Odisha News Portal

ବିବାହ ପୂର୍ବରୁ ପରପୁରୁଷ ସହ ଭାବି ସ୍ତ୍ରୀର ଅଶ୍ଳୀଳ ଫୋଟୋ ଭାଇରାଲ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଏମିତି ଏକ ପ୍ଲାଟଫର୍ମ ଯାହା ଅଳ୍ପ ସମୟ ମଧ୍ୟ ରେ ଆଉ ସମସ୍ତେ ଙ୍କ ପାଖରେ ପହଂଚି ପାରିଥାଏ ସବୁ ଘଟଣା ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ।ଆଉ ଏବେ ଏକ ଘଟଣା ସମ୍ନାକୁ ଆସିଛି ଯାହା ଜଣେ ବର ବାହାଘର ହେବାକୁ ଯିବା ସମୟରେ କନ୍ୟା କୁ ବାହା ନ ହେବା ପାଇଁ ମନା କରି ଦେଇଥିଲା। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ। ଏହିଠାରେ ପୁଣି ଏକ ବିବାହ କୁ ନେଇ ବର ଓ କନ୍ୟା ମଧ୍ୟରେ ବିବାଦ ଉପୁଜୁଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି।

ଘଟଣା ଟିରେ ଯାହା ଜାଣିବାକୁ ମିଳିଛି ସେଠାରେ ବାହାଘର ହେବାକୁ ଯିବା ସମୟରେ ବର ମନା କରି ଦେଇଥିଲା କନ୍ୟା କୁ ବାହାଘର ନ ହେବାକୁ। ଆଉ ବେଦି ରେ ବସିବା ସମୟରେ ଏମିତି କିଛି କଟିଦେଲେ ବର ଯାହା ପାଇଁ ଆଇନ ର ଆଶ୍ରୟ ନେଲେ କନ୍ୟା। ଆଉ ଏହି ଘଟଣା ଟି ଏବେ ହାଇକୋର୍ଟ ରେ ବିଚାର ଧୀନ ଅବସ୍ଥାରେ ଯାହା ଏଠାରେ ଜାଣିବାକୁ ମିଳିଛି। ଘଟଣା ଟିରେ ଜାଣିବାକୁ ମିଳିଛି ଯେ ବର ଓ କନ୍ୟା ଘର ଦୁଇ ପରିବାର ସହମତିରେ ବିବାହ ଘର ଠିକ ହୋଇ ଥିଲା ହେଲେ ପରବର୍ତୀ ସମୟରେ ପୁରୋହିତ ଙ୍କୁ ମଧ୍ୟ ଟଙ୍କା ଦେଇ ସାରିଥିଲେ।

ବିବାହ ପାଇଁ ହେଲେ ବାହାଘର ର କିଛି ଦିନ ପୂର୍ବରୁ ବର ମନା କରି ଦେଇଥଲେ ଯାହା ଏଠାରେ ଜାଣିବାକୁ ମିଳିଛି ଆଉ ସେହି ବର ଜଣଙ୍କ କନ୍ୟା ସମ୍ପର୍କ ରେ କିଛି ଏମିତି ଚାଂଚଲ୍ୟକର ଘଟଣା ସମ୍ପର୍କ ରେ ଜାଣିବାକୁ ପାଇଥିଲେ ଯାହା ପାଇଁ ଏମିତି କିଛି କରିଥିଲେ। ଆଉ ସେହି କନ୍ୟା ଜଣଙ୍କ ବିବାହ ହେବା ପୂର୍ବରୁ ଅନ୍ୟ ପୁଅ ସହିତ ପ୍ରେମ ସମ୍ପର୍କ ଥିଲା ଏବଂ ତାଙ୍କର ସେହି ଯୁବକ ସହିତ କିଛି ଅଶ୍ଳୀଳ ଫଟୋ ମଧ୍ୟ ସେହି ବର ଙ୍କ ହାତରେ ଲାଗିଥିଲା। ଯାହା ଦେଖିବା ପରେ ବର ବିବାହ ପାଇଁ ମନା କରି ଦେଇଥିଲେ।

ଆଉ ସେହି ଝିଅ ଟି ଆଗରୁ କାହା ସହ ଏମିତି ଅଶ୍ଳୀଳ ସମ୍ପର୍କ ରହିଥିବା ନେଇ ସେହ ଫଟୋ ଦେଖିବାକୁ ମିଳିଛି ଯାହା ଏବେ ତାଙ୍କ ଘର ଲୋକ ଦେଖିଥିବା ନେଇ ଏହି ଫଟୋ କୁ ସୂଚନା ଯୋଗ୍ୟ। ଆଉ ପରବର୍ତ୍ତୀ ସମୟରେ କନ୍ୟା ଜଣଙ୍କ ସେହି ବର ବିରୁଦ୍ଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯାହା ଏଠାରେ ସୂଚନାଯୋଗ୍ୟ।ଆଉ ବର ଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ କୁ ନେଇ ଏବେ ଘଟଣା କୋର୍ଟ ରେ ରହିଛି। ସେହି ବର ମଧ୍ୟ ଏହି ସବୁକୁ ନେଇ ତାଙ୍କର ଅଭିଯୋଗ ମଧ୍ୟ କରିଛନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।