Odisha News Portal

ବିବାହ ବନ୍ଧନରେ ବାନ୍ଧିହେଲେ ଜୀବନ ସାଥୀ ସିରିଏଲର ଆଦି ଓ ଭକ୍ତି , ଏହି ସମ୍ପର୍କରେ ଜାଣିବା ଅଧିକ ଜାଣିବା ପାଇଁ ନିଶ୍ଚୟ ପଢନ୍ତୁ

0 148

ସିରିଏଲ ଜଗତରେ ଅନେକ କଳାକାର ମାନେ ନିଜ ନିଜର ସୁନ୍ଦର ଅଭିନୟ ଜରିଆରେ ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଟିଏ ସୃଷ୍ଟି କରିଥାନ୍ତି । ସାର୍ଥକ ଚେନାଲରେ ଧାରାବାହିକ ତୁ ମୋ ଜୀବନ ସାଥୀ ସିରିଏଲରେ ଅଭିନୟ କରୁଥିବା ଅଦି ଓ ଭକ୍ତିଙ୍କ ଜବରଦସ୍ତ ଅଭିନୟ ତ ଆପଣମାନେ ନିଶ୍ଚୟ ଦେଖିଥିବେ । ଆଦି ଓ ଭକ୍ତିର ଅଭିନୟ ଅନେକ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି । ଏହା ବ୍ୟତୀତ ରିଲ ଲାଇଫରେ ସେ ଦୁହିଁଙ୍କ ଯୋଡି ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ଆଦି ଓ ଭକ୍ତିଙ୍କର ଜୀବନ ସାଥୀ ସିରିଏଲରେ ଜବରଦସ୍ତ ଆକ୍ଟିଙ୍ଗ ପାଇଁ ଜୀବନ ସାଥୀ ସିରିଏଲଟି ନମ୍ୱର ୱାନ ସିରିଏଲ ହୋଇ ପାରିଛି ।
ଆଦି ଓ ଭକ୍ତିଙ୍କର ଜବରଦସ୍ତ ଆକ୍ଟିଙ୍ଗ ପାଇଁ ଆଦି ଓ ଭକ୍ତିଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ଆଦି ଓ ଭକ୍ତି ଦୁହେଁ ସୁଟିଙ୍ଗ ସେଟରୁ ପରସ୍ପରକୁ ଭଲପାଇ ବସିଛନ୍ତି ଓ ଆଗାମୀ ଦିନ ମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆଦି ଓ ଭକ୍ତି ତାଙ୍କ ସୁଟିଙ୍ଗ ଟାଇମର କିଛି ଫୋଟ ଇନଷ୍ଟାଗ୍ରାମ ବା ଫେସବୁକ ଏକାଉଣ୍ଡରେ ସେୟାର କରିଛନ୍ତି । ଏହାକୁ ଦେଖି ଦର୍ଶକ ମାନେ ଭାବୁଛନ୍ତି କି ଆଦି ଓ ଭକ୍ତି ବିବହା ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଦି ଓ ଭକ୍ତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସତ କିନ୍ତୁ ରିଏଲ ଲାଇଫରେ ନୁହଁ ବରଂ ତାହା ହେଉଛି ରିଲ ରାଇଫରେ । ଅଗଣିତ ଦର୍ଶକ ମାନେ ଜୀବନ ସାଥୀ ସିରିଏଲରେ ଦମଦାର ଅଭିନୟ କରୁଥିବା ଆଦି ଓ ଭକ୍ତିଙ୍କ ଯୋଡିକୁ ବହୁତ ପସନ୍ଦ କରିଥାନ୍ତି

ରିଲରେ ସେ ଦୁହିଁଙ୍କ ଯୋଡିକୁ ବହୁତ ପସନ୍ଦ ମଧ୍ୟ କରନ୍ତି ଏବଂ ସେ ଦୁହେଁ ନିଜର ସୁନ୍ଦର ଅଭିନୟ ଜରିଆରେ ଦର୍ଶକ ମାନଙ୍କର ମନ ଜିତି ପାରିଛନ୍ତି । ଆଦି ଓ ଭକ୍ତି ଫାଙ୍କା ଟାଇମରେ ସୁଟିଙ୍ଗ ସେଟର କିଛି ଫୋଟ ଫେସବୁକ ଏକାଉଣ୍ଡରେ ସେୟାର କରିଛନ୍ତି । ସେହି ଫୋଟରେ ଆଦି ଓ ଭକ୍ତି ବିବାହ ପୋଷାକରେ ନଜର ଆସୁଛନ୍ତି ।ଏହି ଫୋଟକୁ ଦେଖି ଦର୍ଶକ ମାନେ ଆଦି ଓ ଭକ୍ତି ରିଏଲ ଲାଇଫରେ ବିବାହ କରିଛନ୍ତି ବୋଲି ଅନୁମନା କରିଛନ୍ତି । କିନ୍ତୁ ଏହା ରିଲ ଲାଇଫରେ ବିବହାର ପୋଷାକ ପିନ୍ଧି ଫୋଟ ସେୟାର କରିଛନ୍ତି ।

ଏମିତିରେ ଅନେକ ଫ୍ୟାନମାନେ ଅଦି ଓ ଭକ୍ତିଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି ଏବଂ ସେମାନେ ଏ ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ଚାହୁଛନ୍ତି । ସମସ୍ତ ସିରିଏଲ ଅପେକ୍ଷା ଜୀବନ ସାଥୀ ସିରିଏଲଟି ବହୁତ ସଫଳତା ହାସଲ କରିଛି ଏବଂ ଆଗାମୀ ସମୟରେ ମଧ୍ୟ ଏହି ସିରିଏଲଟି ଅଧିକ ସଫଳତା ହାସଲ କରିବ ଏବଂ ନମ୍ୱର ୱାନ ସିରିଏଲ ଭାବରେ ବିବେଚିତ ହେବ । ସେଥିପାଇଁ ଦର୍ଶକ ମାନେ ଏହି ସିରିଏଲକୁ ବହୁତ ପସନ୍ଦ କରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।