ସ୍ବାମୀ ମରିଗଲା ପରେ ବିଧବା ବୋହୁ ଶଶୁର ଏମିତି କିଛି କରିଦେଲେ ଜାଣିଲେ ଆପଣ ମଧ୍ୟ କହିବେ ଛି ଛି .ଶଶୁର ନା ରାକ୍ଷାସ !

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯେଉଁ କଥାକୁ ଶୁଣିଲେ ଆପଣ ମାନେ ବହୁତ ରାଗି ଯିବେ । କାରଣ ଏହି କଥାରେ ଆମେ ଆପଣ ମାନଙ୍କୁ ଜଣେ ବୋହୂ ଉପରେ ଶଶୁରର ଅତ୍ୟାଚାର ବିଷୟରେ କହିବୁ ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।ହିମାଚଳ ପ୍ରଦେଶର ଜିଲ୍ଲା ବିଳାଶପୁର ଗ୍ରାମପଞ୍ଚାୟତରେ ଘଡୋଲର ଅନ୍ତର୍ଗତ ଜାମଲିର ଗାଁର ଶଶୁର ଦ୍ୱାରା ବୋହୂକୁ ବହୁତ ନିର୍ମମ ଭାବରେ ମାଡ ମାରିଥିବାର କଥା ସାମ୍ନାକୁ ଆସିଛି । ପିଟିବା ଦ୍ୱାରା ସେହି ମହିଳାଙ୍କର ଶରୀରରେ ବହୁତ କ୍ଷଚର ଚିହ୍ନ ମଧ୍ୟ ରହିଛି ।

ଗମ୍ଭୀର ଏକ ଭୟାନକ ଅବସ୍ଥାରେ ସେହି ମହିଳାଙ୍କୁ ହସ୍ପିଟାଲ ମଧ୍ୟରେ ଭର୍ତ୍ତି କରାଯାଇଅଛି । ପୋଲିସ ସେହି ମାମଲାକୁ ନିଜର ହାତକୁ ନେଇ କରି ଶଶୁର ଉପରେ ତଦନ୍ତ ଆରମ୍ଭ କରି ଦେଇଛି । ବୋହୂ ସହିତ ଶଶୁରର ମାରପିଟକରି ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

କୁହାଯାଉଛି କି ଗତ ସନ୍ଧ୍ୟାରେ ଶଶୁର ଜଣକ ନିଶାରେ କୌଣସି କଥାତୁ ନେଇକରି ବୋହୂ ସହିତ ଝଗଡା କରିବାକୁ ଲାଗିଲା । ମାତ୍ର ସେହି କଥାଟି ଧୀରେ ଧୀରେ ବଢିବାରେ ଲାଗିଲା ଏବଂ ଶଶୁର ଏକ ଧାରୁଆ ହତିଆର ଧରି ବୋହୂ ସହିତ ମାରପିଟ କରିଥିଲେ ।

ଏହାପରେ ସେ ତାର ବୋହୂର ମୁଣ୍ଟରେ ସେହି ହତିଆରରେ ବାଡେଇ ମଧ୍ୟ ଦେଇଥିଲେ । ସେହି ସମୟରେ ବୋହୂ ଚିତ୍କାର କରିବାକୁ ଲାଗିଲା ଏବଂ ବୋହୂର ଚିକ୍ତାର ଶୁଣିକରି ପଡୋଶୀର ଲୋକମାନେ ଦୌଡିକରି ଆସିଥିଲେ ଏବଂ ସେହି ମାରପିଟକୁ ଆସି ବନ୍ଦ କରେ ପରେ 108 କୁ କଲ କରି ସେହି ମହିଳାଙ୍କୁ ଜିଲ୍ଲା ହସ୍ପିଟାଲକୁ ପହଞ୍ଚାଇଥିଲେ ।

ମାତ୍ର ଆପଣ ମାନେ ଭାବୁଥିବେ କି ଏହି ସମସ୍ତ ଘଟଣା ଘଟିବା ସମୟରେ ସେହି ମହିଳା ଜଣଙ୍କର ସ୍ୱାମୀ କଣ କରୁଥିଲେ । ତେବେ ସୂଚନା ଅନୁସାରେ ସେହି ମହିଳା ଜଣକଙ୍କର ସ୍ୱାମୀ ଗତ ବର୍ଷରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ସେହି ମହିଳାଙ୍କ ଚୋଟ ଛୋଟ ଦୁଇ ପିଲା ମଧ୍ୟ ରହିଛି ।

ସୂଚନା ଅନୁସାରେ କି ପ୍ରତ୍ୟେକ ଦିନ ଶଶୁର ନିଶା କରି ତାର ବୋହୂ ସହିତ ମାରପିଟ କରିଥାଏ । ସନ୍ଧ୍ୟା ସମୟରେ ତାର ଘର ପାଖର ମହିଳା ମାନେ କଥାବାର୍ତ୍ତା କରିବାକୁ ଆସନ୍ତି ଯେଉଁଥିପାଇଁ ସେହି କଥାକୁ ନେଇକରି ଶଶୁର ରାଗିଗଲେ ଏବଂ ସେହି ମହିଳାଙ୍କୁ ତାର ଘରୁ ବାହାରି ଯିବା ପାଇଁ କହିଥିଲେ ।

ମାତ୍ର ଯେତେବେଳେ ବୋହୂଟି ଶଶୁରର କଥାକୁ ବିରୋଧ କରିଥିଲେ ସେହି ସମୟରେ ଶଶୁର ତାର ବୋହୂକୁ ଘର ବାହାର କରି ଦେଇଥିଲେ ଏବଂ ତାପରେ ମହିଲା ଜଣକ ବେହୋସ ହୋଇ ଯାଇଥିଲେ । ତେବେ ସେହି ସମୟରେ ବିଳାଶପୁର ପୋଲିସ ମାନେ ମହିଳାର ବୟାନକୁ ଆଦାର କରି ମାମଲା ରୁଜୁ କରିଥିଲେ ଏବଂ ତାର ଶଶୁର ପ୍ରତି ତଦନ୍ତ ଆରମ୍ଭ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment