି। ଏହାକୁ ନେଇ ମିଥୁନଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଉ ଏହାପରେ ମିଥୁନ ଅସୁସ୍ଥ ଥିବାର ଏକ ଫଟୋ ବେଶ୍ ଭାଇରାଲ ହୋଇଥିଲା। ଏହାପରେ ତାଂକର ଅଗଣିତ ଫ୍ୟାନ୍ ବିଚଳିତ ହୋଇ ପଡ଼ିଥିଲେ। କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ସମୟରେ ମିଥୁନ ସୁସ୍ଥ ଥିବା ଓ ସେପରି କୌଣସି ଅସୁବିଧା ନଥିବା ନେଇ ଡାକ୍ତରଖାନା ସୂତ୍ରରୁ ପ୍ରକାଶ ପାଇଛି।ଆଉ ଏଥିପାଇଁ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ ମଧ୍ୟ କରା ଯାଇଛି ବୋଲି ଜଣା ପଡ଼ିଛି।

ଅସୁସ୍ଥ ଫଟୋ ସାମ୍ନାକୁ ଆସିବା ପରେ ଅସ୍ଥିର ହୋଇ ପଡିଥିଲେ ମିଥୁନଙ୍କ ଫ୍ୟାନ୍ସ। ଯାହାକୁ ନେଇ ସେମାନେ ମିଥୁନ ଚକ୍ରବର୍ତ୍ତୀ ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ ବାଙ୍ଗାଲୋରର ଏକ ବେସରକାରୀ ହସ୍ପିଟାଲରେ ମିଥୁନ ଦା’ଙ୍କ ଚିକିତ୍ସା ଚାଲିଛି। ତେବେ ସେ ଅସୁସ୍ଥ ହୋଇ ପଡ଼ିବାରୁ ଅଧିକ ମାତ୍ରାରେ ପେଟରେ ଷ୍ଟନ୍ ହେବା କାରଣରୁ ପେଟ ଦରଜ ଅଧିକ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ଏବେ ସେ ଡିସ୍ଚାର୍ଜ ହେଇଛନ୍ତି। ଆଉ ଡିସ୍ଚାର୍ଜ ହେବା ପରେ ସେ ଖୁବ ସୁସ୍ଥ ଅନୁଭବ କରୁଥିବା ମଧ୍ୟ ଜଣା ଯାଇଛି। ତେବେ ନିକଟରେ ମିଥୁନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି।

ଯେଉଁଥିରେ ଦେଖା ଯାଇଛି କି ମିଥୁନ ହସ୍ପିଟାଲ ବେଡ଼ରେ ଶୋଇଛନ୍ତି ଓ ଆଖି ବନ୍ଦ କରିଛନ୍ତି। ଯାହା ସମସ୍ତଙ୍କୁ ବ୍ୟସ୍ତ ବିବ୍ରତ କରିଛି।ସେ ବହୁତ୍ ଅସୁସ୍ଥ ଦେଖା ଯାଉ ଥିବାରୁ ଏହାକୁ ଦେଖି ପ୍ରସଂଶକ ମାନେ ବିଚଳିତ ହେବା ସ୍ଵାଭାବିକ। ତେଣୁ ଏହାକୁ ଦେଖି ଫ୍ୟାନ୍ସ ମାନେ ଖୁବ ବ୍ୟତିବ୍ୟସ୍ତ ହୋଇପଡିଥିବା ବେଳେ ଏବେ ମିଥୁନ ଦା ଙ୍କ ସୁସ୍ଥ ଥିବା ଖବର ସମସ୍ତଙ୍କୁ ସାମାନ୍ଯ ଆଶ୍ୱସ୍ତି ଦେଇଛି। ଆମେ ବି ପ୍ରାର୍ଥନା କରୁଛୁ ଯେ ଏହି ବରିଷ୍ଠ ଅଭିନେତା ଜଣଙ୍କ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।