ବନ୍ଧୁଗଣ ଆପଣ ଜାଣିଛନ୍ତି ସେଲିବ୍ରିଟି ମାନେ କିପରି ଭାବରେ ସେମାନଙ୍କ ଜୀବନଶୈଳୀକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିଥାନ୍ତି। ସେମାନେ ଅନେକ ସମୟରେ ତାଙ୍କର ପ୍ରସଂଶକ ମାନଙ୍କ ପାଇଁ ଅନେକ କିଛି ବାର୍ତ୍ତା ଦେଇଥାନ୍ତି ଏବଂ କେତେବେଳେ ଲାଇଭ ଭିଡିଓ ଆସି ମଧ୍ୟ ସେମାନଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି ଓ କେତେବେଳେ ତାଙ୍କର କିଛି ଖୁସିର ମୁହୂର୍ତ୍ତକୁ ମଧ୍ଯ ତାଙ୍କ ପ୍ରସଂଶକ ମାନଙ୍କ ସହ ମଧ୍ଯ ସେୟାର କରିଥାନ୍ତି। ଆଉ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ଏବଂ ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ମଧ୍ୟ ଦେଇଥାନ୍ତି।
ଅନେକ ଏମିତି କଳାକାର ଅଛନ୍ତି ଯେଉଁମାନେ ସେମାନଙ୍କ ବ୍ୟକ୍ତିଗତ ଜୀବନ ଏବଂ ବ୍ୟକ୍ତିତ୍ଵ ପାଇଁ ବେଶ୍ ଜଣା ଯାଆନ୍ତି।ସେମାନଙ୍କ ମଧ୍ୟରୁ ଅଭିନେତା ଅର୍ଦ୍ଧେନ୍ଦୁ ଅନ୍ୟତମ।ସେ ସୋସିଆଲ ମିଡିଆରେ କମ୍ ସକ୍ରିୟ ରହିବା, ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ। ସେ ନିକଟରେ ପୂର୍ବତନ ବିଧାୟକ ସ୍ୱର୍ଗତଃ ପ୍ରଦୀପ ମହାରଥୀ ଙ୍କ ଝିଅ ପଲ୍ଲବୀ ମହାରଥୀ ଙ୍କୁ ବିବାହ କରିଛନ୍ତି। ପଲ୍ଲବୀ ମଧ୍ଯ ଏକ ଜଣାଶୁଣା ଚେହେରା ଅଟନ୍ତି।ଏହି ସ୍ବାମୀ ସ୍ତ୍ରୀ ଉଭୟ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ।
ସେମାନେ ଦେଖିବା ପାଇଁ ଯେମିତି ସୁନ୍ଦର୍ ତାଙ୍କର ଅଭିନୟ ମଧ୍ୟ ସେମିତି ଚମତ୍କାର। ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଅର୍ଦ୍ଧେନ୍ଦୁ ଙ୍କ ଲୋକପ୍ରିୟତା ରହିଥିବା ବେଳେ ଜଣେ ଡାକ୍ତର ଭାବରେ ପଲ୍ଲବୀ ଙ୍କ ମଧ୍ଯ ନାମ ରହିଛି। ସେମାନେ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ବିବାହ ମଧ୍ଯ ବେଶ୍ ଧୁମଧାମର ସହ ହୋଇଥିଲା।
ଏବେ ସେମାନଙ୍କର ଦୁଇଜଣ ଙ୍କର କିଛି ଫଟୋ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଯେଉଁଥିରେ ଏମାନଙ୍କୁ ଏକ ଭିନ୍ନ ଲୁକରେ ଦେଖିବାକୁ ମିଳିଛି। ସେମାନେ ବିବାହ ପରେ ପ୍ରଥମ ଥର ପାଇଁ ବାହାରକୁ ବୁଲିବାକୁ ଯାଇଛନ୍ତି ବୋଲି ଜଣା ପଡିଛି। ସେଠାରେ ସେମାନେ ବିତାଇଥିବା କିଛି ସୁନ୍ଦର୍ ମୁହୂର୍ତ୍ତକୁ ଏବେ ସେୟାର କରିଛନ୍ତି।ବିବାହ ପରେ ସେମାନେ ପ୍ରଥମଥର ପାଇଁ ତାଙ୍କର ଅନେକ ଫଟୋ, ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରୁ ଥିବାର ଦେଖିବାକୁ ମିଳୁଛି।
ଉଭୟଙ୍କ ଯୋଡି ଏକ ସୁନ୍ଦର ଯୋଡ଼ି ଲାଗୁଛି। ସେମାନେ ସବୁବେଳେ ଏକ ପର୍ଫେକ୍ଟ କପଲ୍ ଭାବରେ ଦର୍ଶକଙ୍କ ସାମ୍ନାକୁ ଆସିଥାନ୍ତି। ଆପଣ ଏଠାରେ ସେମାନଙ୍କର ଅନେକ ଭିଡିଓ ଦେଖି ପାରିବେ, କିପରି ଖୁସି ମଜାରେ ସେମାନେ ଏଠାରେ ସମୟ ଅତିବାହିତ କରୁଛନ୍ତି। ଏଠାରେ ସେମାନେ ଅନେକ ମଜା ମସ୍ତି ମଧ୍ୟ କରୁଛନ୍ତି। ତେବେ ମାଳଦ୍ଵିପ ରେ ସେମାନଙ୍କର ଏହି ସୁନ୍ଦର୍ ମୁହୂର୍ତ୍ତର ଦୃଶ୍ୟ ଦେଖି ପ୍ରସଂଶକ ଏବଂ ସାଙ୍ଗ ସାଥି ବହୁତ୍ ଖୁସି ହୋଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।