ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆମ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ବର୍ତ୍ତମାନ କଥା କୁହାଯାଉଛି ଜୟା ବଚନ ଙ୍କ ବିଷୟରେ | ଆଉ ଯେଉଁଠି ସେ କହିଛନ୍ତି କି ବିବାହ ପୂର୍ବରୁ ପୁଅ ଝିଅ ସମ୍ପର୍କ ରଖିବା ଆଉ ତାହା ସହିତ ଝିଅ ମାନେ ପ୍ରେଗନେଟ ହେବା କିଛି ଗୋଟିଏ ବଡ଼ କଥା ନୁହଁ ବୋଲି | ଆଉ ଯାହାକୁ ନେଇକି ତୀବ୍ର ବିରୋଧ କରିବାକୁ ଲାଗିଛନ୍ତି ଟୁଇଙ୍କିଲ ଆଉ କହିଛନ୍ତି କିଛି ଏମିତି କଥା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଏଠାରେ ଟ୍ୱିଙ୍କିଲ କହିଛନ୍ତି ଯେ ଜୟ ବଚନ ଙ୍କ କହିବା କଥା କି ବିବାହ ପୂର୍ବରୁ ରିଲେସନ ରେ ରହିଲେ ମଧ୍ୟ କିଛି ଅସୁବିଧା ନାହିଁ | ତେବେ ଯାହା କୁହାଯାଉଛି ଯେହେତୁ ସେମାନେ ଧନି ଘରର ଲୋକ ଆଉ ସେମାନେ ଏଭଳି କଥା କହି ପାରିବେ | କିନ୍ତୁ ଆମ ଓଡିଶା ରେ ତପସ୍ୱିନୀ ଙ୍କ କଥା ହେଉ ବା ଦୀପିକା ଙ୍କ କଥା ହେଉ ସେ ସବୁ କୁ ନେଇକି ଜାଣି ହେଉଛି କି ବିବାହ ପୂର୍ବରୁ ଝିଅ ଜଣେ ପ୍ରେଗନେଟ ହୋଇଗଲେ କେତେ ଅସୁବିଧା ସହିବାକୁ ପଡିଥାଏ ଝିଅ ଜାଣନକୁ ବୋଲି | ଆଉ ଯାହାକୁ ଆମ ଓଡ଼ିଶାରେ ପାପ ବୋଲି କୁହାଯାଇଥାଏ |
ତେବେ ଆହୁରି ମଧ୍ୟ କୁହାଯାଉଛି କି ଯଦି ଝିଅ ଟି ଭୁଲ ରେ ବି ପ୍ରେଗନେଟ ହେଇଗଲା ଏବର୍ଶନ ସିନା ହେଇଯିବ କିନ୍ତୁ ତାହା ପରେ ଅନେକ କଥା ତାଙ୍କୁ ଶୁଣିବା ପାଇଁ ପଡିବ ବୋଲି କୁହାଯାଉଛି ସେ ଲୋକ ଲଜ୍ୟା ସହିତ ବହୁତ କିଛି କରିବା ପାଇଁ ପଡିଥାଏ | ତେବେ ଜୟା ବଚନ ମିଡ଼ିଆ ଭାଇ ମାନଙ୍କ ସହିତ ମଧ୍ୟ ଠିକ ବ୍ୟବହାର କରି ନାହାନ୍ତି ବୋଲି କହିଛନ୍ତି | ତେବେ ଆଜି ସେ ଯାହା ହେଇଛନ୍ତି ସେ ସବୁ କେବଳ ମିଡ଼ିଆ ଭାଇ ମାନଙ୍କ ପାଇଁକି ହେଇଛନ୍ତି ନହେଲେ ଆଜି ତାଙ୍କୁ ଏତେ ଲୋକ କେବେ ହେଲେ ଚିନ୍ହି ପାରି ନ ଥାଆନ୍ତେ |
ତେବେ କୁହାଯାଏ କି ବିବାହ ପୂର୍ବରୁ ପ୍ରେଗନେଟ ହେବା ସହିତ ଗୋଟିଏ ପିଲା କୁ ନେଇକି ଝିଅ ଜଣଙ୍କ ସାରା ଜୀବନ କାଟିବା ଯେ କେତେ କଷ୍ଟ ଆଉ ସଂଘର୍ଷ ମୟ ଜୀବନ ହୋଇଥାଏ ସେଇଟା ସିଏ ଜଣେ | ଆଉ ଆମ ଓଡିଶା ରେ ଏହିଭଳି ଝିଅ ମାନଙ୍କୁ ବେଶ୍ୟା ବୋଲି କୁହାଯାଇଥାଏ | ଆଉ ଜୟା ବଚନ ଙ୍କ ଏହିଭଳି କଥା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ହୋଇଥାଏ | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।