Odisha News Portal

ବିଚ ରାସ୍ତାରେ ହାଇ ଭଲଟେଜ ଡ୍ରାମା କଲେ ଏହି ଝିଅ ମାନେ… ଦେଖନ୍ତୁ Video

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କରନା ମହାମାରୀ ଦୀର୍ଘଦିନ ଧରି ଲାଗିରହିଥିଲା। ଏଥିରେ ସମସ୍ତଙ୍କ ଉପରେ ପ୍ରଭାବ ପଡ଼ିଥିଲା। ତେବେ ଏସବୁ ବ୍ୟତିରେକ ଆମ ଆଗାମୀ କାଲିର ଭବିଷ୍ୟତ ଯେଉଁ ମାନେ ସେମାନଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଦୀର୍ଘଦିନ ଧରି ଛାତ୍ରଛାତ୍ରୀ ମାନେ ଘରେ ରହିଲେ। ପାଖାପାଖି ୨ ବର୍ଷ ଧରି ସେମାନେ ସବୁ ଘରେ ରହିଲେ। ଆଉ ଅନଲାଇନରେ ପାଠ ପଢା ଏବଂ ପରୀକ୍ଷା ଇତ୍ୟାଦି ହେଉଥିଲା। ବର୍ତ୍ତମାନ ସମୟରେ କରନା ମହାମାରୀ କିଛି ମାତ୍ରାରେ କମି ଯାଇଛି। ପୂର୍ବ ଭଳି ପରିସ୍ଥିତି ସ୍ଵଭାବିକ ହୋଇଯାଇଛି।

ସେଥିପାଇଁ ବର୍ତ୍ତମାନ ଅଫଲାଇନ ରେ ପରୀକ୍ଷା ହେଉଛି। ତେବେ ଏହି ପରୀକ୍ଷାକୁ ନେଇ ବର୍ତ୍ତମାନ ସମୟରେ କିଛି ଅଭିଯୋଗ ସାମ୍ନାକୁ ଆସିଛି ଯାହା ଫଳରେ ଛାତ୍ର ଛାତ୍ରଛାତ୍ରୀ ମାନେ ରାସ୍ତା ଅବରୋଧ କରିଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ବର୍ତ୍ତମାନ ସମୟରେ ପରୀକ୍ଷା ଚାଲିଛି। ପିଲା ମାନେ ସବୁ ପାଠ ପଢ଼ି ପରୀକ୍ଷା ଦେଉଛନ୍ତି। ଯାହା ଫଳରେ ସେମାନଙ୍କ କେରିୟର ଆଗକୁ ବଢ଼ିବାରେ ଅନେକ ଚେଷ୍ଟା ପ୍ରଚେଷ୍ଟା ଲାଗି ରହିଛି। ହେଲେ ଆନନ୍ଦପୁର ରେ ପରୀକ୍ଷା ହଲ ରେ ପରୀକ୍ଷା ରେ କପି ହେଉଥିବା ନେଇ ପିଲା ମାନେ ଅଭିଯୋଗ ଆଣିଛନ୍ତି।

ତେବେ ଯେଉଁ ମାନେ ଅଭିଯୋଗ କରିଛନ୍ତି, ଅନ୍ୟ ଛାତ୍ରଛାତ୍ରୀ ମାନେ ଏହାକୁ ବିରୋଧ କରିଛନ୍ତି। ସେମାନଙ୍କର କହିବା କଥା ଯେ ସେମାନେ ବହୁ ପରିଶ୍ରମ କରି ପାଠ ପଢି ପରୀକ୍ଷା ଦେବାକୁ ଆସୁଛନ୍ତି। ତାଙ୍କ ପରୀକ୍ଷା ହଲ ରେ କପି ହୋଇନଥିବା କଥା କହିଛନ୍ତି। ତାଙ୍କ କହିବା କଥା ଯେ, ପରୀକ୍ଷା ହଲକୁ ଆସିବା ପାଇଁ ହେଲେ ତାଙ୍କର ତିନୋଟି ଜାଗରେ ଯାଞ୍ଚ ହେଉଛି। ପ୍ରଥମେ ଗେଟ ସମ୍ନାରେ ଯାଞ୍ଚ ହେଉଛି। ଗେଟ ଭିତରକୁ ପଶିବା ପରେ ସେମାନେ ପୁଣି ଥରେ ଯାଞ୍ଚ ହେଉଛି। ଏହାପରେ ପରୀକ୍ଷା ରେ ହଲ୍ ରେ ବସିବା ପରେ ପୁଣି ଆଉ ଥରେ ଯାଞ୍ଚ ହେଉଛି।

ତେବେ ଏତେ ଯାଞ୍ଚ କରିବା ପରେ ମଧ୍ୟ କେମିତି କପି ହେଉଛି ବୋଲି ସେମାନେ ଅଭିଯୋଗ ଆଣି ପାରିଲେ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ତାଙ୍କର କହିବା କଥା ଯେ ଯେଉଁ ମାନେ ଏହି ମିଛ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ତେବେ ଏହିଭଳି ଭାବରେ ସମାନେ ତାଙ୍କର ଅଭିଯୋଗ କରି ଚାରି ଆଡ଼େ ବିକ୍ଷଭ ପ୍ରଦର୍ଶନ କରିଛନ୍ତି। ଯାହାବି ହେଉ ଏସବୁ କଥା ଦୃଷ୍ଟିରେ ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଆମର ଯେଉଁ ମାନେ ଆସନ୍ତା କାଲିର ଭବିଷ୍ୟତ ସେମାନଙ୍କ ଦାବିକୁ ପୂର୍ଣ କରଯିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।