ବିବାହ ବନ୍ଧନରେ ବାନ୍ଧିହେବା ପରେ ଦେଖନ୍ତୁ ପ୍ରେରଣା ଶାଶୂ ଘରେ ପ୍ରଥମ ରାତି ସେ କେମିତି କଟିଲେ ? ଦେଖନ୍ତୁ Full ଭିଡିଓ

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ଖବର ପ୍ରତ୍ୟେକ ଦିନ ଶୁଣିବାକୁ ପାଉଥିବେ ନିଶ୍ଚିତ ମୁଁ ଆଜି ଆପଣକୁ ଆପଣଙ୍କ ଅତିପ୍ରିୟ ଅଭିନେତା ଅଶ୍ୱିନୀଙ୍କ ବାହାଘର ବିଷୟରେ କିଛି କହିବି |ଅଶ୍ୱିନୀଙ୍କ ବାହାଘର ବହୁତ ଧୁମ ଧାମରେ ହେବା ସହିତ ଏହି ବାହାଘର ପରେ ଉଭୟ ଦମ୍ପତି ତାଙ୍କ ପରିବାର ସହିତ କେତେ ଖୁସିରେ ଅଛନ୍ତି ଏବଂ ସେମାନେ କିପରି ପରିବାର ଲୋକଙ୍କ ସହିତ ମଉଜ ମଜଲିସ କରୁଛନ୍ତି ସେ ଭିଡିଓ ଏବେ ଦେଖିବାକୁ ମିଳିଛି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏନେଇ ସମ୍ପୂର୍ଣ ଖବର ଜାଣିବା |

ଏଇ କିଛି ଦିନ ହେବ ଅଶ୍ୱିନଙ୍କ ବିବାହ କାର୍ଯ୍ୟ ସମ୍ପୂର୍ଣ ହୋଇଛି, ଅଶ୍ୱିନୀ ଓଡ଼ିଆ ସିନେମା ଜଗତର ଭଲ ଅଭିନୟ କରିବା ସହିତ ସବୁଠାରୁ ଭଲ ଅଙ୍କରିଂ ମଧ୍ୟ କରୁଥିଲେ |ସେ ଅନେକ ଦର୍ଶକ ମାନଙ୍କ ମନ ତାଙ୍କ ଅଙ୍କରିଂ ମାଧ୍ୟମରେ କିଣି ନେଇଛନ୍ତି ତେଣୁ ତାଙ୍କର ଦୈନନ୍ଦିନ ଜୀବନ ବିଷୟରେ ଜାଣିବା ପାଇ ଅନେକ ଦର୍ଶକ ଚାହିଁ ବସିଛନ୍ତି |ଅଶ୍ୱିନୀ ଜଣେ ଓଡ଼ିଆ ଇଣ୍ଡଷ୍ଟ୍ରି ଜଗତର କଳାକାର ଥିଲେ ସେ ମଧ୍ୟ ଜଣେ କଳାକାରଙ୍କୁ ବିବାହ କଲେ, ଅଶ୍ୱିନୀ ଅଭିନେତ୍ରୀ ପ୍ରେରଣାକୁ ବିବାହ କରିଛନ୍ତି ବୋଲି ତାହା ସମସ୍ତଙ୍କୁ କିଛି ମାତ୍ରାରେ ଜଣା ଥିବ ନିଶ୍ଚିତ |

ପ୍ରେରଣା ମଧ୍ୟ ଅଙ୍କରିଂ ଭାବରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ, ସେ ଅନେକ ଅଭିନୟ ମଧ୍ୟ୍ୟ କରିଛନ୍ତି |ଏମାନଙ୍କ ବିବାହ ପ୍ରେମ ବିବାହ ନଥିଲେ ଉଭୟ ଦୁଇଜଣ ଘରର ପସନ୍ଦ ଅନୁଯାଇ ଏବଂ ଦୁହେଁ ଦୁଇଜଣକୁ ଭଲରେ ଜାଣିଲା ପରେ ଏମାନଙ୍କ ବିବାହ ହୋଇଛି |ଅଶ୍ୱନୀ ଓ ପ୍ରେରଣାଙ୍କ ବିବାହ ସମୟର ସମସ୍ତ ଵିଧି ଅନୁଯାଇ ହୋଇଥିବାର ଫୋଟ ଗୁଡିକ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି |ଅଶ୍ୱିନୀଙ୍କ ବରଯାତ୍ରୀ ଭାବରେ ଓଡ଼ିଆ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତ କଳାକାର ମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି |କେବଳ କଳାକାର ମାନେ ନୁହନ୍ତି କେତେକ କଣ୍ଠ ଶିଳ୍ପୀ ମାନେ ମଧ୍ୟ ଯୋଗ ଦେଇଥିଲେ, ଏବଂ ବରଯାତ୍ରୀ ଭାବରେ ସେମାନେ ବହୁତ ଧୁମ ଧାମରେ ନାଚି ଥିବାର ଭିଡିଓ ଦେଖିବାକୁ ମିଳିଛି |

ପ୍ରେରଣା ଅଶ୍ୱନୀ

ଘରକୁ ଯିବାପରେ ସେ ଅଶ୍ୱିନୀଙ୍କ ପରିବାର ଲୋକ ମାନଙ୍କ ସହିତ ମିଶି ଅନେକ ଫୋଟ ଓ ଭିଡିଓ କରିଥିବାର ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି |ପ୍ରେରଣା ଅଶ୍ୱିନୀଙ୍କ ପରିବାରରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ଭଲରେ ମିଶିବା ସହିତ ବହୁତ ଖୁସିରେ ଥିବାର ଦେଖିବାକୁ ମିଳିଛି |ଯେପରି ଜଣା ପଡିଛି ଯେ ପ୍ରେରଣା ଅଶ୍ୱିନୀଙ୍କ ଘରକୁ ଗଲା ପରେ ତାଙ୍କ ପରିବାରର ଏବେ ଖୁସି ଦୁଇ ଗୁଣିତ ହୋଇଯାଇଛି |ଅଶ୍ୱିନୀ ଓ ପ୍ରେରଣଙ୍କ ଜୀବନ ଖୁସିରେ କଟୁ ବୋଲି ସମସ୍ତେ ଆଶୀର୍ବାଦ ମଧ୍ୟ୍ୟ କରିଛନ୍ତି |ପ୍ରେରଣା ଅଶ୍ୱିନୀଙ୍କ ପରିବାର ଲୋକଙ୍କ ସହିତ ଉଠିଥିବା ଫୋଟ ଓ ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |ଲୋକେ ଏମାନଙ୍କ ଯୋଡିକୁ ବହୁତ ପସନ୍ଦ ମଧ୍ୟ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment