Odisha News Portal

ବିବାହର ପ୍ରଥମ ରାତିରେ ହିଁ କନିଆଁ ବରଙ୍କୁ ପହଞ୍ଚାଇ ଦେଲେ ହସ୍ପିଟାଲ, ବର କହିଲା- ସେ ବହୁତ ବଡ ଅଲଜ୍ୟା ସେ ମୋ ସହିତ କାଲି ରାତିରେ…

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି। ଆମ ହିନ୍ଦୁ ଧର୍ମ ରେ ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।କାରଣ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ି କୁ ସ୍ୱୟଂ ଭଗବାନ ବ୍ରହ୍ମା ପୂର୍ବରୁ ତିଆରି କରିଥାନ୍ତି ଏବଂ ପୃଥିବୀ ଲୋକରେ ସେହି ଦୁଇ ଜଣଙ୍କ ମିଳନ କରାନ୍ତି।

ତେଣୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଯୋଡ଼ି କୁ ଅନେକ ଚେଷ୍ଟା କରି ମଧ୍ୟ କେହି ଭାଙ୍ଗି ପାରନ୍ତି ନାହିଁ।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ ର ଅର୍ଥ କୁ ବଦଳାଇ ଦେଉଛି।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ଘଟଣା ଟି ଆସିଛି ଉତ୍ତର ପ୍ରଦେଶ ର ସିକୋହାବାଦ ରୁ । ଏଠାରେ ଫେବୃଆରୀ ୧୫ ତାରିଖ ରେ ସୁନୀତ ଙ୍କ ବିବାହ ସ୍ଥାନୀୟ ଯୁବକ ଧର୍ମେନ୍ଦ୍ର ଙ୍କ ସହିତ ହୋଇଥିଲା । ସମ୍ପୂର୍ଣ ପାରମ୍ପରିକ ରୀତି ନୀତି ଅନୁସାରେ ଦୁଇ ପରିବାର ଉପସ୍ଥିତି ରେ ଦୁଇ ଜଣଙ୍କ ବିବାହ ହୋଇଥିଲା । ବିବାହ ରେ ଉଭୟ ପରିବାର ରେ ବେଶ୍ ଖୁସି ଥିଲେ କିନ୍ତୁ କେହି ଜାଣି ନଥିଲେ ଏହି ଖୁସି ତାଙ୍କର ଅଳ୍ପ ଦିନର ପାଇଁ।

ବିବାହ ପରେ ବର କନିଆଁ ବହୁତ୍ ଖୁସି ରେ ଘରକୁ ଆସିଥିଲେ ଘରେ ମଧ୍ୟ ବନ୍ଦାପନା କରି ତାଙ୍କୁ ସ୍ବାଗତ କରିଥିଲେ ।ତେବେ ସମସ୍ତଙ୍କ ପରି ଝିଅ ଘରୁ ମିଠା ଆସିଥିଲା ଯାହା ନୂଆ ବୋହୂ ପରିବାର ର ସମସ୍ତଙ୍କୁ ଖାଇବାକୁ ଦେଇଥିଲେ । ତେବେ ଧର୍ମେନ୍ଦ୍ର ଙ୍କ ପରିବାର ରେ ତାଙ୍କ ପିତା ମାତା, ଭାଇ ଭଉଣୀ ଓ ଭାଣିଜି ଇତ୍ୟାଦି ସଦସ୍ୟ ରହୁଥିଲେ ।

ଘରୁ ଆଣିଥିବା ମିଠା ରେ ସୁନୀତା ନିଶା ମିଶାଇ ଥିଲେ ଯେଉଁ ମିଠା ଖାଇ ଧର୍ମେନ୍ଦ୍ର ଙ୍କ ପରିବାର ର ସମସ୍ତ ଲୋକ ବେହୋସ୍ ହୋଇଗଲେ । ଏହାପରେ ସୁନିତା ଘରୁ ଟଙ୍କା 20.000 ହଜାର ଓ ଗହଣା ଚୋରି କରି ଫେରାର ହୋଇ ଗଲେ । ତେବେ ଏହା ପରଦିନ ପଡୋଶୀ ସନ୍ଦେହ କରି ଧର୍ମେନ୍ଦ୍ର ଙ୍କ ଘରକୁ ଆସିଥିଲେ ଯେଉଁଠି ପରିବାର ର ସମସ୍ତ ଲୋକ ବେହୋସ୍ ଥିଲେ ଓ ସୁନୀତା ଫେରାର ଥିଲେ । ଏହାପରେ ସେ ସମସ୍ତଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ ଓ ପୋଲିସ୍ କୁ ସୂଚନା ଦେଇଥିଲେ ।

ପୋଲିସ ଖବର ପାଇ ସୁନୀତା ଙ୍କୁ ଗିରଫ କରିଥିଲା । ତେବେ ଏହି ପ୍ରସଙ୍ଗ ରେ ଧର୍ମେନ୍ଦ୍ର କହିଥିଲେ ଯେ ସେ ଗୋଟେ ଚରିତ୍ରହୀନ ଓ ଅଲଜ୍ୟା ଯେଉଁଥିପାଇଁ ତାଙ୍କ ପରିବାର ଏତେ ଅବସ୍ଥା ହେଉଛି ।। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।