Odisha News Portal

ବିବାହର ପ୍ରଥମ ଥର ଏକାଠି ମିଶି ଜାଗାର ଓଷା ପାଳନ କଲେ ସବ୍ୟସାଚୀ ଏବଂ ଅର୍ଚ୍ଚିତା

ଓଲିଉଡ ଇଣ୍ଡଷ୍ଟ୍ରୀର ସୁପରହିଟ ଯୋଡି ତଥା ସୁପରିଚିତ ନାୟିକା ହେଉଛନ୍ତି ସବ୍ୟସାଚୀ ଏବଂ ଅର୍ଚ୍ଚିଚା , ଯିଏକି ଗତ ରବିବାର ଦିନ ରାଜସ୍ଥାନର ଏକ ରାଜଉଆସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସବ୍ୟ ଏବଂ ଅର୍ଚ୍ଚିତା ବିବାହ ଅନେକ ଫୋଟ ମଧ୍ୟ ସେୟାର କରିଥିଲେ ଏବଂ ସେ ବିବହାର ପାଞ୍ଚ ଦିନ ପରେ ଓଡିଶା ଫେରିଥିଲେ । ଘରେ ପହଞ୍ଚିବା ମାତ୍ରେ ସବ୍ୟଙ୍କ ମା ଅର୍ଥାତ୍ ଅର୍ଚ୍ଚିତାଙ୍କ ଶାଶୁ ଓଡିଆ ରୀତି ପରମ୍ପରାରେ ଗନ୍ଦାପନା କରି ଗୃହ ପ୍ରବେଶ କରାଇଥିଲେ । ଏହା ଅର୍ଚ୍ଚିତା ପ୍ରଥମ ଥର ପାଇଁ ରୋଷେଇ ଘରେ ପାଦଦେଇଥିଲେ ଏବଂ ନିଜ ହାତରେ ରୋଷେଇ ମଧ୍ୟ କରିଥିଲେ । ଶାଶୁ ଘରେ କିଛି ଦିନ ବିତାଇବା ପରେ ସେ ପ୍ରଥମ ଥର ନିଜ ବାପଘରକୁ ଯାଇଥିଲେ ଏବଂ ବହୁ ଦିନ ପରେ ଅର୍ଚ୍ଚିତା ଏବଂ ସବ୍ୟଙ୍କୁ ଦେଖି ଅର୍ଚ୍ଚିତାଙ୍କ ଆଈ ଭାବବିହ୍ୱଳ ହୋଇ ପଡିଥିଲେ ।

 ଅର୍ଚ୍ଚିତାଙ୍କ ଆଈ ଆଖିରୁ ଖୁସୀର ଦୁଇଟୋପା ଲୁହ ମଧ୍ୟ ଝରାଇଥିଲେ କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ନବବିବାହିତା ଅର୍ଚ୍ଚିତା ଏବଂ ସବ୍ୟ ଶିବରାତ୍ରୀର ଉତ୍ସବ ପାଳନ କରୁଥିବାର କିଛି ଫୋଟ ନିଜର ଫେସବୁକ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ଆପଣମାନେ ଭିଡିଓ ମାଧ୍ୟମରେ ଦେଖିବାକୁ ପାଉଥିବେ । ଅର୍ଚ୍ଚିତା ଶିବରାତ୍ରୀରେ ନିଜ ପରିବାର ସହିତ କିଛି ଫୋଟ ସେୟାର କରିଛନ୍ତି । ସେ ଓଲିଉଡର ନାୟିକା ଏଲିନା ସହିତ ମଧ୍ୟ ନଜର ଆସିଛନ୍ତି । ସବ୍ୟ ଏବଂ ଅର୍ଚ୍ଚିତା ଦୁହେଁ ବିବାହର ପ୍ରଥମ ଥର ଏକାଠି ହୋଇ ଜାଗାର ଉତ୍ସବ ପାଳନ କରୁଛନ୍ତି । ସେ ଓଲିଉଡର ନାୟିକା ଏଲିନା ସହିତ ମଧ୍ୟ ନଜର ଆସିଛନ୍ତି । ସବ୍ୟ ଏବଂ ଅର୍ଚ୍ଚିତା ଦୁହେଁ ବିବାହର ପ୍ରଥମ ଥର ଏକାଠି ହୋଇ ଜାଗାର ଉତ୍ସବ ପାଳନ କରୁଛନ୍ତି । ଅର୍ଚ୍ଚିତାଙ୍କ ଶାଶୁ କିଛି ଲଡୁ ପ୍ରସ୍ତୁତ କରି ଅର୍ଚ୍ଚିତାଙ୍କୁ ଦେଉଥିବାର ନଜର ଆସୁଛନ୍ତି ।ସବ୍ୟ ଏବଂ ଅର୍ଚ୍ଚିତା ଏ ଦୁୁଇ ଯୋଡିକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି ଏବଂ ଆଗକୁ ମଧ୍ୟ ପସନ୍ଦ କରିବେ । ଅର୍ଚ୍ଚିତା ଶିବରାତ୍ରୀରେ ଘରେ ବସି ଦୀପ ଜଳାଉ ଥିବାର ଫୋଟ ସୋସିଆଲ ଏକାଉଣ୍ଡରେ ସେୟାର କରିଛନ୍ତି । ଅଗଣିତ ଦର୍ଶକମାନେ ଏ ଦୁଇ ଯୋଡିଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଉଛନ୍ତି ଏବଂ ସେମାନଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେଉ ବୋଲି ଇଶ୍ୱରଙ୍କ ଲନିକଟରେ ପ୍ରାର୍ଥନା ମଧ୍ୟ କରିଛନ୍ତି । ଅର୍ଚ୍ଚିତା ନିଜ ଶାସଉ ଘରେ ବହୁତ ଖୁସୀରେ ଥିବାର ଜଣା ଯାଉଛି ଏବଂ ଶିବମନ୍ଦିରରେ ସବ୍ୟ ଏବଂ ଅର୍ଚ୍ଚିତା ଜାଗର ଓଷା ପାଲନ କରୁଛନ୍ତି ।

ଜାଗର ଓଷା ସବ୍ୟ ଏବଂ ଅର୍ଚ୍ଚିତାଙ୍କୁ ପ୍ରଥମର ପାଇଁ ଏକାଠି କରାଇଛି ଏବଂ ସେ ଦୁହେଁ ଭକ୍ତିର ସହିତ ଇଶ୍ୱରଙ୍କ ପୂଜା ଅର୍ଚ୍ଚନା କରୁଛନ୍ତି । ଅର୍ଚ୍ଚିତା ସନ୍ଧ୍ୟା ସମୟରେ ଦୀପ ଜଳାଉଥିବାର କିଛି ଫୋଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେହି ଫୋଟକୁ ଅଗଣିତ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି । ଇଶ୍ୱରଙ୍କ ଠାରେ ଏତିକି ପ୍ରାର୍ଥାନା କି ଏ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ଏମିତି ସୁଖରେ କଟୁଥାଉ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।