Odisha News Portal

ଦେଖନ୍ତୁ Viral ଭିଡ଼ିଓ : ବିବାହ ପୂର୍ବରୁ ଛୁଆ ଜନ୍ମ କରିବାକୁ କହିଲା, ତା ପରେ କଲା ଅଜବ କାରନାମା….

ଭଲ ପାଇବାର ଅନ୍ୟ ନାମ ହେଉଛି ବିଶ୍ୱାସ, କିନ୍ତୁ ବର୍ତ୍ତମାନ ର ଯୁବ ପୀଢ଼ି ଭଲ ପାଇବା ଭଳି ପବିତ୍ର ସମ୍ପର୍କକୁ କଳୁଷିତ କରିଦେଇଛନ୍ତି। ବର୍ତ୍ତମାନ ସମୟରେ ପ୍ରେମ ପ୍ରତାରଣା ଏବଂ ଧୋକା ଏକ ସାଧାରଣ କଥା ହୋଇଗଲାଣି। କାରଣ ଭଲ ପାଇବା ମାନେ ହିଁ ଶାରୀରିକ ସମ୍ପର୍କ ବୋଲି ଭାବୁଛନ୍ତି। ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ ଏହା ଦ୍ୱାରା ଅନେକ ଯୁବତୀ ବିବାହ ପୂର୍ବରୁ ମାଆ ହୋଇ ନିଜର ଭବିଷ୍ୟତ ନଷ୍ଟ କରିବା ସହିତ ପରିବାରର ମାନସନମାନ କୁ ପଦାରେ ପକାଉଛନ୍ତି। ଭୁଲ ଠିକ ଜାଣି ମଧ୍ୟ ଏଭଳି କାମ କରିବା ପାଇଁ ପଛାଉ ନାହାନ୍ତି। ଏଭଳି ଖବର ଆପଣ ମାନେ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥିବେ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘଟଣା ବିଷୟରେ ଜଣେଇବା ପାଇଁ ଯାଉଛୁ, ଯାହାକି ଜଣେ ଯୁବତୀ ବିବାହ ପୂର୍ବରୁ ମାଆ ହୋଇଛନ୍ତି ଏବଂ ପିଲାକୁ ବାପାର ପରିଚୟ ଦେବା ପାଇଁ ସଂଘର୍ଷ କରୁଛନ୍ତି। ପୁରା ଘଟଣା ଜାଣି ସାରିଲା ପରେ ଆପଣ ମାନେ ଦୁଃଖ ପ୍ରକାଶ କରିବେ ନିଶ୍ଚିତ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ଏଭଳି ଏକ ଘଟଣା ଘଟିଛି ଝାରଖଣ୍ଡ ରାଜ୍ୟର ବୁଲୁଆ ବ୍ଲକ ଅଞ୍ଚଳରେ, ତେବେ ସୂଚନା ଅନୁସାରେ ଅନୁଅମିନା ସବିନା ପ୍ରବୀଣ ନାମକ ଜଣେ ଯୁବତୀ ଉଦୟପୁର ରାଜେନ୍ଦ୍ରର ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଯୁବକ ଜଣକ ଯୁବତୀକୁ ପ୍ରତିଶ୍ରୁତି ଦେଇଥିଲା ବିବାହ କରିବା ପାଇଁ, ତେବେ ଅନୁ ଏବଂ ରାଜେନ୍ଦ୍ରର ଘରୁ ଲୁଚି। ଦିଲ୍ଲୀ ପଳେଇ ଆସିଲେ ଏବଂ ସେଠାରେ ଦୀର୍ଘ ଦୁଇମାସ ରହିଲେ, ପୁଣି ସେଠାରୁ ବେଙ୍ଗାଳୁର ପଳେଇଲେ, ସେଠାରେ ମଧ୍ୟ ଏକ ହଟେଲ ରେ କିଛି ଦିନ ରହିଲେ, ରାଜେନ୍ଦ୍ରର ଯୁବତୀଙ୍କୁ କହିଥିଲା ଯେ ବିବାହ ପୂର୍ବରୁ ପିଲା କରିବା ପାଇଁ ତାପରେ ଯାଇ ତାଙ୍କ ଘର ଲୋକ ମାନିବେ। ନଚେତ ଘର ଲୋକ ରାଜି ହେବେ ନାହିଁ ବୋଲି କହିଥିଲେ।

ଏହା ପରେ ସେ ଯୁବତୀ ଜଣଙ୍କୁ ଛାଡି ଦେଇଥିଲେ ଯୁବତୀ ଜଣକ ବର୍ତ୍ତମାନ ପିଲା ହୋଇ ସାରିଛି ଏବଂ ପିଲାଟିର ବୟସ ୮ ମାସ ହେବ। ତେବେ ସେ ରାଜେନ୍ଦ୍ରର ତାଙ୍କ ପାଖକୁ ଆସୁ ନାହାନ୍ତି। ତାଙ୍କ ବାପା କଲେକ୍ଟର ଅଫିସରେ କାର୍ଯ୍ୟ କରନ୍ତି, ସେଥିପାଇଁ ପାଇଁ ବାପା ନିଜର ସନମାନ ଚାଲିଯିବା ବୋଲି ପୁଅକୁ ଅନ୍ୟ ଜଗାରେ ବିବାହ କରୁଛନ୍ତି। ତେବେ ଯୁବତୀ ଜଣଙ୍କ ବିବାହ ଖବର ପାଇ ନିଜର ପିଲାକୁ ବାପାର ପରିଚୟ ଦେବାପାଇଁ ଆଇନ ର ଆଶ୍ରୟ ନେବେ ବୋଲି ସେ ଦିଲ୍ଲୀ ଆସିଛନ୍ତି, ପ୍ରମାଣ ହାସଲ କରିବା ପାଇଁ ସେ ଯେଉଁ ହୋଟେଲ ରେ ରହିଥିଲେ।

ତେଣୁ ପ୍ରଶାସନ ପାଖରେ ଆମର ଏତିକ ନିଵେଦନ ଶୀଘ୍ର ଏହି ଝିଅଟିକୁ ନ୍ୟାୟ ଦିଅନ୍ତୁ। ତେଣୁ ଆପଣ ମାନେ ଏଭଳି କିଛି ଭୁଲ କରନ୍ତୁନି, ଯାହାର ପରିଣତି ଅନେକ ଖରାପ ହେବ।